Updated: Mar 11, 2024, 16:52 IST

ଦେହସୁଖ ପାଇଁ ୩ଥର ବାହାଘର ଦେଖନ୍ତୁ କାନ୍ଦିଲେ ୩ ନମ୍ବର ସ୍ତ୍ରୀ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରିଥାନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ପାଇବେ ଯିଏ ଦେହ ସୁଖ ପାଇବା ପାଇଁ ତିନି ତିନି ଥର ବିବାହ କରିଛନ୍ତି । ଏହି ବ୍ୟକ୍ତି ଜଣକ ଝିଅଙ୍କ ଠାରୁ ଟଙ୍କା ଆଦାୟ କରିଥାନ୍ତି ।
Viral
 
ଏହି ବ୍ୟକ୍ତି ଜଣକ ସୁନ୍ଦର ସ୍ତ୍ରୀ ଦେଖିଲେ ତାଙ୍କ ପାପ ନଜର ସେହି ସ୍ତ୍ରୀ ଉପରେ ପକାଇଥାନ୍ତି । ନିଜର କାମନା ବାସନା ପୂରଣ କରିବା ପାଇଁ ବ୍ୟକ୍ତି ଜଣକ ଏଭଳି ସବୁ କାମ କରିଥାନ୍ତି ।
ଏହି ବ୍ୟକ୍ତି ଜଣକ ଚତୁରତାର ସହିତ ମହିଳାମାନଙ୍କ ସହିତ ସମ୍ପର୍କ ରଖିଥାନ୍ତି । ଆଉ ଏହାପରେ ତାଙ୍କ ଠାରୁ ଟଙ୍କା ଲୁଟ କରିଥାନ୍ତି । ପୂର୍ବରୁ ଦୁଇ ଜଣଙ୍କୁ ବିବାହ କରିଥିଲେ ଏହି ଯୁବକ ଜଣକ । ଆଉ ଏବେ ଆଉ ଜଣଙ୍କୁ ବିବାହ କରିଛନ୍ତି । ତାଙ୍କ ତୃତୀୟ ପତ୍ନୀ ଏବେ ଏହି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । 
ଏହି ବ୍ୟକ୍ତି ଜଣକ ଯୁବତୀମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଥାଆନ୍ତି । ଆଉ ଶା-ରି-ରୀ-କ ସମ୍ପର୍କର ଭିଡିଓ କରି ତାଙ୍କୁ ବ୍ଲାକମେଲ କରିଥାନ୍ତି ।
Viral
ଆଉ ଟଙ୍କା ଦାବି କରିଥାଏ । ମନ ଭାରିଗଲେ ଏହି ଯୁବକ ଜଣକ ହାତ ଛାଡ଼ି ଦେଇଥାନ୍ତି । ଏହି ତୃତୀୟ ସ୍ତ୍ରୀ ଜଣକ କହିଛନ୍ତି ତାଙ୍କୁ ବ୍ୟକ୍ତି ଜଣକ କାର ମାଗିଲେ ଆଉ ସେ ଦେଇନଥିବାରୁ ଏଭଳି ଘଟଣା ଘଟିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମରେ ଏହି ଘଟଣା ଘଟିଛି ।
ଏହି ଗ୍ରାମର ଉତ୍କଳ କେଶରୀ ପାଲଙ୍କ କଥା କୁହାଯାଉଛି । ଏହି ବ୍ୟକ୍ତି ଜଣଙ୍କର ତୃତୀୟ ପତ୍ନୀ କହିଛନ୍ତି ସେ ଯେତେବେଳେ ତାଙ୍କ ଘରକୁ ଗଲେ ସେତେବେଳେ ଜାଣିବାକୁ ପାଇଲେ କି ପୂର୍ବରୁ ତାଙ୍କର ଦୁଇଜଣ ପତ୍ନୀ ଥିଲେ ।
ଏହି ତୃତୀୟ ପତ୍ନୀ ଜଣଙ୍କ ପୂର୍ବରୁ ବିଧବା ହୋଇଥିଲେ ଆଉ ତାଙ୍କର ଏକ ସନ୍ତାନ ମଧ୍ଯ ଥିଲା । ଏହି ବ୍ୟକ୍ତି ଜଣକ ସେହି ଯୁବତୀ ଜଣଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ଅପହରଣ କରି ନେଇଥିଲେ । ତାଙ୍କ କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ମଧ୍ୟ ସାମ୍ନାକୁ ଆସିଛି । ଏବେ ଏହି ଯୁବକଙ୍କ ନାଁରେ ବିଧବା ମହିଳା ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ କରିନାହିଁ ।

Advertisement