Nov 18, 2023, 16:54 IST

ଖାଉଥିଲେ ସିଙ୍ଗଡ଼ା ବାହାରିଲା ଝିଟିପିଟି ଆଉ ଦେଖନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କଣ ହେଇଗଲା - Exclusive

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବାହାର ଜିନିଷ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ କେତେ ଖରାପ।କିନ୍ତୁ ବର୍ତ୍ତମାନ ର ବ୍ୟସ୍ତ ବହୁତ ଜୀବନ ରେ ସମସ୍ତେ ବାହାର ଜିନିଷ କୁ ବହୁତ ପସନ୍ଦ କରୁଛନ୍ତି।
Special Report
ଏହା କେତେ କ୍ଷତିକାରକ ତାହା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ଝିଅ ଓ ତାର ବାପା ସିଙ୍ଗଡ଼ା ଖାଇ ଏବେ ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି।ଯେଉଁଥି ପାଇଁ ଏବେ ସେମାନଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା।
ସୂଚନା ଅନୁସାରେ ଏହି ଘଟଣା ଟି ଉତ୍ତରପ୍ରଦେଶ ର ଭାପୁର ସହର ରେ ଘଟିଛି।ସେଠାରେ ଜଣେ ବ୍ୟକ୍ତି ଦୋକାନ ରୁ ସିଙ୍ଗଡ଼ା ଆଣି ଥିଲେ।ସିଙ୍ଗଡ଼ା କୁ ପ୍ରଥମେ ତାଙ୍କ ଝିଅ ଖାଇ ଥିଲେ।ଏହା ପରେ ସେହି ବ୍ୟକ୍ତି ଜଣକ ଖାଇ ଥିଲେ।ସେଥିରୁ ଏକ ବଡ ଝିଟିପିଟି ବାହାରି ଥିଲା।
Special report
ଝିଅ ଓ ତାର ବାପା ସେହି ଠାରେ ବେହୋସ୍ ହୋଇ ଯାଇଥିଲେ।ତାଙ୍କୁ ସଙ୍ଗେ ସାଙ୍ଗେ ମେଡିକାଲ ରେ ଭର୍ତି କରା ଯାଇଥିଲା।ଏହା ପରେ ଝିଅ ର ମା ଥାନା ରେ ଅଭିଯୋଗ କରିଥିଲେ।
Special report
ସେ ଉକ୍ତ ଦୋକାନୀ ଙ୍କୁ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି।ଏଭଳି ଅନେକ ଘଟଣା ଆପଣ ମାନେ ଆଗରୁ ଦେଖି ଥିବେ।ମାଂସ ତରକାରୀ ରୁ ମଲା ମୂଷା ବାହାରିବାର ଖବର ଆପଣ ମାନେ ଶୁଣି ଥିବେ।
ଏବେ ବାପା ଝିଅ ଦୁଇ ଜଣ ସୁସ୍ଥ ଅଛନ୍ତି।ଦୋକାନୀ ଏଭଳି ଭୁଲ କରି ମଧ୍ୟ ତାଙ୍କ ଦୋଷ କୁ ମାନୁ ନାହାନ୍ତି।ସେ କହିଛନ୍ତି କି ସେ ସିଙ୍ଗଡ଼ା ଆମ ଦୋକାନ ରୁ ଯାଇ ନାହିଁ।
ଏଭଳି ଘଟଣା ଘଟିବା ପରେ ସେଠାରେ ଏହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଏହାର ବିଚାର କରା ଯିବ ବୋଲି କୁହା ଯାଇଚି।ଆପଣ ମାନେ ଦୋକାନ ରୁ ଏଭଳି ଜିନିଷ ଖାଆନ୍ତୁ ନାହିଁ ବୋଲି ପରାମର୍ଶ ଦିଅ ଯାଇଚି।

Advertisement