ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଘର ଭିତରୁ ଟାଣି ନେଇ ୬ ବର୍ଷର ମଣିଷ ଛୁଆ କୁ ଖାଇଦେଲା କୁକୁର।୬ ବର୍ଷର ଛୁଆଟି ସୋଫା ଉପରେ ଶୋଇଥିଲା।
ସେହି ସମୟରେ ବୁଲା କୁକୁର ଆସିଲା ଆଉ ଛୁଆକୁ ପାଟିରେ ଟାଣି ନେଇ ଚୋବେଇ ଚୋବେଇ ଖାଇଦେଲା।ଯାହାର ଭିଡିଓ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୂଚନା ଅନୁସାରେ ଛୁଆଟି ସୋଫା ଉପରେ ନିଦରେ ସୋଇ ଯାଇଥିଲା।
ପ୍ରଥମେ ବୁଲା କୁକୁର ଟି ଛୁଆ କୁ ସୋଫା ଉପରୁ ତଳକୁ ପାଟିରେ ଟାଣି ଆଣିଥିଲା।ଆଉ ଛୁଆଟି ନିଦରୁ ଉଠିଲା ବେଳକୁ କୁକୁର ଟି ତାକୁ କାମୁଡି କାମୁଡ଼ି ଖାଉଥିଲା।
ଜଣେ ମହିଳା ଘର ଘର ବୁଲି କାମ କରୁଥିଲେ।ଆଉ ନିଜର ଛୋଟ ୬ ବର୍ଷର ଛୁଆକୁ ମାଲିକ ର ଘର ଭିତରେ ଥିବା ସୋଫା ଉପରେ ଶୁଆଇ ଦେଇ ମହିଳା ଜଣଙ୍କ ଘର ଭିତରେ କାମ କରୁଥିଲେ।
ଛୁଆଟି ସୋଇଥିବା ବେଳେ ଠିକ୍ ସେତିକି ବେଳେ ବୁଲା କୁକୁର ଟି ଘର ଭିତର କୁ ଆସିଥିଲା।ଏବଂ ଛୁଆକୁ କାମୁଡି ଦେଇଥିଲା।ଏହି ଘଟଣା ଟି କ୍ୟାମେରା ରେ ରେକର୍ଡ ହୋଇଛି।ମାଲିକ ଙ୍କ ଘରେ ସିସିଟିଭି କ୍ୟାମେରା ଲାଗିଥିଲା।
ଛୁଆଟିକୁ ଯେତେବେଳେ କୁକୁର କାମୁଡି ଥିଲା ସେ ଚିତ୍କାର କରିଥିଲା।ଘର ଭିତରୁ ଘରର ମାଲିକ ଦୌଡ଼ି ଆସିଥିଲେ।ଆଉ ଛୁଆଟି କୁ ବଞ୍ଚାଇ ଦେଇଥିଲେ।ଆଉ କୁକୁର କୁ ବାହାର କୁ ବାହାରି କରି ଦେଇଥିଲେ।ଏହାପରେ ପିଲାଟିକୁ ନେଇ ଘର ଭିତର କୁ ଚାଲି ଯାଇଥିଲେ।
ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହିତ ଆଲୋଚନା କରିବାରେ ଲାଗିଛନ୍ତି।