Jan 1, 2024, 17:33 IST

କଦଳୀ ବଗିଚାରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭିଡ଼ି ଧରିଲେ ଛାତ୍ର ଦେଖନ୍ତୁ ଭିଡିଓ ହେଲା VIRAl

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଷ୍ଟଡି ଟୁର୍‌ରେ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଘନିଷ୍ଠ ହେଲେ ଦଶମ ଶ୍ରେଣୀ ଛାତ୍ର। ତାହା ଦେଖି ସେ ବାଳକର ପିତାମାତା ତୁରନ୍ତ ସ୍କୁଲ୍‌କୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ବିରକ୍ତ ହୋଇଥିଲେ।
Special Report
ଫଟୋରେ ରୋମାନ୍ସ କରୁଥିବା ଏହି ଛାତ୍ରର ବାପା ମାଆ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରିଥିଲେ। ସସପେଣ୍ଡ ହେଲେ ଶିକ୍ଷୟତ୍ରୀ। 
ସୂଚନା ଅନୁସାରେ କର୍ଣ୍ଣାଟକା ଚିକବଲାପୂର୍ ଜିଲ୍ଲା ମୂର୍ଗମଲ୍ଲା ସ୍ଥିତ ସରକାର ବିଦ୍ୟାଳୟର ଛାତ୍ର ଜଣକ ଦଶମ ଶ୍ରେଣୀରେ ପଢୁଥିବା ବେଳେ ମହିଳା ଜଣକ ହେଉଛନ୍ତି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ।
Special Report
ଗତ ୨୨ ରୁ ୨୫ ତାରିଖ ମଧ୍ୟରେ ସ୍କୁଲର ଷ୍ଟାପ୍ ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟଡିଟୁର୍ ଯାଇଥିଲେ, ସେଠାରେ ବୁଲିବା ସମୟର ଛାତ୍ରଙ୍କ ସହିତ ପ୍ରଧାନ ଶିକ୍ଷୟତ୍ରୀ ଫୋଟ ସୁଟ କରିଥିଲେ। 
କଦଳୀ ଓ ଗୁଆ ଗଛ ହେଇଥିବା ବଣ ଭିତରକୁ ନେଇ ଯାଇଥିଲେ ପ୍ରଧାନ ଶିକ୍ଷୟତ୍ରୀ। ଆଉ ସେଠାରେ ଉଭୟ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଛାତ୍ର ମିଶି ରୋମାଣ୍ଟିକ କପଲ୍ ପରି ଫୋଟ ସୁଟ କରିଥିଲେ।
Special Report
ସାଙ୍ଗରେ ପ୍ରଧାନ ଶିକ୍ଷୟତ୍ରୀ ଜଣେ ଛାତ୍ରକୁ ନେଇଥିଲେ ଯିଏ କି ଉଭୟଙ୍କ ଫୋଟ ସୁଟ କରିଥିଲା। ଚିକବଲ୍ଲାପୁର ପବ୍ଲିକ୍‌ ଇନ୍‌ଷ୍ଟ୍ରକ୍‌ସନ୍‌ ର ଉପନିର୍ଦେଶକ ଏହି ଘଟଣା ବିଷୟରେ କହିଛନ୍ତି। 
ଘଟଣା ଜାଣିବା ଲାଗି ଚିନ୍ତାମଣି ବିଇଓ ଉମାଦେବୀ ସେ ସ୍କୁଲ୍‌କୁ ଯାଇ ଜାଣିପାରିଛନ୍ତି ଯେ, ଏସ୍କର୍ସନ୍‌ ବେଳେ ଉ‌ତ୍ତୋଳନ କରାଯାଇଥିବା କେତେକ ଫଟୋ ଓ ଭିଡିଓକୁ ପ୍ରଧାନ ଶିକ୍ଷୟିତ୍ରୀ ‘ଡିଲିଟ୍‌’ କରି ଦେଇଛନ୍ତି।
ସେଗୁଡ଼ିକୁ ପୁଣି ଉଦ୍ଧାର କରାଯିବା ଲାଗି ଚେଷ୍ଟା ଚାଲିଛି। ଘଟଣାକୁ ଦୁଃଖଦାୟକ ବୋଲି କହି ସେ କହିଛନ୍ତି, ଏହା ଉପରେ ବିଇଓ ରିପୋର୍ଟ ଦାଖଲ କରିଛନ୍ତି। ତେବେ ବନ୍ଧୁଗଣ ସେ ରିପୋର୍ଟକୁ ଆଧାର କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।

Advertisement