Updated: Mar 1, 2024, 07:45 IST

କାହିଁକି ଚପଲରେ ପିଟିଥିଲେ ଅଭିନେତ୍ରୀ ରୋମାଞ୍ଜଳି ଜଣା ପଡିଲା ଅସଲ କାରଣ ଜାଣି ନିଅନ୍ତୁ ସମ୍ପୂର୍ଣ ସତ - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ କିଛି ଖବର ଯାହା ଓଲିଉଡ, ବଲିଉଡ, ଆଲବମ ଜଗତ ଏବଂ
Special report
ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କୁ ନେଇ । ଆପଣମାନେ ଏହି ଅଭିନେତ୍ରୀ ଜଣଙ୍କୁ ଅନେକ ଆଲବମ କରୁଥିବାର ଦେଖିଥିବେ । 
ଏହି ଅଭିନେତ୍ରୀ ଜଣଙ୍କ ନାଁରେ ଆସିଛି କିଛି କଥା । ଅଭିନେତ୍ରୀ ରୋମାଞ୍ଜଳି ପାଦରୁ ଚପଲ ଖୋଲି ମାଡ ମାରିଥିଲେ । ଅଭିନେତ୍ରୀଙ୍କ ଚପଲ ମାଡର କାରଣ ଏବେ ସାମ୍ନାକୁ ଆସିଛି । ରାସ୍ତା ଉପରେ ଝଗଡ଼ା କରିଥିଲେ ଦୁଇ ପରିବାର ।
Special report
ଅଭିନେତ୍ରୀଙ୍କ ସାନ ଭଉଣୀକୁ ବ୍ଲାକମେଲ କରିଥିଲେ । ଆଉ ସହିପାରି ନଥିଲେ ଅଭିନେତ୍ରୀ । ଏହାପରେ ସେ ପାଦରୁ ଚପଲ କାଢିଥିଲେ ଏବଂ ମାଡ଼ ମାରିଥିଲେ । ତାଙ୍କ ଭଉଣୀ କହିଛନ୍ତି ସେ ଏକୁଟିଆ ଯାଉଥିବା ସମୟରେ ଟଣା ଓଟରା କରିଥିଲେ ।
ଅଭିନେତ୍ରୀଙ୍କ ଭଉଣୀ ଯୁଆଡେ ଯାଉଥିଲେ ସିଆଡେ ଯାଇ ବ୍ଲାକମେଲ କରୁଥିଲେ । ଆଉ ଘଟଣା ଯେତେବେଳେ ଚରମ ସୀମାରେ ପହଞ୍ଚିଥିଲା ସେତେବେଳେ ଦେଖିବାକୁ ମିଳିଥିଲା ମହାଭାରତ ।
Special report
ପୂର୍ବତନ ସରପଞ୍ଚଙ୍କ ପରିବାର ଆଉ ଅଭିନେତ୍ରୀ ରୋମାଞ୍ଜଳିଙ୍କ ପରିବାର ରାସ୍ତାରେ ଝଗଡ଼ା ହୋଇଥିଲେ । ଆଉ ଏଭଳି ଅବସ୍ଥା ହୋଇଥିଲା ଯେ ପରିଶେଷରେ ଅଭିନେତ୍ରୀ ରୋମାଞ୍ଜଳି ଚପଲ ଖୋଲି ବାଡ଼େଇ ଥିଲେ । ସେ ତାଙ୍କ ସାନ ଭଉଣୀର ଦୁଃଖକୁ ସହିପାରି ନଥିଲେ । 
Special report
ଅଭିନେତ୍ରୀଙ୍କ ମାଙ୍କୁ ମାଡ ମାରି ସେମାନେ ପକାଇ ଦେଇଥିଲେ ଆଉ ଏହାପରେ ଅଭିନେତ୍ରୀ ଏଭଳି କରିଥିଲେ । ପ୍ରେମ ବ୍ୟାପାରକୁ ନେଇ ଏଭଳି ମାରପିଟ୍ ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦୁଙ୍ଗା ପଞ୍ଚାୟତରେ ।
ଏହା କାଲି ଗତ କାଲି ରାତିର ଦୃଶ୍ୟ । ଅଭିନେତ୍ରୀଙ୍କ ଭଉଣୀ ପୂର୍ବତନ ସରପଞ୍ଚଙ୍କ ପୁଅକୁ ପ୍ରେମ କରୁଥିଲେ । ଆଉ ଦୀର୍ଘ ଦିନର ପ୍ରେମ ପରେ ସରପଞ୍ଚଙ୍କ ପୁଅ ତାଙ୍କୁ ମାଡ଼ ମାରିବା ସହ ବ୍ଲାକମେଲ କରୁଥିଲେ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।

Advertisement