Oct 16, 2023, 13:22 IST

ମୁଁ ଯେତେ ମନା କଲେ ବି ସେ ମୋ ଝିଅ ସହ ସମ୍ପର୍କ ରଖିଲା, ଏବେ କହୁଛି ମୋ ଝିଅ କୁ ସେ ବାହା ହେବନି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାପ ପୁଅ ମିଶି ଦୁ-ଷ୍କ-ର୍ମ କରିଛନ୍ତି ମହିଳାଙ୍କୁ। ଏପଟେ ମହିଳା ଜଣକ ଭାଇ ବୋହୂ ହୋଇଥିବା ବେଳେ ସେପଟେ ଦେଢ଼ସୁର ଆଉ ପୁତୁରା ମିଶି ଭାଇ ବୋହୂ କୁ ଦୁ-ଷ୍କ-ର୍ମ କରି ଦେଇଥିଲେ।
Special report
ଥରେ ନୁହେଁ କି ଦୁଇଥର ନୁହେଁ ଗଣି ଗଣି ପାଞ୍ଚ ଥର ଦୁ-ଷ୍କ-ର୍ମ କରିଥିଲେ। ଆଉ ଶେଷରେ ବାରମ୍ବାର ଦୁ-ଷ୍କ-ର୍ମ କରିବାରୁ ଜଘନ୍ୟ ନିଷ୍ପତ୍ତି ନେଇଥିଲେ ମହିଳା। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ସମ୍ପର୍କରେ ଭାଇ ବୋହୂ ହେଲେ ମଧ୍ଯ ତାଙ୍କୁ ଦୁ-ଷ୍କ-ର୍ମ ଉପରେ ଦୁ-ଷ୍କ-ର୍ମ କରୁଥିଲା ଦେଢସୁର। ଆଉ ସମ୍ପର୍କରେ ଖୁଡି ହୋଇଥିଲେ ମଧ୍ୟ ମଆ ସମାନ ଖୁଡ଼ିକୁ ଦୁ-ଷ୍କ-ର୍ମ କରି ଚାଲିଥିଲା ପୁତୁରା ଜଣକ।
ମହିଳା ଜଣକ ଯେତେ ଚିତ୍କାର କରି ସେମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ ତାଙ୍କର କଥା କେହି ହେଲେ ମଧ୍ଯ ଶୁଣି ନଥିଲେ। ମହିଳା ଜଣକ ତାଙ୍କର ସ୍ଵାମୀ ଙ୍କୁ ଏହି ଦୁ-ଷ୍କ-ର୍ମ ଘଟଣା ସମ୍ପର୍କ ରେ କହିଥିଲେ ମଧ୍ୟ ତାଙ୍କ ସ୍ବାମୀ କିଛି ଶୁଣି ନଥିଲେ।
Special report
ସେ ଓଲଟା କହିଥିଲେ କି ତାଙ୍କର ବଡ଼ଭାଇ ହେଉଛନ୍ତି ଭଗବାନ ସେଥିପାଇଁ ସେ ବଡ଼ ଭାଇ ହୋଇ ଏମିତି କିଛି କାମ କରି ପାରିବେ ନାହିଁ। ସେଥିପାଇଁ ଦେଢସୁର ର ବାରମ୍ବାର ଦୁ-ଷ୍କ-ର୍ମ ସହି ନପାରି ଶେଷରେ ପଥରରେ ଛେଚି ନିଜ ଦେଢସୁର କୁ ମାରି ଦେଇଥିଲା
 ଏହି ଭାଇବୋହୁ ଜଣକ। ଏହି ମହିଳା ଜଣକ ନିଜେ କହିଛନ୍ତି କି ସେହିଁ ତାଙ୍କର ଦେଢସୁର କୁ ଲହୁ ଲୁହାଣ କରି ଜୀବନରୁ ସଂପୂର୍ଣ୍ଣ ଭାବରେ ମାରି ଦେଇଛନ୍ତି।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଜେରକନ୍ଦ ଗ୍ରାମରେ। ଏହି ଦେଢ଼ସୁର ଜଣକ ହେଉଛନ୍ତି ଦିବାକର ବେହେରା। ସେ ନିଜର ଭାଇ ବୋହୂ ଙ୍କୁ ବାରମ୍ବାର ଦୁ-ଷ୍କ-ର୍ମ କରୁଥିଲେ।
ଆଉ ମହିଳା ଜଣକ ଯେତେ କହୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ। ଶେଷରେ ମହିଳା ଜଣକ ତାଙ୍କୁ ଜୀବନରୁ ମାରି ଦେଇଥିଲେ। ଆଉ ଏବେ ତାଙ୍କୁ ପୋଲିସ୍ ଗିରଫ ମଧ୍ୟ କରି ସାରିଛି।

Advertisement