Oct 29, 2023, 10:57 IST

ଘରେ ପଶି ଝିଅ ବାହାଘର ଭାଙ୍ଗିଦେଲା ରଙ୍ଗମିସ୍ତ୍ରୀ ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ କୌଣସି ଲୋକ ଙ୍କ ଉପରେ ବିଶ୍ଵାସ କରିବା ଉଚିତ।ଯିଏ ଆପଣ ଙ୍କ ର ଅତି ବିଶ୍ବାସୀ ହୋଇ ଥିବେ ସେହି ମାନେ ହିଁ ପ୍ରଥମେ ଆପଣଙ୍କର କ୍ଷତି ଘଟାଇବେ।
Special report
ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ ଦେଉଥିବା ସମୟ ରେ ପରିବାର ଲୋକେ ବିଶ୍ୱାସ କରି ତାକୁ ଘରେ ଛାଡି ଦେଇ ମନ୍ଦିର ଚାଲି ଗଲେ।ଏହା ପରେ ସେହି ରଙ୍ଗ ମିସ୍ତ୍ରୀ ଦୁଇ ଜଣ ଯାହା କଲେ ତାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ପ୍ରକୃତି ବିହାର ଅଞ୍ଚଳ ରେ।
ସୂଚନା ଅନୁସାରେ ଜଣେ ବାପା ନିଜ ଝିଅ ର ବିବାହ ପାଇଁ ଘରେ ୨୬ ଲକ୍ଷ ଟଙ୍କା ରଖିଥିଲେ।ଆଉ କିଛି ଦିନ ଭିତରେ ଝିଅ ର ବିବାହ ହେବାର ଥିଲା।ସେଥିପାଇଁ ଘର ରଙ୍ଗ ଦେବା କାମ ଚାଲି ଥିଲା।ସେହି ରଙ୍ଗ ମିସ୍ତ୍ରୀ ମାନେ ଘର ରଙ୍ଗ ଦେବା ବାହାନା ରେ ସବୁବେଳେ ଘର ଉପରେ ନଜର ରଖିଥିଲେ।
Special report
ହଟାତ ଘର ମାଲିକ ଓ ତାଙ୍କ ପରିବାର ଏ ସମସ୍ତ ଲୋକ ମନ୍ଦିର କୁ ପୂଜା କରିବା ପାଇଁ ଚାଲି ଯାଇଥିଲେ।ଓ ଘରେ ରଙ୍ଗ ଦେଉଥିଲେ ଦୁଇ ଜଣ ରଙ୍ଗ ମିସ୍ତ୍ରୀ।ଅନ୍ୟ ଦୁଇ ଜଣ ଚୋର ସହାୟତା ରେ ସେମାନେ ଘର ର ଝରକା ଭାଙ୍ଗି ଦେଲେ।
Special report
ଏହା ପରେ ଘରେ ଥିବା ୨୬ ଲକ୍ଷ ଟଙ୍କା କୁ ଚୋରି କରି ନେଇ ଯାଇଥିଲେ।ଯେତେବେଳେ ଘରେ ଆସି ତାଙ୍କ ପରିବାର ଲୋକେ ପହଞ୍ଚି ଥିଲେ।ଘରେ ଟଙ୍କା ନ ଥିଲା।ସେମାନେ ଏ ବିଷୟ ରେ ଖଣ୍ଡ ଗିରି ଥାନା ରେ ଅଭିଯୋଗ କରିଥିଲେ।
Special report
ଏହା ପରେ ସେହି ଦିନ ଠାରୁ ପୋଲିସ ଘଟଣା ବିଷୟ ରେ ତଦନ୍ତ ଆରମ୍ଭ କରି ଦେଇ ଥିଲା।ହେଲେ ଚୋର ଙ୍କୁ ଧରିବାରେ ପୋଲିସ ବହୁ ବାର ବିଫଳ ହୋଇ ଥିଲା।ଶେଷ ରେ ଜଣା ପଡି ଥିଲା କି ସେହି ରଙ୍ଗ ମିସ୍ତ୍ରୀ ମାନେ ଘରୁ ଚୋରି କରୁଛନ୍ତି।
ପୋଲିସ ଏବେ ଦୁଇ ଜଣ ରଙ୍ଗ ମିସ୍ତ୍ରୀ ସହିତ ଅନ୍ୟ ଦୁଇ ଜଣ କୁ ଗିରଫ କରିଛି।ଓ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରା ଯାଇଛି।ଭଗବାନ ଙ୍କ କୃପା ରୁ ଘର ମାଲିକ ଙ୍କୁ ତାଙ୍କ ଟଙ୍କା ମିଳି ଯାଇ ଥିଲା।ଓ ସେମାନେ ଖୁବ୍ ଶୀଘ୍ର ନିଜ ଝିଅ ର ବାହାଘର କରାଇ ବାକୁ ଯାଉଛନ୍ତି।

Advertisement