Updated: Sep 1, 2023, 17:31 IST

ଆଉ ନାହାନ୍ତି ସ୍ତ୍ରୀ କେବଳ ଅଛି ଆତ୍ମା ଦେଖନ୍ତୁ ମଣିଷ ଖିଆ କୁମ୍ଭୀର ରହସ୍ୟ ଭେଦ କରୁଛନ୍ତି ପତ୍ନୀଙ୍କ ଆତ୍ମା

VIRAl video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଭଳି ଯୋସ୍ନା ଙ୍କୁ ନିର୍ମମ ଭାବରେ କୁମ୍ଭୀର ମାରି ଖାଇ ଦେଇଥିଲା। ଆଉ ତାଙ୍କ ଆତ୍ମା ଏବେ ଗାଆଁ ରେ ଆଉ ନଦୀ କୂଳରେ ବୁଲୁଛି ବୋଲି ଗାଆଁ ରେ ଏହି ଚର୍ଚ୍ଚା ଜୋର୍ ଧରିଛି।
ଆଉ ଏହି କଥା କୁ ସମସ୍ତେ ମିଛ ବୋଲି ମଧ୍ୟ କହୁଛନ୍ତି। ଏହି ସମ୍ପର୍କରେ ତାଙ୍କର ନିଜ ସ୍ଵାମୀ ମତ ଦେଇଛନ୍ତି।ଯୋସ୍ନା ଙ୍କୁ ଗୋଟା ଗିଳି ଦେଇଥିଲା କୁମ୍ଭୀର। ଆଉ ଏବେ ଯୋସ୍ନା ଙ୍କ ଆତ୍ମା ଗାଆଁ ସାରା ଘୁରି ବୁଲୁଛି।
Jyosthna
କେତେବେଳେ ସ୍ୱାମୀ ଙ୍କ ଦେହକୁ ଆସୁଛି ତ ଆଉ କେତେବେଳେ ଝିଅ ର ଦେହ କୁ ଆସୁଛି। ଆଉ କେତେବେଳେ ମଧ୍ଯ ସାହି ପଡୋଶୀ ଦେହ କୁ ଆସୁଛି। ରାତି ରେ ଏବେ କେହି ହେଲେ ମଧ୍ୟ ଶାନ୍ତି ରେ ସୋଇ ପାରୁ ନାହାଁନ୍ତି।
ନଦୀ କୂଳକୁ ସନ୍ଧ୍ୟା ସମୟରେ ଯେ କେହି ବି ଯାଉଛି ସେଠାରେ ଏକ ଅଜବ ଶବ୍ଦ ମଧ୍ୟ ଶୁଣା ଯାଉଛି। ଆଉ ସମସ୍ତେ କହୁଛନ୍ତି କି ଯୋସ୍ନା କୁଆଡେ ସନ୍ଧ୍ୟା ହେବା ମାତ୍ରେ ହି ପାଟି କରି ଡାକୁଛନ୍ତି।
ଆଜି ତାଙ୍କର ସ୍ୱାମୀ ଓ ତାଙ୍କର ପଡୋଶୀ ଙ୍କ ମୁହଁରେ ସେହି ଗୋଟିଏ କଥା। ତାଙ୍କ ସ୍ୱାମୀ ଏହା ନିଜେ ଅନୁଭବ କରିଛନ୍ତି। ତାଙ୍କ ସ୍ୱାମୀ ଙ୍କୁ ସ୍ବପ୍ନ ରେ ଦେଖା କରୁଛନ୍ତି।
Jyostna
ଆଉ ବେଳେ ବେଳେ ଯେତେବେଳେ ତାଙ୍କ ଘରକୁ ଆସୁଛନ୍ତି ସେତେବେଳ ତାଙ୍କ ସ୍ଵାମୀ କେବଳ ଯୋସ୍ନା ଙ୍କ ଛାୟା ଦେଖିଛନ୍ତି। ସେ ତାଙ୍କର ଦୁଇଟି କୁନି କୁନି ପିଲା ମାନଙ୍କୁ ଦେଖା କରିବାକୁ ଘରକୁ ଆସୁଛନ୍ତି ବୋଲି ଏହା ଯୋସ୍ନା ଙ୍କ ସ୍ୱାମୀ ନିଜ ମୁହଁରେ ସ୍ବୀକାର କରିଛନ୍ତି।
ରାତି ହେଲେ କେହି ମଧ୍ଯ ସୋଇ ପାରୁ ନାହାଁନ୍ତି କାରଣ ରାତି ହେବା ମାତ୍ରେ ଯୋସ୍ନା ଆସି ପିଲା ମାନଙ୍କ ଦାୟିତ୍ଵ ନେବା ପାଇଁ କହୁଛନ୍ତି।ଯୋସ୍ନା ଙ୍କୁ କୁମ୍ଭୀର ଖାଇ ଦେବା ପରେ ତାଙ୍କର ୧୧ ଦିନ ପରେ ତାଙ୍କର ଶାଶୁ ମରି ଯାଇଥିଲେ। ଆଉ ଏବେ ଚାରିଦିନ ତଳେ ତାଙ୍କର ଶଶୁର ମଧ୍ୟ ଚାଲି ଯାଇଛନ୍ତି। ପରିବାର ରୁ ତିନିଜଣ ଚାଲି ଗଲେ ଦୁଇଟି ସନ୍ତାନ ରହିଛନ୍ତି ଆଉ ସ୍ୱାମୀ। ତାଙ୍କର ଦୁଇ ସନ୍ତାନ ଙ୍କ ଭବିଷ୍ୟତ କୁ ନେଇ ସ୍ୱାମୀ ଚିନ୍ତିତ ହୋଇ ଯାଇଛନ୍ତି।

Advertisement