Updated: Sep 18, 2023, 13:23 IST

ଗାଡିଆ ରୁ ବାହାରିଲା କଥା କହୁଥିବା ମାଛ - କହିଲା, ମତେ ପାଣି ରେ ଛାଡିଦିଅ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବିଭିନ୍ନ ସମୟରେ ଏହା ସୁଣିଥିବେ କି ପୃଥିବୀ ପୃଷ୍ଠ କୁ ଏଲିଏନ ମାନେ ପ୍ରବେଶ କରୁଛନ୍ତି। ମଣିଷ ଭଳି ଦେଖା ଯାଉଥିବା ଆଉ ଏକ ଯିବ ପୃଥିବୀ ବାହାରେ ଦେଖା ଯାଉଛି ବୋଲି
Special report
 ଅନେକ ସମୟରେ ଖୁବ ଚର୍ଚ୍ଚା ହୋଇଥାଏ। ଉଡନ୍ତା ଥାଳିଆ ସାହାଯ୍ୟରେ ସେମାନେ ଆସି ଥାଆନ୍ତି ବୋଲି ପ୍ରାୟତଃ ସମୟରେ ଏହା ଖୁବ ଚର୍ଚ୍ଚା ମଧ୍ୟ ହୋଇ ଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏଲିଏନ କଥା କହିବୁ।
ଯିଏକି ମହାକାଶରେ ନୁହେଁ ବରଂ ସେ ଗଭୀର ସମୁଦ୍ରରେ ରହିଛି। ଆଜି ମଧ୍ୟ ଗଭୀର ସମୂଦ୍ର ମଧ୍ୟରେ ଏଭଳି କିଛି ଜୀବ ରହିଛନ୍ତି ଯାହା ସମ୍ପର୍କରେ ଆପଣ ମାନେ ମଧ୍ୟ ଜାଣି ନଥିବେ।
ଆଉ ସେମାନଙ୍କୁ ମଣିଷ ସମାଜ ଦେଖି ମଧ୍ଯ ନାହିଁ ତାଙ୍କ ସହ ଅପରିଚିତ। ନା ଏହି ଜୀବ ମାନଙ୍କ ସମ୍ପର୍କରେ ମଣିଷ କେବେ ଜାଣିଛି ନା ଏହି ଜୀବ ମାନଙ୍କୁ ମଣିଷ କେବେ ଦେଖିଛି। ଯଦି କେବେ ଏହି ଜୀବ ଉପକୂଳ କୁ ଚାଲି ଆସନ୍ତି ତେବେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
Special report
ଏଭଳି ଏକ ଅଦ୍ଭୁତ ଜୀବର ସନ୍ଧାନ 2021 ମସିହାରେ କର୍ଲିଫୋନିଆ ରେ ଦେଖିବାକୁ ମିଳିଥିଲା। ଜଣେ ମତ୍ସଜୀବୀ ପ୍ରତିଦିନ ଭଳି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ।
ହେଲେ ସେ ଫେରିବା ସମୟରେ ସେଠାରେ ଯାହା କିଛି ଦେଖିଥିଲେ ତାହା କହିବା ତାଙ୍କ ପାଇଁ ଖୁବ୍ ମୁସ୍କିଲ ଥିଲା। ଅର୍ଥାତ ସେ ଏଭଳି କିଛି ସାମୁଦ୍ରିକ ଜୀବ ଦେଖି ଥିଲେ ଯାହାକି ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇ ଥିଲା।
ଆଉ ସେ ଯେଉଁ ବିଶାଳକାୟ ଜୀବ ଦେଖିଥିଲେ ଲୋକମାନେ ଏହାକୁ ଏଲିଏନ ବୋଲି କହିବାକୁ ଲାଗିଥିଲେ। ଏହା ଜୀବିତ କି ମୃ-ତ କେହି ଜାଣି ପାରି ନଥିଲେ ମାତ୍ର ସମସ୍ତଙ୍କ ମନରେ ଭୟ ସଂଚାର ହେବାରେ ଲାଗିଲା।
ହେଲେ ଏବେ ଏହି ଖବର ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନଙ୍କୁ ଏହି ଜୀବ ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement