Oct 26, 2023, 17:22 IST

ଶେଷରେ କାନ୍ଦି କାନ୍ଦି ଭିଡିଓ କଲେ imran Khan : ମୋଦୀ ସାହେବ୍ ଏମାନେ ମତେ ମାରିଦେବେ ମତେ ଭାରତ ରେ ଟିକେ ଜାଗା ଦିଅ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ପାକିସ୍ତାନ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ ଙ୍କୁ ଜାଣି ଥିବେ।ଆଗରୁ ସେ ସବୁବେଳେ ଭାରତ ବିଷୟ ରେ କହି ଚର୍ଚ୍ଚା କୁ ଆସି ଥାନ୍ତି।ହେଲେ ଏବେ ସେହି ଇମ୍ରାନ ଖାଁ ନିଜ କୁ ବଞ୍ଚାଇବା ପାଇଁ ଭାରତ ପାଖରେ ନେହୁରା ହେଉଛି।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ କୋର୍ଟ ରେ।ସେଠାରେ ଇମ୍ରାନ ଖାଁ ଙ୍କ ବିଚାର ଚାଲୁ ଥିବା ବେଳେ ସେ ଜୋର ରେ ପାଟି କରି ଏହି କଥା ସମସ୍ତଙ୍କୁ ଜଣାଇ ଥିଲେ।ସେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ବଞ୍ଚାଇବା ପାଇଁ।
ଭାରତ ରେ ଟିକେ ସ୍ଥାନ ରହିବା ପାଇଁ ତାଙ୍କୁ ଦେବାକୁ ସେ କହିଛନ୍ତି।ଯଦି ନରେନ୍ଦ୍ର ମୋଦି ଶୁଣିବେ ନାହିଁ।ତେବେ ତାଙ୍କୁ ଏଠାରେ ମାରି ଦିଆ ଯିବ।ଖାଦ୍ୟ ରେ ବିଶ ଦେଇ ନହେଲେ ଗାଡ଼ି ଚଢାଇ ତାଙ୍କୁ ମାରି ଦେବେ।ଏମିତି କିଛି କାନ୍ଦି କାନ୍ଦି କହିଥିଲେ ଇମ୍ରାନ ଖାଁ।
Special report
ଯିଏ ଦିନେ ଭାରତୀୟ ମାନଙ୍କୁ ବମ୍ ରେ ଉଡ଼ାଇ ଦେବୁ ବୋଲି କହିଥିଲେ ସେ ଏବେ ଏପରି କଥା କହୁଛନ୍ତି ।ସେଥିପାଇଁ ଏହାକୁ କେହି ବିଶ୍ବାସ କରି ନାହାନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ରେ ଜଣେ ପ୍ରଧାନ ମନ୍ତ୍ରୀ ନ ଥାଆନ୍ତି।ପ୍ରତ୍ୟେକ ଲୋକ ଏଠାରେ ପ୍ରଧାନ ମନ୍ତ୍ରୀ ଥାନ୍ତି।
ଏଠାରେ କେହି କାହାରି କୁ ମାନି ନ ଥାନ୍ତି।ସମସ୍ତେ ନିଜ ନିଜ ଇଚ୍ଛା ରେ କାମ କରନ୍ତି।ମୁ ଆଇନ କୁ ସମ୍ମାନ କରେ।ହେଲେ କୌଣସି ବ୍ୟକ୍ତି ଙ୍କୁ ଗିରଫ କରିବା ପୂର୍ବ ରୁ କିଛି ଗିରଫ ୱାରେଣ୍ଟି ଥାଏ।ହେଲେ ମୋ କ୍ଷେତ୍ର ରେ ଏସବୁ କିଛି ବି ନ ଥିଲା।
ଏବେ ହାଇ କୋର୍ଟ ରେ ମୋ ବିରୋଧ ରେ ବିଚାର ଚାଲିଛି।ମୁ କେବଳ ଏତିକି ଜାଣିଚି ଯେ ଏ ଦେଶରୁ ପାପୀ ର ବିନାଶ କେବଳ ନରେନ୍ଦ୍ର ମୋଦି କରି ପାରିବେ।ସେ ଯଥା ଶୀଘ୍ର କିଛି କରନ୍ତୁ।ଆମକୁ ନ୍ୟାୟ ଦିଅନ୍ତୁ।ମୋତେ ଭାରତ ରେ ରହିବା ପାଇଁ ଅନୁମତି ଦିଆ ଯାଉ।
ସୂଚନା ଅନୁସାରେ ଇମ୍ରାନ ଖାଁ ପାକିସ୍ତାନ ଦଳ ର ପୂର୍ବତନ ଖେଳାଳୀ ଥିଲେ।ଏହା ସହିତ ସେ ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଥିଲେ।କୌଣସି ଏକ କାରଣ ପାଇଁ ତାଙ୍କୁ ତାଙ୍କ ପଦ ରୁ ବାହାର କରି ଦିଆ ଯାଇଛି।ଏବେ ତାଙ୍କ କଥା କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement