Updated: Sep 3, 2023, 14:29 IST

ଏଇ ବର୍ଷ ର ଜନ୍ମାଷ୍ଟମୀ ସବୁ ଠୁ ନିଆରା, ଜାଣି ରଖନ୍ତୁ ପ୍ରକୃତ ତାରିଖ ନହେଲେ ପରେ ବହୁତ୍ ପସ୍ତେଇବେ

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ ଏହି ବୁଧବାର ଦିନ ପାଳନ କରା ଯିବ।ଏହି ପୂଜା କଲେ ଆପଣ ଙ୍କ ମନୋସ୍କାମନା ପୂର୍ଣ୍ଣ ହେବ।ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରେ ପାଳନ କରା ଯାଏ।ଏହି ଦିନ ପ୍ରଭୁ ଶ୍ରୀ କୃଷ୍ଣ ଜନ୍ମ ହୋଇଥିଲେ।ଲୋକ ମାନେ ଏହି ବ୍ରତ କୁ ପାଳନ କରନ୍ତି।
ଯେଉଁ ମାନେ ଏହି ବ୍ରତ କୁ ପାଳନ କରନ୍ତି ନାହିଁ ସେମାନେ ରାକ୍ଷସ ସହିତ ସମାନ ହୁଅନ୍ତି।ଓ ଯେଉଁ ମାନେ ଏହି ବ୍ରତ କୁ ପାଳନ କରନ୍ତି ସେମାନଙ୍କ ସବୁ ଇଚ୍ଛା ପୂରଣ ହୁଏ।ସେମାନେ ସବୁବେଳେ ଖୁସି ଓ ସୁଖ ରେ ରୁହନ୍ତି।ତେଣୁ ଆପଣ ମାନେ ବି ଏହି ବ୍ରତ କୁ ପାଳନ କରନ୍ତୁ।
Janmastami
ଏହି ବର୍ଷ ଦୁଇ ଦିନ ଧରି ଶ୍ରୀ କୃଷ୍ଣ ଜନ୍ମ ଦିନ ପଡୁ ଅଛି।ଯେଉଁ ଦିନ ଭାଦ୍ରବ ମାସ ଅଷ୍ଟମୀ ତିଥି ମଧ୍ୟ ରାତ୍ରି ରୁ ପଡ଼ି ଥିବ ସେହି ଦିନ ଶ୍ରୀ କୃଷ୍ଣ ଜନ୍ମ ଦିନ ଆଗେ ପାଳନ କରିବେ।ଆସନ୍ତା ୬ ତାରିଖ ଦିନ ଅଷ୍ଟମୀ ତିଥି ପଡୁ ଅଛି।
ଏହି ଦିନ ଧରି ଶ୍ରୀ କୃଷ୍ଣ ଙ୍କ ଜନ୍ମ ପଡୁ ଅଛି।ଏହା ପରଦିନ ନନ୍ଦ ଉତ୍ସବ ପାଳନ ହେବ।ତାହାଲେ ଆମେ କାହିଁକି ୬ ତାରିଖ ଦିନ ଏହି ପର୍ବ ପାଳନ କରିବା ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଦିନ ୩.୪୭ ପର୍ଯ୍ୟନ୍ତ ସପ୍ତମୀ ତିଥି ରହୁଚି।ଏହା ପରେ ଅଷ୍ଟମୀ ତିଥି ରହୁଚି।
Janmastami
ଶ୍ରୀ କୃଷ୍ଣ ଅଷ୍ଟମୀ ତିଥି ର ମଧ୍ୟ ରାତ୍ର ରେ ଜନ୍ମ ହୋଇ ଥିଲେ।ଏହି ଦିନ ଶ୍ରୀ କୃଷ୍ଣ ମା ଦେବକୀ ଙ୍କ ଗର୍ଭ ରୁ ଜାତ ହୋଇ ଥିଲେ।ଏହା ପରେ ନନ୍ଦ ରାଜା ତାଙ୍କୁ।ରାତିରେ ନେଇ ଯଶୋଦା ଙ୍କ ଘରେ ଛାଡ଼ି ଦେଇ ଆସି ଥିଲେ।
ଏ ବର୍ଷ ମହା ସଂଯୋଗ ରହିଛି।ରୋହିଣୀ ନକ୍ଷତ୍ର ମାନଙ୍କ ପାଇଁ ଏହି ଦିନ ଭଲ ପଡୁ ଅଛି।ଚନ୍ଦ୍ର ବୃଷ ରାଶି କୁ ଯିବ।ସବୁ କିଛି ଭଲ ହେବ।ଏହି ଦିନ ସକାଳୁ ଉଠୀ ଧରିତ୍ରୀ ମାତା ଙ୍କୁ ପ୍ରଣାମ କରନ୍ତୁ।ଏହା ପରେ ନିତ୍ୟ କର୍ମ ଶେଷ କରି କୌଣସି ଦେବାଦେବି ଙ୍କ ମନ୍ଦିର କୁ ଯାଆନ୍ତୁ।
Janmastami
ସେଠାରେ ସଂକଳ୍ପ କରନ୍ତୁ।ଏହି ବ୍ରତ ପାଳନ କରିବା ପୂର୍ବ ରୁ କିଛି ନିୟମ ରହିଛି ତାହାକୁ ମାନନ୍ତୁ।ଓ କିଛି ଉଦ୍ଦେଶ୍ୟ ରଖି ପୂଜା କରନ୍ତୁ।ଦେଖିବେ ଆପଣ ସମସ୍ତ ଙ୍କ ଇଚ୍ଛା ପୂରଣ ହେବ।

Advertisement