Updated: Jan 1, 2024, 18:51 IST

ଏତେ ଜଗି ଜଗି ମଧ୍ୟ ଜଗି ପାରିଲାନି ସିକ୍ୟୁରୁଟି ଗାର୍ଡ ଶେଷରେ ଚାକର ଆସି କରିଦେଲା ଏମିତି କାଣ୍ଡ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ। ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
Special Report
ଆମ ସମାଜରେ ଆଜିକାଲି ପ୍ରେ-ମ ବ୍ୟାପାରକୁ ନେଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଘଟୁଛି। ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏନେଇ ପ୍ରକାରର କାରନାମା କରିବାକୁ ଉଦ୍ୟମ କରୁଛନ୍ତି। 
ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। ଏହାସହ ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘର ଆଗରେ ନିଜ ପ୍ରେମିକକୁ ଦେଖା କରିବ ବୋଲି ଚାହିଁ ରହିଥିଲା ଘରର ଚାକର ବା ସେହି ପ୍ରେମିକ ଆସି ପହଁଚିଥିଲା। 
ଆଉ ଘର ଭିତରେ ଥିବା ଏକ ଫାଙ୍କା ସ୍ଥାନକୁ ଯାଇଥିଲେ ପ୍ରେମୀ ଯୁଗଳ। ଆଉ ସେଠାରେ ସିକୁରୁଟି ଗାର୍ଡ ଆସି ପହଁଚି ଯାଇ ତା'ର ଡିୟୁଟି ଆରମ୍ଭ କରିଦେଇଥିଲା।
Special Report
ଦୁଇ ପ୍ରେମୀ ଯୁଗଳ ସିସିଟିଭି କ୍ୟାମେରା ଏବଂ ସିକୁରୁଟି ଗାର୍ଡ କଥା ଭୁଲି ଯାଇ କରୁଥିଲେ ରା-ସ-ଲୀ-ଳା। ଯେତେବେଳେ ସିକୁରୁଟି ଗାର୍ଡ ଜଣକ ଚେୟାର ଉଠି ଆସି ଟିକେ ଆଗକୁ ଆସିଥିଲା ସେତେବେଳେ ସେହି ଦୁଇ ପ୍ରେମୀ ଯୁଗଳଙ୍କୁ ଏକା ସାଙ୍ଗରେ ଦେଖି ଦେଇଥିଲା। 
ଆଉ ସେହି ଦିନଠାରୁ ଘର ମାଲିକ ନିଜ ଝିଅର ପ୍ରେମ ସମ୍ପର୍କ ବିଷୟରେ ଜାଣି ଦେଇଥିଲା। ଆଉ ସେହି ଦୁଇ ପ୍ରେମୀ ଯୁଗଳଙ୍କ ରା-ସ-ଲୀ-ଳା ଭିଡିଓ ସୋସିଆଲ ମିଡିଆରେ କିଏ ପୋଷ୍ଟ କରିଦେଇଥିଲା।
ଆଉ ଏବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ସେହି ଭିଡିଓ ଭାଇରାଲ ହେବା ପଛରେ ସିକୁରିଟି ଗାର୍ଡର ହାତ ଅଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି।

Advertisement