Oct 9, 2023, 09:56 IST

ଲେଡ଼ିଜ୍ ହଷ୍ଟେଲ ରେ ଝରକା ଫାଙ୍କ ରୁ ଝିଅ ଙ୍କ ନଗ୍ନ ଭିଡିଓ ବନାଉଥିଲା, ପରେ ସେଇ ଭିଡିଓ ଦେଖାଇ କରୁଥିଲା ଝିଅ ଙ୍କ ସହ ଖରାପ କାମ

Special report

ନମସ୍କାର ପାଠକ ବନ୍ଧୁ।ରାତି ଅଧରେ ମହିଳା ହଷ୍ଟେଲ ଭିତରକୁ ପ୍ରବେଶ କରି ଚର୍ଚ୍ଚା କୁ ଆସି ଛନ୍ତି ଜଣେ ଯୁବକ।ଝିଅ ପିଲା ମାନଙ୍କ ଗାଧୋଇବା ର ଦୃଶ୍ୟ ଦେଖିବା ପାଇଁ ରାତିରେ ଲେଡିଜ୍ ହଷ୍ଟେଲ ଭିତରକୁ ପ୍ରବେଶ କରିଥିଲେ ଜଣେ ଯୁବକ।
Special report
ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାକୁ ଲାଗିଛି।ଯୁବକ ଜଣକୁ ଏ ବିଷୟ ରେ ପଚରା ଯିବାରୁ ସେ କହୁଛନ୍ତି କି ମେଡ଼ିସିନ୍ ଦେବାକୁ ସେ ଆସି ଥିଲେ।ଏତେ ରାତି ରେ ସେ କିପରି ଲେଡିଜ ହଷ୍ଟେଲ ଭିତର କୁ ପ୍ରବେଶ କଲେ ତାହା ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି।
ସୂଚନା ଅନୁସାରେ କିଛି ଦିନ ତଳେ ମହିଳା ହଷ୍ଟେଲ ରେ ଜଣେ ମହିଳା ରାତି ୧୨ ଟା ସମୟ ରେ ବାଥ୍ ରୁମ୍ ମଧ୍ୟ କୁ ଯାଇ ଥିଲେ।ସେଠାରେ ଆଗରୁ ଜଣେ ଯୁବକ ଲୁଚି କରି ରହି ଥିବାର ସେ ଦେଖିବାକୁ ପାଇଥିଲେ।
ଏହା ପରେ ସେ ଓ ତାଙ୍କ ସାଙ୍ଗ ମାନେ ଜୋରେ ଜୋରେ ଚିତ୍କାର କରିବାକୁ ଲାଗିଲେ।ତାଙ୍କ ଚିତ୍କାର ଶୁଣି କଲେଜ କର୍ତୃପକ୍ଷ ତାଙ୍କ ନିକଟ କୁ ଦଉଡ଼ି ଆସିଲେ।ଓ ଯୁବକ ଜଣକୁ ଧରି ପକାଇ ଥିଲେ।ଏହା ପରେ ସେ କିପରି ହଷ୍ଟେଲ ଭିତର କୁ ପ୍ରବେଶ କଲେ ସେ ବିଷୟରେ ପଚରା ଯାଇଥିଲା।
Special report
ଓ ଏତେ ରାତି ରେ ସେ କାହିଁକି ଆସିଛନ୍ତି ବୋଲି କୁହା ଯାଇଥିଲା।ଯୁବକ ଜଣକ କହିଥିଲେ କି ସେ ମେଡ଼ିସିନ୍ ଦେବାକୁ ଆସି ଥିଲେ।କଲେଜ କର୍ତୃପକ୍ଷ ତାଙ୍କୁ ଅଧିକ ରୁ ଅଧିକ ପ୍ରଶ୍ନ ପଚାରି ବାରୁ ସେ ଭୟଭୀତ ହୋଇ ଯାଇଥିଲେ।
ରାଗିକି ଆହୁରି ମୁହଁ ବାହାର କରିଥିଲେ।ଏହା ପରେ ପୋଲିସ କୁ ଖବର ଦିଆ ଯାଇଥିଲା।ଯୁବତୀ ମାନେ ବାଥ୍ ରୁମ ଭିତରେ ଗାଧୋଉ ଥିବା ବେଳେ ଏହି ଯୁବକ ଜଣକ ଦେଖିବା ପାଇଁ ବାଥ୍ ରୁମ୍ ଭିତର କୁ ପ୍ରବେଶ କରିଥିଲା।
ଓ ପରେ ଯୁବତୀ ମାନେ ତାଙ୍କୁ ଧରି ପକାଇ ଥିଲେ।ସେହି ଯୁବକ ଜଣକ ର ବୟସ ହେଉଛି ମାତ୍ର ୧୮ ବର୍ଷ।ଏ ବୟସ ରେ ସେ ମହିଳା ହଷ୍ଟେଲ ଭିତରକୁ ପ୍ରବେଶ କରି
 ଝିଅ ମାନଂକ ଭିଡିଓ କରୁଥିଲା।ହେଲେ ଶେଷ ରେ ଧରା ପଡ଼ି ଯାଇଥିଲା ଝିଅ ମାନଂକ ହାତ ରେ।ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement