Updated: Aug 21, 2023, 20:06 IST

କମ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ ଅଚାନକ ଭାବେ ହେଲା ପରଲୋକ

Viral news

ନମସ୍କାର ପାଠକ ବନ୍ଧୁ।ଫିଲ୍ମ ଜଗତ ରୁ ଆସିଚି ଏକ ବଡ଼ ଖବର।ପୁଣି ଜଣେ ଅଭିନେତା ଙ୍କ ମୃତ୍ୟୁ ହୋଇଛି।ଆପଣ ମାନେ ଜାଣି ଥିବେ ଯେ ୨୦୨୩ ମସିହା ରେ ଫିଲ୍ମ ଜଗତ ରୁ ଅନେକ କଳାକାର ମାନେ ବିଦାୟ ନେଇଛନ୍ତି।
କଳାକାର ମାନେ ସବୁବେଳେ ଅନ୍ୟ କୁ ହସାଇ ଥାନ୍ତି ଓ କନ୍ଦାଇ ଥାନ୍ତି।କିନ୍ତୁ ସେମାନେ ଏ ଦୁନିଆ ଛାଡି ଚାଲି ଯିବା ପରେ ତାଙ୍କ ଫ୍ୟାନସ ଗଭୀର ଶୋକ ପ୍ରକାଶ କରିଛନ୍ତି।ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ଜଣେ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ନିକଟ ରେ ଏ ଦୁନିଆ କୁ ଅଲବିଦା କହିଛନ୍ତି।
Viral news
ସେ ଅଭିନେତା ଜଣକ ଆଉ କେହି ନୁହେଁ।ସେ ହେଉଛନ୍ତି ଲୋକପ୍ରିୟ ଭୋଜପୁରୀ ଅଭିନେତା ପବନ ସିଂ।ସେ କେବଳ ଜଣେ ଅଭିନେତା ନ ଥିଲେ।ଏହା ସହିତ ସେ ଜଣେ ଭଲ ଗାୟକ ମଧ୍ୟ।ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।
ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ କୁ ଲୋକମାନେ ଦେଖନ୍ତି।ହେଲେ ଆଜି ଏହି ଅଭିନେତା ଜଣକ ସମସ୍ତ ଙ୍କ ଠାରୁ ବିଦାୟ ନେଇଛନ୍ତି।ସେଥିପାଇଁ ତାଙ୍କ ପ୍ରଶଂସକ ମାନେ ନିଜର ଶୋକ ବ୍ୟକ୍ତ କରିଛନ୍ତି।ତାଙ୍କର ମୃ-ତ୍ୟୁ ଯୋଗୁଁ ଭୋଜପୁରୀ ସିନେ ଜଗତ ରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
Viral
ଏହି ଅଭିନେତା ଜଣକ ଭଲ ଅଭିନୟ କରୁଥିଲେ।ହଟାତ ତାଙ୍କ ଦେହ କଣ ହୋଇ ଗଲା।ତାଙ୍କୁ ସାଙ୍ଗେ ସଙ୍ଗେ ପାଖରେ ଥିବା ହସ୍ପିଟାଲ୍ କୁ ନିଆ ଯାଇଥିଲା।କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ବୋଲି ଘୋଷଣା କଲେ।
ହୃ-ଦ୍-ଘା-ତ ରେ ତାଙ୍କ ର ମୃ-ତ୍ୟୁ ହୋଇଛି ବୋଲି କୁହା ଯାଇଚି।ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେ ବହୁତ ଭଲ ରେ ଥିଲେ।ଆଗରୁ ତାଙ୍କ ଶରୀର ଅସୁସ୍ଥ ନ ଥିଲା।ଏହା ଏବେ ଭୋଜପୁରୀ ଫିଲ୍ମ ଜଗତ ରେ ଏକ ଦୁଃଖ ର ବିଷୟ ପାଲଟି ଯାଇଚି।
ଏହା ଶୁଣି ପବନ ସିଂ ଙ୍କ ପରିବାର ଉପରେ ଦୁଃଖ ର ଶ୍ୟାୟା ଖେଳି ଯାଇଛି।ତାଙ୍କ ମା କାନ୍ଦି କାନ୍ଦି ବେହୋସ୍ ହୋଇ ଯାଉଛନ୍ତି।ସେ ଜଣେ କେବଳ ଭଲ ଅଭିନେତା ନ ଥିଲେ।ଜଣେ ଭଲ ଗୀତିକାର ଥିଲେ।ନିଜ ଗୀତ ମାଧ୍ୟମ ରେ ସେ ଲୋକ ଙ୍କୁ ନିଜ ଆଡକୁ ଆକୃଷ୍ଟ କରି ଥିଲେ।

Advertisement