Apr 10, 2024, 17:22 IST

ଭାଇ ହୋଇ ଭଉଣୀ ସହ ବ-ଳା-ତ୍କା-ର ଦେଖନ୍ତୁ ଆସିଲା ଲଜ୍ୟା ଜନକ ଘଟଣା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଅଞ୍ଚଳର ଖବର ପାଇପାରିବେ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାରିବାରିକ କଳହ ଅର୍ଥାତ୍ ଗୋଟିଏ ପରିବାର ଏବଂ ପଡୋଶୀ ପରିବାର ଝଗଡ଼ା ହୋଇ କିଭଳି ରୂପ ହୋଇଥାଏ ତାହା ଜାଣିପାରିବେ । ଏହି ଝଗଡ଼ା ବିରାଟ ରୂପ ନେଇଛି ଯାହା ଆପଣମାନେ ଜାଣିପାରିବେ । 
Ffg
ଗୋଟିଏ ପରିବାର ଏବଂ ପଡୋଶୀ ପରିବାର ଝଗଡ଼ା ହେଉଥିଲେ ଆଉ ଝଗଡ଼ା ରୋକିବା ପାଇଁ ସେହି ପରିବାରର ଜଣେ ବିବାହ କରିଥିବା ଝିଅ ଯିଏ ଘରକୁ ଆସିଥିଲେ । ସେ ଏହି ଝଗଡ଼ା ରୋକିବା ପାଇଁ ଯାଇଥିଲେ । ଆଉ ତାଙ୍କ ସହିତ ଏଭଳି କିଛି ଘଟଣା ଘଟିଥିଲା ।
ଏହି ଝିଅ ଜଣକ ଏବେ ଗଣମାଧ୍ୟମ ଆଗରେ ସବୁ କଥା କହିଛନ୍ତି । ଏହି ବିବାହିତା ଝିଅ ଜଣକ ଏବେ ନ୍ୟାୟ ମାଗିଛନ୍ତି । ଏବେ ସେ ନ୍ୟାୟ ଦାବି କରିଛନ୍ତି । ଏନେଇ ଅର୍ଥାତ୍ ଏହି ଏହି ଘଟଣା ଆଧାରରେ ସେ ଥାନାରେ ଅଭିଯୋଗ କରିଛନ୍ତି ।
ଚଲା ବାଟରେ ବାଉଁଶବାଡ଼ ପୋତାକୁ ନେଇ ଆରମ୍ଭ ହୋଇଥିଲା ଏହି ଝଗଡ଼ା । ଏହି ଝଗଡା ହୋଇଥିଲା ଦୁଇ ପରିବାର ମଧ୍ୟରେ । ଏହି ଝଗଡ଼ା ବିରାଟ ରୂପ ନେଇଥିଲା । ଆଉ ଏହି ଝଗଡ଼ା ରୋକିବା ପାଇଁ ଯାଉଥିବା ବିବାହିତା ଝିଅ ଜଣଙ୍କର ଅବସ୍ଥା ଖରାପ ହୋଇଯାଇଛି
Df
ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହିଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଗ୍ରାମାଞ୍ଚଳ ଅଧୀନରେ ଥିବା ଗାଁରେ । ଏହି ଦୁଇ ପରିବାର ହେଉଛନ୍ତି ୟାକୁ ଅଲ୍ଲୀ ଏବଂ ଏସକେ ସିଦ୍ଧି । 
ୟାକୁ ଅଲ୍ଲୀଙ୍କ ବିବାହିତା ଝିଅ ଘରକୁ ଆସିଥିଲେ ଆଉ ସେ ଝଗଡ଼ା ରୋକିଥିଲେ । ଆଉ ତାଙ୍କ ଉପରେ ଆଘାତ କରାଯାଇଥିଲା । ତାଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ଧମକ ଦେଇଥିଲେ ।ଆଉ ଅନେକ କଥା କହିଥିଲେ । ଏହାପରେ ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ।
ଆଉ ଏହି ଅଭିଯୋଗ କରି ଫେରିବା ସମୟରେ ତାଙ୍କ ଉପରକୁ କିଛି ଲୋକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କ ଭାଇ ଏବଂ ମା ଲହୁ ଲୁହାଣ ହୋଇ ପଡ଼ିଥିଲେ । ଏବେ ସେମାନେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ସେମାନେ ନ୍ୟାୟ ଦାବି କରିଛନ୍ତି ।

Advertisement