Updated: Sep 19, 2023, 11:38 IST

ସୋନାଗାଛିର ଏମିତି ସତ ଯାହା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ କେମିତି ସବୁଦିନ ହୁଏ ରଙ୍ଗୀନ ରାତି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଛନ୍ତି କି ଦେଶ ରେ ଏପରି କିଛି ସ୍ଥାନ ଅଛି ଯେଉଁ ଠାରେ କି ମହିଳା ମାନେ କିଛି ଅର୍ଥ ପାଇଁ ନିଜ ଦେହ କୁ ଅନ୍ୟ ପୁରୁଷ ଙ୍କୁ ଦାନ କରି ଦିଅନ୍ତି।୫୦୦ କିମ୍ବା ୧୦୦୦ ଟଙ୍କା ରେ ସେମାନେ ନିଜ ଦେହ କୁ ଅନ୍ୟ ପୁରୁଷ ଙ୍କୁ ଦାନ କରି ଦିଅନ୍ତି।
Special report
ଗୋଟିଏ କି ଦୁଇଟି ଝିଅ ନୁହେଁ ଶହ ଶହ ସଂଖ୍ୟାରେ ଝିଅ ମାନେ ଏଠାରେ ଦେହ ବ୍ୟବସାୟ କରନ୍ତି।ଏହାକୁ ରେଡ ଲାଇଟ୍ ଅଞ୍ଚଳ ବୋଲି କୁହା ଯାଏ।ଏହି ସ୍ଥାନ ଟି ରହିଛି ପଶ୍ଚିମ ବଙ୍ଗ ର ସୋନାଗାଛି ଅଞ୍ଚଳ ରେ।ବଙ୍ଗଳା ରେ ସୋନାଗାଚି ର ଅର୍ଥ ହେଉଚି ସୁନା ର ଗଛ।
ଏଠାରେ ରୂପ ଜୀବି ଙ୍କ ମାୟାର ରଙ୍ଗୀନ ପ୍ରେମ ଚାଲେ।ଗୋଟିଏ ଇଶାରା ରେ ହଜାର ହଜାର ପୁରୁଷ ଜମା ହୋଇ ଯାଆନ୍ତି।କେବଳ ନିଜ ଦେହ ସୁଖ ପାଇଁ ପୁରୁଷ ମାନେ ଏଠାକୁ ଆସନ୍ତି।ସରକାର ମଧ୍ୟ ଏହା ଉପରେ କୌଣସି ଆଇନ କାନୁନ କରି ନାହାନ୍ତି।ଯେଉଁ ମହିଳା ମାନେ ଗରିବ ଶ୍ରେଣୀ ର ହୋଇ ଥାଆନ୍ତି।
କାମ ପାଆନ୍ତି ନାହିଁ।ସେହି ମାନେ ଏଠାକୁ ଆସି ଦେହ ବ୍ୟବସାୟ କରି କିଛି ଅର୍ଥ ରୋଜଗାର କରନ୍ତି।ବହୁତ ଦିନ ତଳୁ ଜଣେ ମହିଳା ଏହି ଦେହ ବ୍ୟବସାୟ ଆରମ୍ଭ କରି ଥିଲେ।ସେ ପ୍ରଥମେ ପ୍ରଥମେ ଜଣେ କି ଦୁଇ ଜଣଙ୍କୁ ରଖି ଏହି କାମ କରୁଥିଲେ।
Special report
କିନ୍ତୁ ପରେ ଏହି ସଂଖ୍ୟା ବଢିବାରେ ଲାଗିଲା।କଲେଜ ଛାତ୍ରୀ ମାନେ କିଛି ଅର୍ଥ ପାଇବା ଆଶା ରେ ଏଠାକୁ ଆସି ଏହି କାମ କରନ୍ତି।ସୂର୍ଯ୍ୟ ବୁଡ଼ିଲେ ଏଠାରେ ଏହି କାମ ଚାଲେ।କାହା ପାଇଁ ଏଇଟା ମନୋରଞ୍ଜନ ତ କାହା ପାଇଁ ଏହା ପାପ।ଏସିଆ ମହାଦେଶର ସବୁଠାରୁ ବଡ ରେଡ ଲାଇଟ୍ ଅଞ୍ଚଳ ହେଉଚି ସୋନାଗାଚି।
ଏହି ଗଳି ଟି ଗଙ୍ଗା ନିକଟ ରେ ରହି ମଧ୍ୟ ବଦନାମ ହେଉଚି।ପ୍ରତିଦିନ ଏଠାକୁ ଅନେକ ସଂଖ୍ୟାରେ ପୁରୁଷ ମାନେ ଆସନ୍ତି ଟଙ୍କା ବଦଳ ରେ ଦେହ ର ସୁଖ ମେଣ୍ଟାଇ ଥାନ୍ତି।କେବଳ ଏଠାରେ ନୁହେଁ ଭାରତ ରେ ଅନେକ ସ୍ଥାନ ରେ ଏପରି ରେଡ ଲାଇଟ୍ ଅଞ୍ଚଳ ରହିଛି।
ସୋନାଗାଚି ପରି ମୁମ୍ବାଇ ର ଏକ ସ୍ଥାନ ହେଉଚି କମାଟିପୁର।ଏହା ଭାରତ ର ଦ୍ଵିତୀୟ ରେଡ ଲାଇଟ୍ ଅଞ୍ଚଳ।ସେହି ଭଳି ଆଉ ଗୋଟିଏ ରେଡ ଲାଇଟ୍ ଅଞ୍ଚଳ ହେଉଚି ଗ୍ୱାଲିୟର ର ରେଶମପୁରା।ଏଠାରେ ମଧ୍ୟ ମହିଳାମାନେ ସନ୍ଧ୍ୟା ହେଲେ ସଜ ବାଜ ହୋଇ ପୁରୁଷ ମାନଙ୍କୁ ଘରକୁ ଡାକନ୍ତି।ଏହା ପରେ ସେମାନେ କିଛି ଅର୍ଥ ରୋଜଗାର କରନ୍ତି।

Advertisement