Sep 4, 2023, 09:49 IST

୧୭ ବର୍ଷୀୟ ଝିଅ ରାତିରେ ପରିସ୍ରା କରିବାକୁ ଯାଇ ଆଉ ଫେରିଲାନି ଘରକୁ, ପରେ ଝିଅ ସହ କରିଦେଲେ ଏମିତି

Special report

ନମସ୍କାର ପାଠକ ବନ୍ଧୁ।ଆପଣମାନେ ଜାଣି ଥିବେ ପ୍ରେମ ଏବେ କଳଙ୍କିତ ହୋଇଛି।ଝିଅ ମାନଙ୍କୁ ପ୍ରେମ କରି ପୁରୁଷ ମାନେ ତାଙ୍କ ଫାଇଦା ନେଇ ସାରିଲା ପରେ ତାଙ୍କୁ ଫୋପାଡି ଦେଇ ଚାଲି ଯାଉଛନ୍ତି।ଶେଷ ରେ ତାଙ୍କ ମୃ-ତ୍ୟୁ ହେଉଚି।ଆପଣ ମାନେ ଏମିତି ଅନେକ ଖବର ଶୁଣି ଥିବେ।
Special report
ଆଜି ଆମେ ଗୋଟେ ୧୭ ବର୍ଷୀୟ ଝିଅ ଜୁହୁଣି ବିଷୟ ରେ କହିବାକୁ ଯାଉଛୁ।ତାଙ୍କ କୁଅ ଭିତରୁ ତାର ମୃ-ତ ଦେହ ଉଦ୍ଧାର କରା ଯାଇଛି।ଏହି ଘଟଣା ଟି ରାମଗିରି ଥାନା ଅଞ୍ଚଳ ରେ ଘଟିଛି।ରାତିରେ ଗୋଟେ ଝିଅ ବାହାରକୁ ପରିସ୍ରା କରିବା ପାଇଁ ଯିବା ପର ଠାରୁ ଆଉ ଘର କୁ ଫେରି ନ ଥିଲା।
ପରିବାର ଲୋକେ ବହୁତ ଚିନ୍ତା ରେ ଥିଲେ।ସୂଚନା ଅନୁସାରେ ଜୁହୁଣୀ ଗଣ୍ଡ ନାମକ ଜଣେ ୧୭ ବର୍ଷୀୟ ଝିଅ ପରିବାର ର ସମସ୍ତ ଙ୍କ ଅଲିଅଳ ଥିଲେ।ଗୋଟିଏ ବୋଲି ଝିଅ ଥିବାରୁ ତାକୁ ସମସ୍ତେ ଭଲ ପାଉ ଥିଲେ। ଦିନେ ହଟାତ ଉଠି ବାହାର କୁ ଯାଉଥିବା ସମୟ ରେ ଜେଜେମା ପଚାରି ଥିଲେ ତୁ କୁଆଡେ ଯାଉଛୁ।
Special report
ସେ କହିଥିଲେ କି ମୁ ପରିସ୍ରା କରିବାକୁ ଯାଉଚି।ହେଲେ ଏହା ପର ଠାରୁ ଆଉ ସେ ମିଳି ନ ଥିଲେ।ଏ ନେଇ ପରିବାର ଲୋକେ ବହୁତ ଖୋଜା ଖୋଜି କଲେ।ସକାଳେ ରାମ ଗିରି ଥାନା କୁ ଖବର ଦିଆ ଗଲା।
ସେମାନେ ବହୁତ ସମୟ ଖୋଜା ଖୋଜି କରିବା ପରେ ସ୍ଥାନୀୟ ଅଂଚଳର ଏକ କୁଅ ରୁ ଜୁହୁଣି ର ମୃ-ତ ଦେହ ମିଳି ଥିଲା।ତାହା ଜଣା ପଡି ନ ଥିଲା କାହାର ମୃ-ତ ଦେହ।ପୋଲିସ ବିଭିନ୍ନ ପ୍ରମାଣ ରୁ ଜାଣିବାକୁ ପାଇ ଥିଲା ଏହା ସେ ଝିଅ ର ମୃ-ତ ଦେହ।
Special report
ତାକୁ ସାଙ୍ଗେ ସାଙ୍ଗେ ପୋଷ୍ଟ ମର୍ଟମ ପାଇଁ ପଠା ଗଲା।ତାଙ୍କ ସହିତ କିଏ ଏମିତି କରିଛି ତାହା ଏ ଯାଏଁ ଜଣା ପଡି ନାହିଁ।ତାଙ୍କର କାହା ସହିତ ପ୍ରେମ ସମ୍ପର୍କ ଥିଲା ବୋଲି କୁହା ଯାଉଚି।ଏହା କେତେ ଦୂର ସତ ତାହା କେହି ଜାଣି ନାହାଁନ୍ତି।
ବହୁ ଖୋଜା ଖୋଜି କରିବା ପାଇଁ ତାଙ୍କ ମା ଝିଅ ର ଜୋତା ଭିତରୁ ଏକ ଫୋନ୍ ନମ୍ବର ଲେଖା ଥିବା କାଗଜ ବାହାର କରିଥିଲେ।ଏହାକୁ ପୋଲିସ କୁ ଦେଇଥିଲେ।ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ସେ ଦୋଷୀ ଧରା ପଡ଼ିବ ବୋଲି ରାମଗିରି ଥାନା ପୋଲିସ ସୂଚନା ଦେଇଛନ୍ତି।

Advertisement