Nov 3, 2023, 08:14 IST

ହଠାତ୍ ସୁନ୍ଦର ଚେହେରାରେ ହେଇଗଲା କିଛି ଏମିତି ଯାହାକୁ ଦେଖି ସମସ୍ତେ ହେଲେ ଆଶ୍ଚର୍ୟ୍ଯ ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୁକୁର ଓ ବିଲେଇ ଦୁଇଟି ଏମିତି ପ୍ରାଣୀ, ଯାହାଙ୍କୁ ଲୋକମାନେ ନିଜ ଘରେ ଅଧିକ ପାଳି ଥାଆନ୍ତି। ଏହି ଦୁଇ ପ୍ରାଣୀଙ୍କ ସହିତ ଲୋକଙ୍କ ଆସକ୍ତି ନିଜ ପିଲାମାନଙ୍କ ଭଳି ହୋଇଥାଏ।
Special report
ବିଲେଇମାନେ ବହୁତ କ୍ୟୁଟ୍‌ ହୋଇ ଥାଆନ୍ତି। ଲୋକମାନେ ସେମାନଙ୍କୁ ବିଲେଇ ମାଉସୀ ବୋଲି ଡାକନ୍ତି। କିଛି ଲୋକ ଘରେ ଏକାଠି ରହିବା ବେଳେ ଅନେକ ଥର ଏହି ପ୍ରାଣୀମାନଙ୍କ ପ୍ରେମରେ ପଡ଼ିଥାଆନ୍ତି। ସେମାନଙ୍କୁ ଏତେ ମାତ୍ରାରେ ଭଲପାଇ ବସନ୍ତି ଯେ ସେମାନଙ୍କଠାରୁ ଅଲଗା ହେବା ଅସମ୍ଭବ ହୋଇଥାଏ। 
ତେବେ ବନ୍ଧୁଗଣ ସେହିଭଳି ଜଣେ ବିଲେଇ ପ୍ରେମୀଙ୍କ ବିଷୟରେ ଆସନ୍ତୁ ଜାଣିବା। ବନ୍ଧୁଗଣ ଇଟାଲୀର ରୋମରେ ରହୁଥିବା ଜଣେ ଯୁବତୀ ନିଜ ଶରୀରରେ ଏତେ ପରିବର୍ତ୍ତନ କରିଛନ୍ତି ଯେ ଏବେ ସେହି ଯୁବତୀ ଜଣକ ମଣିଷ ପରି ନୁହେଁ
Special report
ବିଲେଇ ପରି ଦେଖାଯାଉଛନ୍ତି। ଯୁବତୀ ଜଣକ ନିଜ ଶରୀରରେ ୨୦ ପ୍ରକାରର ପରିବର୍ତ୍ତନ କରିଛନ୍ତି। ଯୁବତୀ ଜଣକ ନାଁ ହେଉଛି କିୟାରା ଡେଲ ଲେବେଟ୍ ସେ ସର୍ବଦା ବିଲେଇ ପରି ଦେଖା ଯିବାକୁ ଚାହୁଁଥିଲେ। 
ଆଉ ଏହି କାରଣରୁ ଯୁବତୀ ଜଣକ ନିଜ ଶରୀରରେ ଏପରି ପରିବର୍ତ୍ତନ କରିଛନ୍ତି। ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଏପର୍ଯ୍ୟନ୍ତ ସେହି ଯୁବତୀଙ୍କ ଭିଡିଓକୁ ମିଲିୟନ ଲୋକ ଦେଖି ସାରିଲେଣି।
Special report
ତେବେ ଯୁବତୀ ନିଜର ଏପରି ଆଚରଣ ପାଇଁ ଜୋରଦାର ଟ୍ରଲ୍ ମଧ୍ୟ ହୋଇଛନ୍ତି। କିନ୍ତୁ କିୟାରା କହିଛନ୍ତି ଏପରି ଅଜବ ଲାଇଫ ଷ୍ଟାଇଲ ପାଇଁ ତାଙ୍କୁ କୌଣସି ସମସ୍ୟା ହେଉନାହିଁ। ସେ ନିଜକୁ ଗ୍ୟାଙ୍ଗ ଲେଡୀ ବୋଲି କହୁଛନ୍ତି। 
୨୨ ବର୍ଷୀୟ କୀୟାରା କହୁଛନ୍ତି ୧୧ ବର୍ଷ ବୟସରେ ସେ ନିଜ ଶରୀରରେ ଏପରି ପରିବର୍ତ୍ତନ କରିବା ଆରମ୍ଭ କରିଦେଇଥିଲେ। ସେତେବେଳେ ସେ ପ୍ରଥମେ ବଡି ଷ୍ଟ୍ରେଚିଂ କରାଉଥିଲେ।
ଏହାର ପାଞ୍ଚବର୍ଷ ପରେ ନିଜ ଶରୀରରେ ୭୨ ପିୟର୍ଶିଂ କରାଇଛନ୍ତି। ସେ ତାଙ୍କ ଜିଭକୁ ଦୁଇଭାଗ କରିଦେଇଛନ୍ତି ମୁଣ୍ଡରେ ଦୁଇଟି ସିଙ୍ଗ ବି କରିଛନ୍ତି। ଏହା ବ୍ୟତୀତ ମୁଣ୍ଡ ଓ ନାକରେ ଅନେକ ଗୁଡ଼ିଏ ପିୟର୍ଶିଂ ରହିଛି।

Advertisement