Sep 21, 2023, 16:29 IST

ଯାତ୍ରା ପେଣ୍ଡାଲରୁ ମାୟାବିନୀ ଇରାନୀ ଦେଖନ୍ତୁ ଆସିଲା ବଡ ଖବର ଆଗରୁ ଏମିତି ଚାଲିଥିଲା ରଙ୍ଗଶାଳା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯାତ୍ରା ପାର୍ଟି ଆଙ୍କରରୁ ଲେଡି ବ୍ଲା-କ-ମେ-ଲ-ର ଇରାନୀ ପାତ୍ର ଗ୍ୟାଙ୍ଗର ଖୋଲୁଛି ଗୁମର। ଖୋଲୁଛି ଇରାନୀ ପାତ୍ରର କଳା ସାମ୍ରାଜ୍ୟର ଗୁମର। ଟଙ୍କା ନିଶାରେ ଯାତ୍ରା ପାର୍ଟି ଆଙ୍କରରୁ ବ୍ଲା-କ-ମେ-ଲ-ର ପାଲଟିଥିଲେ ଇରାନୀ ପାତ୍ର।
Special report
ତେବେ ବନ୍ଧୁଗଣ ଡାକ୍ତରଙ୍କୁ ବ୍ଲା-କ-ମେ-ଲ କରି ଗିରଫ ହେବା ପରେ ଧିରେ ଧିରେ ଇରାନି ପତ୍ରଙ୍କ ଖୋଲୁଛି ଗୁମର। ଅର୍ଚ୍ଚନା ନାଗ ପାର୍ଲର ବାଲିରୁ ବନିଥିଲା ଲେଡି ବ୍ଲା-କ-ମେ-ଲ-ର। 
ଆଉ ଇରାନୀ ପାତ୍ର ଯାତ୍ରା ଆଙ୍କର ରୁ ବନୁଛି ବ୍ଲା-କ-ମେ-ଲ-ର। ଲେଡୀ ବ୍ଲା-କ-ମେ-ଲ-ର ଇରାନୀ ପାତ୍ର ଓ ତାର ସ୍ଵାମୀ ସହ ୨ ସହଯୋଗୀ ଗିରଫ ହେବା ପରେ ପୋଲିସ ସେମାନଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି।
ତେବେ ବନ୍ଧୁଗଣ ୫ ବର୍ଷ ପୂର୍ବେ ଏକ ଯାତ୍ରା ପାର୍ଟିର ଅଙ୍କର ଭାବେ କାମ କରିବାକୁ ଭୁନେଶ୍ବର ଆସିଥିଲେ ଇରାନୀ। ପରେ ବିଭିନ୍ନ ସ୍ଥାନରେ ଯାତ୍ରା ପାର୍ଟିରେ କାମ କରୁଥିବା ବେଳେ ତମାଣ୍ଡୋ ନାରଗଦାର ବାପିଙ୍କ ସହ ଭେଟ ହୋଇଥିଲା। 
Special report
ସେବେଠୁ ସେ ଭୁବନେଶ୍ୱର ରେ ରହି ନିଜର କଥା କହିବା ଶୈଳୀରେ ଯାତ୍ରା କମିଟି ମେମ୍ବର ମାନଙ୍କୁ ଫସାଉ ଥିଲେ। ତାଙ୍କର ଲକ୍ଷ ଥିଲା ଲୋକ ମାନଙ୍କୁ ଫାସାଇ ବ୍ଲା-କ-ମେ-ଲ କରିବା ଆଉ ତାପରେ ଟଙ୍କା ହାତେଇବା।
ସେ କେତେବେଳେ କାହା ପାଇଁ ଧରମ ଭଉଣୀ ପାଲଟୁ ଥିଲେ ତ ପୁଣି କାହା ସହ ବନ୍ଧୁତା କରି ଭାବ ବଢ଼ାଉଥିଲେ। ପରେ ଇରାନୀ ଜଣକ ପରେ ଜଣକୁ ସାହାଯ୍ୟ କରିବାକୁ ଡାକୁଥିଲେ ଘରକୁ। 
ସେ ବଡ଼ ବଡ ଶିକ୍ଷାନୁଷ୍ଠାନର ଛାତ୍ର ଓ ବ୍ୟବସାୟୀଙ୍କୁ ଘରକୁ ଡକାଇ ବ୍ଲା-କ-ମେ-ଲ୍ କରି ଟଙ୍କା ହଡ଼ପ କରୁଥିଲେ। ତେବେ ଇରାନୀ ପାତ୍ର ଆଉ କିଛି ଲୋକଙ୍କୁ ଫସାଇବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି।
ଆବଶ୍ୟକ ପଡିଲେ ଇରାନୀ ଙ୍କୁ ରିମାଣ୍ଡ ରେ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି। ତମାଣ୍ଡୋ ଥାନା ଧିରେ ଧିରେ ଲେଡୀ ବ୍ଲା-କ-ମେ-ଲ-ର ଇରାନୀ ପାତ୍ରର ଇରାନୀ ପାତ୍ରର ଗୁମର ଫିଟାଇବାକୁ ଚେଷ୍ଟା ଜାରି ରଖିଛି।

Advertisement