Updated: Dec 10, 2023, 12:33 IST

ଯାଜପୁର ର ଏହି ଗାଁ ସମ୍ବଳ ନଗର ରେ ଜନ୍ମ ହେଉଛନ୍ତି କଳ୍କୀ....

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ମହାପୁରୁଷ ଲେଖିଥିବା ମାଳିକା ବିଷୟ ରେ।ସେଥିରେ ଲେଖା ହୋଇଛି ସମ୍ବଳ ନଗର ସ୍ଥାନ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ଜନ୍ମ ହେବ।
Special Report
ଏହି ସମ୍ବଳ ନଗର ଟି ପୁରୀ ଠାରୁ ବିରଜା ମନ୍ଦିର ମଧ୍ୟରେ ରହି ଥିବ।ହେଲେ କଳିଯୁଗ ରେ ଲୋକ ମାନେ ଏହାକୁ ଦେଖି ପାରିବେ ନାହି।କଳିଯୁଗ ରେ ସମସ୍ତେ ଖରାପ କାମ ରେ ଲିପ୍ତ ରହିବେ।ମା ଲକ୍ଷ୍ମୀ ଏବେ ପୁରୀ ଠାରେ ଜନ୍ମ ହୋଇ ସାରିଲେଣି।
ସରସ୍ଵତୀ କାଶୀ ରେ ଜନ୍ମ ହେବା ନେଇ ସୂଚନା ରହିଛି।ସେହିପରି ମା ବିରଜା ବଢ଼ିକିରି ନାମକ ସ୍ଥାନ ରେ ଜନ୍ମ ହେବେ।ଏହାକୁ କେହି ଜାଣି ପାରିବେ ନାହିଁ।ସେ କମ୍ ବୟସ ରୁ ବଡ ବଡ କାମ କରିବେ।
ଲୋକ ମାନେ ଭାବିବେ କି ତାକୁ ବହୁତ ବଡ ରୋଗ ହେଇ ଥିବ। ହେଲେ ପରେ ସମସ୍ତେ ଜାଣିବେ ସେ ମା ବିରୋଜା।ଯାଜପୁର ଠାରୁ ପୁରୀ ଯାଏଁ ମହା ପ୍ରଭୁ ଙ୍କ ଜନ୍ମ ସ୍ଥାନ ରହିବ।କଳିଯୁଗ ଶେଷ ରେ ମହା ପ୍ରଭୁ ଜନ୍ମ ହେବେ।
Special Report
ତେତିଶକୋଟି ଦେବାଦେବୀ ଓଲକଣା ନାମକ ସ୍ଥାନ ରେ ମିଳିତ ହେବେ।ମହା ପ୍ରଭୁ ସମ୍ବଳ ନଗର ନାମକ ସ୍ଥାନ ରେ ଜନ୍ମ ହେବେ।ନିଜ ବଡ ଭାଇ ବଳିଆ ଓ ସାଙ୍ଗ ରେ ସାନ ଭଉଣୀ କୁ ଧରି ଗୋଟିଏ ସ୍ଥାନ ରେ ଜନ୍ମ ହେବେ।
ପଞ୍ଚ ସଖା ଙ୍କ ବାଣୀ କେବେ ଅସତ୍ୟ ହୁଏ ନାହିଁ।ଯାହା ଦିନେ କେବଳ ଓଡ଼ିଶା ଭିତରେ ସୀମିତ ଥିଲା।ତାହା ଏବେ ସାରା ପୃଥିବୀ ରେ ପରିଚିତ ହେବାକୁ ଲାଗିଲାଣି।
ମାଳିକା ପୋଥି କୁ ସମସ୍ତେ ପଢିବାକୁ ଆରମ୍ଭ କଲେଣି।ଓ ଆଜି ଯାଏଁ ମାଳିକା ରେ ଯାହା ଲେଖା ହୋଇଛି ତାହା ସତ୍ୟ ହୋଇଛି।ଆଗକୁ ମଧ୍ୟ ସେହିପରି ସବୁ କଥା ସତ ହେବ।ଲୋକ ମାନେ ଅଧିକ ରୁ ଅଧିକ ଖରାପ କାମ ରେ ଲିପ୍ତ ରହିବେ।

Advertisement