Nov 7, 2023, 14:22 IST

କେଜ୍ରିୱାଲ ଦେଲେ ମୋଦି ଙ୍କୁ ଖୋଲା ଧମକ : ମୋ ଲୋକ ମାନଙ୍କୁ ସବୁ ଗିରଫ କଲ, ଏବେ ମୁଁ ମରିଗଲେ ବି ତୁମକୁ ଛାଡିବିନି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ସେଥିପାଇଁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ଦଳ ଜିତିବା ପାଇଁ ବିଭିନ୍ନ ନିୟମ ପ୍ରଣୟନ କରୁଛନ୍ତି।ଅନ୍ୟ ଦଳ ବିରୋଧ ରେ କହୁଛନ୍ତି।
Special report
ନିକଟ ରେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ କଥା କୁ ନେଇ ଚର୍ଚ୍ଚା ହେଉଛି।ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ସେ ଏକ ସଭା ରେ ନରେନ୍ଦ୍ର ମୋଦୀ ଙ୍କ ବିଷୟ ରେ କହିଥିଲେ।ଯାହାକୁ କି ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଗତକାଲି ଆମ ଆଦମୀ ପାର୍ଟି ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସଭା ରେ ଯୋଗ ଦେଇଥିଲେ।ସେଠାରେ ସେ ଦେଶ ରେ ହେଉଥିବା ଦୁ-ର୍ନୀ-ତି ଭ୍ର-ଷ୍ଟା-ଚା-ର ବିଷୟ ରେ କହିଥିଲେ।
ତାଙ୍କ କହିବା ଅନୁଯାୟୀ ଏଭଳି କାମ କରୁଥିବା ଲୋକ ଙ୍କୁ ଜଲଦି ଗିରଫ କରା ଯାଉ।ନରେନ୍ଦ୍ର ମୋଦୀ ଙ୍କୁ ସେ ଲକ୍ଷ୍ୟ କରି କହିଥିଲେ କି ମୋତେ ପଛେ ତମେ ଗୁଳି ମାରି ଦିଅ।ଜେଲ ରେ ପୁରାଇ ଦିଅ ହେଲେ ତା ପରେ ମଧ୍ୟ ଦବିବନି ମୋ ସ୍ୱର।
Special report
ମୁଁ ଯେମିତି ଚିତ୍କାର କରି କହି ଆସୁଛି ସେପରି ସବୁବେଳେ କହିବି।ଅନେକ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଇଂରେଜ ମାନେ ବିରୋଧ କରିଥିଲେ।ହେଲେ ତଥାପି ସେମାନେ ସେମାନଙ୍କ କଥା ମାଧ୍ୟମ ରେ ଏବେ ବି ଜୀବିତ ଅଛନ୍ତି।
ମୁ ମଧ୍ୟ ସେପରି ରହି ଥିବି।ଆପଣ ଯଦି ସେହି ଦୁ-ର୍ନୀ-ତି ଗ୍ରସ୍ତ ନେତା ମାନଙ୍କ ବିରୋଧ ରେ କହିବାକୁ ଆରମ୍ଭ କରିବେ ।ତାଙ୍କୁ ନିଜ ଦଳ ରୁ ବାହାର କରିବେ ତେବେ ଆମେ ସମସ୍ତେ ଆପଣ ଙ୍କ ସହିତ ମିଶି ଯିବୁ।
ଆପଣ ଙ୍କ ଉନ୍ନତି କଥା ଆମେ ଚିନ୍ତା କରିବୁ।ଆପଣ କେବେ ବି ମୋ କଥା କୁ ବନ୍ଦ କରି ପାରିବେ ନାହିଁ।ଆପଣ ମାନେ ମୋତେ ଗୁଳି ଫୁଟାଇ ମାରି ଦେଇ ପାରନ୍ତି।ହେଲେ ମୋ ଶବ୍ଦ କୁ ମାରି ପାରିବେ ନାହିଁ।

Advertisement