Mar 18, 2024, 10:39 IST

ସୁନ୍ଦରୀ ଝିଅ କୁ ବାହା ହେବା ହେଇଗଲା କାଳ.. ଘର ଭିତରେ ଗଡୁଚି ସୁନ୍ଦରୀ ସ୍ତ୍ରୀ ର ମୁଣ୍ଡ..

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ଗତ ଜାନୁୟାରୀ ମାସ ୨୭ ତାରିଖ ୨୦୨୩ ମସିହାରେ ଜଗତସିଂହପୁର ଜିଲ୍ଲା ମୋହିଦିନପୁର ଗ୍ରାମର ଆଶିକ ଖାନଙ୍କ ପୁଅ ତୋଷିପ ଖାନଙ୍କୁ ଝିଅ ବିବାହ କରି ଶାଶୂଘରକୁ ଆସିଥିଲା। କିନ୍ତୁ ବିବାହର ଗୋଟିଏ ବର୍ଷ ପରଠୁ ଶାଶୁଘରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନି-ର୍ଯ୍ୟା-ତ-ନା। 
Tt
ସ୍ବାମୀ,ଶାଶୁ, ନଣନ୍ଦ, ଶଶୁର, ଦିଅର ପରିବାର ସମସ୍ତେ ବୋହୂକୁ ନି-ର୍ଯ୍ୟା-ତ-ନା ଦେଉ ଟଙ୍କା ମାଗୁଥିଲେ। ଆଉ ଶେଷରେ ଗତ ୧୭ ତାରିଖ ଦିନ ଝିଅର ବାପଘରକୁ ଫୋନ କରି ଜଣାଇଥିଲେ ଯେ, "ତମ ଝିଅ ଆଉ ଏ ଦୁନିଆରେ ନାହିଁ।"
ଯାହାଫଳରେ ଝିଅର ଭାଇ ଯାଇ ଶାଶୁଘରେ ପହଞ୍ଚିଲା ବେଳକୁ ଝିଅର ବେଡରୁମରେ ଗୋଟେ ଲୁଗା ଝୁଲା ଯାଇଥିଲା କିନ୍ତୁ ଝିଅ ଆଉ ସେ ଘରେ ନଥିଲା। ଝିଅକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବୋଲି ଜାଣି ପଡ଼ିଥିଲା। ଆଉ ହସ୍ପିଟାଲ ଯାଏ ଦେଖିଲା ବେଳକୁ ଝିଅକୁ ଡାକ୍ତର ମୃ-ତ ବୋଲି ଘୋଷଣା କରିଥିଲେ।
ଝିଅର ମା କାନ୍ଦି କାନ୍ଦି କହୁଛନ୍ତି ଶାଶୁଘର ଲୋକେ ତାଙ୍କ ଝିଅକୁ ମାରି ଦେଇଛନ୍ତି ବୋଲି। ଏନେଇ ଝିଅ ଘର ପରିବାର ଲୋକଙ୍କ ତରଫରୁ ଜଗତସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଆଉ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

Advertisement