ନମସ୍କାର ପାଠକ ବନ୍ଧୁ।ଖଣ୍ଡଗିରି ରେ ଖାଦ୍ୟ ଯୋଗାଇ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା।ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଣୀ ପଣ୍ଡା ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସେ ସାରା ଓଡ଼ିଶା ର ଘରେ ଘରେ ପରିଚିତ।
ନିକଟ ରେ ଖଣ୍ଡଗିରି ଠାରେ ସେ ଏକ ଯାତ୍ରା ରେ ଅଭିନୟ କରି ଥିଲେ।ଏହି ଯାତ୍ରା ର ନାମ ହେଉଚି ରାଣୀ ପଣ୍ଡା ଙ୍କୁ ଖଣ୍ଡଗିରି ମନା।ସେଠାରେ ଗରିବ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଗୋଟିଏ ଷ୍ଟଲ ଖୋଲି ଥିଲେ।ତାଙ୍କ ହାତ ର ଖାଦ୍ୟ ଖାଇବା ପାଇଁ ଲୋକ ଙ୍କ ଭିତରେ ଭିଡ ଜମି ରହିଥିଲା।
ହେଲେ ହଟାତ ପୋଲିସ ଆସି ଏହି ଷ୍ଟଲ୍ କୁ ବନ୍ଦ କରି ଦେଇଥିଲା।ରାଣୀ ପୋଲିସ କୁ ଯେତେ ଅନୁରୋଧ କରି ଥିଲେ ମଧ୍ୟ ସେମାନେ ଶୁଣିଲେ ନ ଥିଲେ।ଶେଷ ରେ ରାଣୀ ପଣ୍ଡା ନିଜର ଷ୍ଟଲ୍ କୁ ବନ୍ଦ କରି ଦେଇଥିଲେ।ଲୋକ ମାନଙ୍କ ଅଇଁଠା କୁ ନିଜ ହାତ ରେ ସଫା କରିଥିଲେ।
ତାଙ୍କର ଏଭଳି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଗରିବ ଲୋକ ମାନଙ୍କ ର ସେବା କରିବା ପାଇଁ ସେ ସବୁବେଳେ ଚେଷ୍ଟା କରି ଥାଆନ୍ତି।ଆଜି ସେମାନଙ୍କ ର ଅଇଁଠା ଉଠାଇ ପୁଣି ଥରେ ନିଜ ମହାନତା କୁ ଦେଖାଇ ଦେଇଛନ୍ତି।
ଖଣ୍ଡଗିରି ରେ ରାଣୀ ପଣ୍ଡା ସାଧାରଣ ଲୋକ ଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି।ସମସ୍ତେ ମନ ଭରି ଖାଦ୍ୟ ଖାଉ ଥିଲେ।ହେଲେ ସେହି ସମୟ ରେ ପୋଲିସ ଆସି ସେହି ଷ୍ଟଲ୍ କୁ ବନ୍ଦ କରିବା ପାଇଁ ନିଷ୍ପତି ଦେଇ ଥିଲେ।
ଏହା ପରେ ରାଣୀ ପଣ୍ଡା ସାଧାରଣ ଲୋକ ମାନଙ୍କ ଖାଇବା ଅଇଁଠା ନିଜ ହାତ ରେ ଉଠାଇ ଥିଲେ।ଜଲଦି ଜଲଦି ସେ ଷ୍ଟଲ୍ କୁ ବନ୍ଦ କରି ଦେଇ ଥିଲେ।ଆଗରୁ ରାଣୀ ପଣ୍ଡା ଏଭଳି ଅନେକ ଜନ ମଙ୍ଗଳ କାମ କରିଛନ୍ତି।ତେବେ ବର୍ତ୍ତମାନ ସମୟ ରେ ସାରା ଓଡ଼ିଶା ରେ ସେ ପରିଚିତ।
ରାଣୀ ପଣ୍ଡା କାହାରି କଥା କୁ ଖାତିର ନ କରି ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି।ଆଗକୁ ମଧ୍ୟ କରିବେ ବୋଲି ସେ କହିଛନ୍ତି।ସେ ଅଇଁଠା ଉଠାଇବା ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ସେ ସବୁବେଳେ କୁହନ୍ତି ଦର୍ଶକ ମାନେ ହେଉଛନ୍ତି ମୋ ଭଗବାନ।ତାଙ୍କ ଠାରୁ ମୁଁ କେବେ ହେଲେ ଅଲଗା ହୋଇ ପାରିବି ନାହିଁ।