Updated: Nov 15, 2023, 10:33 IST

ଜଙ୍ଗଲ ଭିତରେ ଯୁବତୀ କୁ ନେଇ ହସି ହସି ଅନୈତିକ କାମ କଲା ରାକ୍ଷସ ଯୁବକ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଙ୍ଗଲ ଭିତରେ ଦୁ-ଷ୍କ-ର୍ମ କରିଥିଲା ଯୁବକ। ଯୁବତୀ ଜଣକ ଅନ୍ଧ ଓ ବଧିର ହୋଇଥିବା ଜଣା ପଡ଼ିଛି। ଯୁବକ ଜଣକ ପ୍ରଥମେ ସେହି ଯୁବତୀଙ୍କୁ ମିଠା ମିଠା କଥା କହି ଜଙ୍ଗଲ ଭିତରକୁ ନେଇ ଚାଲି ଯାଇଥିଲା।
Special report
ଆଉ ତାହା ପରେ ଏହି ଦିବ୍ୟାଙ୍ଗ ଯୁବତୀକୁ ମାଡିବସି ଦୁ-ଷ୍କ-ର୍ମ କରିଥିଲା ଯୁବକ।ଯୁବତୀ ଜଣକ ଅନ୍ଧ ଓ ବଧିର ହୋଇଥିବା କାରଣରୁ ସେ ଜାଣିପାରି ନଥିଲେ କି ତାଙ୍କ ଉପରେ କିଏ ଆଖି ପକାଇଛି ବୋଲି।
ଯୁବତୀ ଜଣକ ଜଙ୍ଗଲ ମଧ୍ୟରେ କରୁଣ ଚିତ୍କାର କରୁଥିବା ବେଳେ ଯୁବତୀ ଜଣକ କଥା ଆଦୌ ଶୁଣି ନଥିଲା ସେହି ନର ରୁପି ରାକ୍ଷସ। ଆଉ ସେହି ରାକ୍ଷସର ମାନକୁ ଯାହା ଆସିଥିଲା ସେ ଯୁବତୀ ଜଣକ ସହ ସେୟା କରିଥିଲା।
ଯୁବତୀଙ୍କ ପାଟି ଶୁଣି ଜଙ୍ଗଲ ଭିତରକୁ ସବୁ ଗାଁ ଲୋକ ମାନେ ଦୌଡ଼ି ଆସିଥିଲେ। ଏହାପରେ ଅଭିଯୁକ୍ତ ବାଇଧର ଯୁବତୀ ଜଣକୁ ଲହୁ ଲୁହାଣ ଅବସ୍ଥାରେ ଛାଡ଼ି ସେଠାରୁ କେଉଁ ଆଡେ଼ ଚଂପଟ ମାରିଥିଲା।
Special report
ଯୁବତୀ ଜଣକ ଜଙ୍ଗଲ ଭିତରେ ପଡି ଛଟପଟ ହେଉଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ଏବଂ ତାଙ୍କର ଗାଁ ଲୋକେ ପୋଲିସ କୁ ଏନେଇ ଖବର ଦେଇଥିଲେ। ଏହାପରେ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ ମଧ୍ଯ ନିଆ ଯାଇଥିଲା।
ଯୁବତୀଙ୍କ ଭିଣୋଇ ବାଇଧର ନାୟକ ଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆ ଯାଇଛି। ଏଭଳି ଘଟଣା ଉଦଳା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଦେଖିବାକୁ ମିଳିଛି।
ଯୁବତୀ ଜଣକ ତାଙ୍କ ଭିଣୋଇ ଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ହେଲେ ତାଙ୍କର ଭିଣୋଇ ତାଙ୍କୁ ଏକ ଜଙ୍ଗଲ ଭିତରକୁ ନେଇ ଦୁ-ଷ୍କ-ର୍ମ କରି ଥିବାର ଖବର ମିଳିଛି। ଆଉ ଏହା ଏବେ ସାରା ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ଏହାକୁ ନେଇ ଚାରିଆଡ଼େ ଚହଳ ମଧ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତ ବାଇଧର ନାୟକ କୁ ମଧ୍ଯ ଏବେ ପୋଲିସ ଗିରଫ କରିଛି ଆଉ ଏହି ଘଟଣା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Advertisement