Dec 23, 2023, 07:47 IST

ଚୋରି କରି ଭିତରେ ସବୁ ଲୁଚାଇ ଦେଇଥିଲେ ମାଡ଼ି ବସି ସବୁ ଖୋଲାଇଲେ ଦେଖନ୍ତୁ ଦୃଶ୍ୟ ଏତିକି ଜାଗାରେ ଏତେ ଜିନିଷ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚୋର ଚୋରି କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ। କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ।
Special Report
ତେବେ ପ୍ରତିଦିନ ଚୋରୀ ଆଉ ଚୋରକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ତେବେ ବନ୍ଧୁଗଣ ଡ୍ରେସ ସୋରୁମକୁ ଡ୍ରେସ କିଣିବାକୁ ଆସିଥିଲେ ଜଣେ ଯୁବତୀ। 
କିନ୍ତୁ ସୋରୁମରେ କାମ କରୁଥିବା ଯୁବକ ମାନେ ଯୁବତୀଙ୍କ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଯୁବତୀ ଜଣକ ଅନ୍ତଃବସ୍ତ୍ର କିଣିବାପାଇଁ ଦୋକାନକୁ ଆସିଥିଲେ।
Special Report
କିନ୍ତୁ ଅନ୍ତଃବସ୍ତ୍ର ନକିଣି ଚୋରି କରିବାରେ ଲାଗିଥିଲେ। ଆଉ ଯୁବତୀ ଜଣକ ଭିନ୍ନ ଭିନ୍ନ ରଙ୍ଗର ଅନ୍ତଃବସ୍ତ୍ରକୁ ନେଇ ଚେଞ୍ଜିଂ ରୁମ୍ କୁ ଯାଇଥିଲେ। ଆଉ ସେହି ଠାରେ ସେ ସମସ୍ତେ ଅନ୍ତଃବସ୍ତ୍ରକୁ ପିନ୍ଧିଥିଲେ। 
ଯୁବତୀ ଜଣକ ଭାବି ଥିଲେ ଯେ କେହ ମଧ୍ୟ ଜାଣିପାରିବେ ନାହିଁ। ଆଉ ସେ ସହଜାରେ ଅନ୍ତଃବସ୍ତ୍ରକୁ ଚୋରି କରି ଘରକୁ ନେଇଯିବେ। କିନ୍ତୁ ସେପଟେ ସୋରୁମ୍ ସିସିଟିଭିରେ ଜଣେ କର୍ମଚାରୀ ସେସବୁର ଦୃଶ୍ୟ ଦେଖୁଥିଲେ।
Special Report
କର୍ମଚାରୀ ଜଣକ ଦେଖୁଥିଲେ ଯୁବତୀ ଜଣକ ଅନେକ ଅନ୍ତଃବସ୍ତ୍ର ଧରି ଚେଞ୍ଜିଂ ରୁମକୁ ଯାଇଥିଲେ କିନ୍ତୁ ଚେଞ୍ଜିଂ ରୁମରୁ ଫେରିଲା ବେଳକୁ ଖାଲି ହତାରେ ଆସିଥିଲେ। ଆଉ ଚେଞ୍ଜିଂ ରୁମରୁ ବାହାରକୁ ଆସି ଯୁବତୀ ଜଣକ ତରତର ହୋଇ ଘରକୁ ଯିବାକୁ ବାହାରିଥିଲେ। 
କିନ୍ତୁ ଠିକ୍ ସେତିକିବେଳେକୁ ସୋରୁମର କର୍ମଚାରୀ ମାନେ ଯୁବତୀଙ୍କୁ ଘେରି ଦେଇଥିଲେ। ଆଉ ଯୁବତୀ ଜଣଙ୍କୁ ନିଜେ ପିନ୍ଧି ଚୋରି କରୁଥିବା ସମସ୍ତ ଅନ୍ତଃବସ୍ତ୍ରକୁ ଖୋଲିବାକୁ କହିଥିଲେ।
ଆଉ ଶେଷରେ ଯୁବତୀ ଜଣକ ପିନ୍ଧିଥିବା ସମସ୍ତ ଅନ୍ତଃବସ୍ତ୍ରକୁ ଗୋଟିଏ ପରେ ଗୋଟିଏ ଖୋଲିଥିଲେ। ଆଉ ସେହି ସବୁ ଦୃଶ୍ୟ ରେକର୍ଡ ହେଇଯାଇଥିଲା ମୋବାଇଲ କ୍ୟାମେରାରେ। ଏବେ ସେହି ସବୁ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement