ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଝିଅ ଟିଏ ବାହା ହେଲା ପରେ ନିଜ ଶାଶୁ ଘର କୁ ନିଜ ଘର ବୋଲି ମାନି ଥାଏ।ହେଲେ ତା ଶାଶୁ ଘର ଲୋକ ତାକୁ ନିଜର କରି ପାରନ୍ତି ନାହିଁ।ଅନେକ ପ୍ରକାର ଦୁଃଖ କଷ୍ଟ ଦେଇ ତାକୁ ଶେଷ ରେ ମାରି ଦିଅନ୍ତି।
ଯୌତୁକ ପାଇଁ ନିଜ ସ୍ଵାମୀ ମଧ୍ୟ ତାକୁ ଅନେକ କଷ୍ଟ ଦିଏ।ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହା କଟକ ଠାରେ ଘଟିଛି।ଜଣେ ମହିଳା ଙ୍କୁ ତାଙ୍କ ଶାଶୁ ଘର ଲୋକେ ମିଶିକି ତଣ୍ଟି ଚିପି ହ-ତ୍ୟା କରିଛନ୍ତି।ମହିଳା ଙ୍କ ଛୋଟ ଝିଅ କୁ ମା ଛେଉଟ କରି ଦେଲେ।

ସୂଚନା ଅନୁସାରେ କଟକ ଅଞ୍ଚଳ ର ଜଣେ ମହିଳା ଙ୍କ ମୃ-ତ ଦେହ ଗତ କାଲି ପୋଲିସ ଉଦ୍ଧାର କରିଥିଲା।ମହିଳା ଙ୍କ ବାପ ଘର ଲୋକେ ଏ ବିଷୟରେ ଥାନା ରେ ଅଭିଯୋଗ କରିଥିଲେ।ସୋନାଲି ନାମ ରେ ଜଣେ ମହିଳା କିଛି ଦିନ ତଳେ ଗୌରାଙ୍ଗ ଙ୍କୁ ବିବାହ କରିଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।
ମାତ୍ର ଏହାର କିଛି ଦିନ ପରେ ଆରମ୍ଭ ହୋଇ ଥିଲା ଯୌତୁକ ନିର୍ଯାତନା।ମହିଳା ଏ କଥା ନିଜ ଘର ଲୋକ ଙ୍କୁ ମଧ୍ୟ ଜଣାଇ ନ ଥିଲେ।କାରଣ ତାଙ୍କ ଘର ଲୋକେ ବହୁତ ଗରିବ ଥିଲେ।

ସୋନାଲି ଦୁଃଖ କଷ୍ଟ ରେ ଶାଶୁ ଘରେ ରହି ଥିଲେ।କିନ୍ତୁ ଏହାର କିଛି ଦିନ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇ ଥିଲା।ତାଙ୍କ ସ୍ଵାମୀ ଚାହୁଁ ଥିଲେ ତାଙ୍କର ପୁଅ ହେଉ କିନ୍ତୁ ଝିଅ ହୋଇ ଯାଇଥିଲା।ଏହା ପରେ ସ୍ଵାମୀ ପୁଣି ତାଙ୍କ ଉପରେ ଅ-ତ୍ୟା-ଚା-ର କରିବା ଆରମ୍ଭ କଲେ।
ଶେଷ ରେ ତାଙ୍କ ବେକ ଚିପି କୁ ତାଙ୍କୁ ମାରି ଦିଆ ଗଲା।ଏହାର ମୁଖ୍ୟ ଖଳ ନାୟିକା ଥିଲେ ତାଙ୍କ ଶାଶୁ।ଏହି ହତ୍ୟା ପଛରେ ତାଙ୍କ ସ୍ଵାମୀ ଶାଶୁ ଶଶୁର ଥିଲେ।
ପୋଲିସ ଏବେ ମୃ-ତ ଦେହ କୁ ଉ-ଦ୍ଧା-ର କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା।ପୋଲିସ ତାର ତଦନ୍ତ ଜାରି ରଖିଛି।ସ୍ଵାମୀ ଓ ଶଶୁର ଙ୍କୁ ହାଜତ ରେ ଭର୍ତି କରିଛି।ଖୁବ୍ ଶୀଘ୍ର ଘଟଣା ର ସତ୍ୟ ଜଣା ପଡ଼ିବ ବୋଲି କୁହା ଯାଉଚି।