Sep 14, 2023, 20:09 IST

ଜଳିଲା ୯ ମହଲା କୋଠା ଜିଅନ୍ତା ଜଳିଗଲେ ୫୦ ଜଣ ଲୋକେ ଦେଖନ୍ତୁ ଦୃଶ୍ୟ କେମିତି ହେଲା ଏମିତି

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ବିପଦ କେଉଁ ରୂପ ରେ କେତେବେଳେ ଆସେ ତାହା କେହି କହି ପାରିବେ ନାହିଁ।ମଣିଷ ହୋଇ ଜନ୍ମ ହୋଇଛୁ ମାନେ ମୃ-ତ୍ୟୁ ସୁୁ ନିଶ୍ଚିତ।ଆଜି ଆମେ ସେହିଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ରାତି ରେ ଶୋଇ ଥିବା ସମୟ ରେ ଘଟିଗଲା କିଛି ଏପରି ଘଟଣା।ଯାହାକୁ କି ଆପଣ ମାନେ ଶୁଣିଲେ ବିଶ୍ଵାସ କରିବେ ନାହି।ଆପର୍ଟ ମେଣ୍ଟ ରେ ନିଆଁ ଲାଗିଯିବାରୁ ଅନେକ ଲୋକ ଙ୍କ ର ମୃ-ତ୍ୟୁ ହୋଇ ଗଲା।ଏହି ଘଟଣା ଟି ଘଟିଛି ଭିଏତନାମ ର ରାଜଧାନୀ ହିନୋଇ।ସେଠାରେ ଏକ ନଅ ତାଲା ବିଶିଷ୍ଟ ଆପାର୍ଟ ମେଣ୍ଟ ଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି।
Special report
ସୂଚନା ଅନୁସାରେ ରାତିରେ ସମସ୍ତେ ଘର କାମ ସାରି ଆରାମ ରେ ଶୋଇ ଯାଇଥିଲେ।ହେଲେ ଅଧା ରାତିରୁ ତାଙ୍କ ଉପରେ ବିପଦ ମାଡ଼ି ଆସିଲା।ନିଆଁ ହଟାତ ଲାଗିଗଲା।ବାହାରେ ଥିବା ଲୋକ ମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲେ।
କିନ୍ତୁ ସଫଳ ହୋଇ ପାରିଲେ ନାହିଁ।ଛୋଟ ଛୋଟ ପିଲା ମାନଙ୍କୁ ବାହାର ଲୋକ ବଞ୍ଚାଇ ପାରିଲେ କିନ୍ତୁ ବଡ ଲୋକ ମାନଙ୍କୁ ବଞ୍ଚାଇବା ସମ୍ଭବ ହେଲା ନାହିଁ। ନଅ ମହଲା ଉପର ଆପର୍ଟ୍ ମେଣ୍ଟ କୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନ ଥିଲା।
Special report
ଛୋଟ ପାହାଚ ଦେଇ ଭିତର କୁ ଯିବାକୁ ଲୋକ ମାନେ ସାହାସ ଯୁଟାଇ ପାରିଲେ ନାହିଁ।ଯାହା ଫଳ ରେ ପ୍ରାୟ ୫୦ ରୁ ଉର୍ଦ୍ଧ ଲୋକ ମୃ-ତ୍ୟୁ ବରଣ କଲେ।ହଟାତ ଏପରି ନିଆଁ କାହିଁକି ଲାଗିଲା ତାହା ଏ ପର୍ଯ୍ୟନ୍ତ କେହି ଜାଣି ପାରିଲେ ନାହିଁ।ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ।
Special report
କିଛି ପିଲା ଓ ବଡ ଲୋକ ମାନଙ୍କୁ ବଞ୍ଚାଇବା ପାଇଁ ସକ୍ଷମ ହେଲେ।ଏହି ଭୟଙ୍କର ଅଗ୍ନି କାଣ୍ଡ ରେ ଅକାଳ ରେ କେତେ ଲୋକ ଙ୍କ ଜୀବନ ଚାଲି ଗଲା।ସେମାନେ କିଛି ଜାଣିବା ଆଗରୁ ତାଙ୍କ ଜୀବନ ର ସବୁ କିଛି ଶେଷ ହୋଇ ଗଲା।
ଏହି ଘଟଣା ପରେ ଏବେ ସେ ଅଞ୍ଚଳ ରେ ଦୁଃଖ ର ଶାୟା ଖେଳି ଯାଇଛି।ମଙ୍ଗଳବାର ରାତି ପ୍ରାୟ ୧୧.୩୦ ମିନିଟ ସମୟ ରେ ଏଭଳି ଅଗ୍ନି କାଣ୍ଡ ଘଟିଛି।
ପ୍ରଥମେ ଆପାର୍ଟ ମେଣ୍ଟ ର ଫ୍ଲୋର ରେ ନିଆଁ ଲାଗି ଯାଇଥିଲା।ଧୀରେ ଧୀରେ ସମଗ୍ର ବିଲଡିଂ ରେ ନିଆଁ ଲାଗି ଯାଇଥିଲା।ଏହା କାହିଁକି ଘଟିଲା ତାହା ଜଣା ପଡି ନାହି।ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

Advertisement