Updated: Sep 1, 2023, 09:27 IST

ମିଳିଲା ପ୍ରମାଣ ଦେଖନ୍ତୁ ଆଉ ୭ ଦିନରେ ଚାଲିଯିବ ଜୀବନ ଦେଖନ୍ତୁ ଆସିଲା ବଡ ଖବର Exclusive

Viral news

ନମସ୍କାର ପାଠକ ବନ୍ଧୁ।ଚନ୍ଦ୍ର ପୃଷ୍ଠ ରୁ ଆସିଚି ଏକ ବଡ ଖବର। ଯାହାକୁ କି ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ।ଆଉ ଛଅ ଦିନ ପରେ ଚନ୍ଦ୍ର ଯାନ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ମରିବାକୁ ଯାଉଛନ୍ତି।ଆଉ ସେମାନେ ଇସ୍ରୋ କୁ ପଠାଇ ପାରିବେ ନାହିଁ ତଥ୍ୟ।
Pragyan
ଯାହାକୁ ନେଇ ଏବେ ଇସ୍ରୋ ବୈଜ୍ଞାନିକ ମାନେ ଚିନ୍ତା ରେ ଅଛନ୍ତି।ଭାରତ ର ଲୋକ ମାନେ ଏ କଥା ଶୁଣି ବହୁତ ମନ ଖରାପ କରିଛନ୍ତି।ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ରୋଭର୍ ପ୍ରଜ୍ଞାନ ସେଠା କୁ ଯାଇ ଇସ୍ରୋ ର ବୈଜ୍ଞାନିକ ମାନଙ୍କୁ ବିଭିନ୍ନ ପ୍ରକାର ତଥ୍ୟ ଦେଇଥିଲା।
ସୂଚନା ଅନୁସାରେ ଗତ ଅଗଷ୍ଟ ୨୩ ତାରିଖ ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠ ରେ ପ୍ରଥମ ଥର ପାଇଁ ପାଦ ରଖିଥିଲା।ଏହା ପୂର୍ବ ରୁ ଭାରତ ର କୌଣସି ଯାନ ଚନ୍ଦ୍ର ପୃଷ୍ଠ ରେ ପାଦ ଦେଇ ପାରି ନ ଥିଲା।
Viral
ବର୍ତ୍ତମାନ ଏହା ଭାରତ କରି ସାରା ଦେଶ ରେ ଏକ ସ୍ବତନ୍ତ୍ର ସମ୍ମାନ ର ଅଧିକାରି ହୋଇଛି।ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ର ର ଦକ୍ଷିଣ ଗୋଲାର୍ଦ୍ଧ ରେ ପାଦ ରଖିଛି।କୌଣସି ଦେଶ ଏ ଯାଏଁ ଚନ୍ଦ୍ର ର ଦକ୍ଷିଣ ଗୋଲାର୍ଦ୍ଧ କୁ ଯାଇ ନାହାନ୍ତି।ବିକ୍ରମ ଲ୍ୟାଣ୍ଡ କରିବାର ସାଢେ଼ ଚାରି ଘଣ୍ଟା ପରେ ସେଥିରୁ ରୋଭର୍ ପ୍ରଜ୍ଞାନ ଆସି ଥିଲା।
ଏହା ପରେ ସେଠାରେ ସେ ୧୪ ଦିନ ଯାଏଁ ରହିବ।ସେ ସେଠାରେ ରହି ଜଳ ଓ ଅନ୍ୟାନ୍ୟ ବିଷୟ ରେ ବିଭିନ୍ନ ପ୍ରକାର ତଥ୍ୟ ସେ ଦେଉଛି।କିନ୍ତୁ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଏବେ ଏକ ଦୁଃଖଦ ଖବର ସମସ୍ତଙ୍କ ପାଖକୁ ଆଣିଛି।
ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ଆଉ ୬ ଦିନ ଭିତରେ ଶେଷ ହୋଇ ଯିବେ।କାରଣ ପୃଥିବୀ ପରି ଚନ୍ଦ୍ର ସୂର୍ଯ୍ୟ ଙ୍କ ଆଲୋକ ରେ ଆଲୋକିତ ହୁଏ।ମାତ୍ର ପୃଥିବୀ ରେ ଯାହା ଗୋଟିଏ ଦିନ ଚନ୍ଦ୍ର ରେ ତାହା ହେଉଚି ୧୪ ଦିନ।ପ୍ରଥମ ୧୪ ଦିନ ରେ ଦିନ ରହି ଥିବା ବେଳେ ଅନ୍ୟ ୧୪ ଦିନ ରାତି ହୋଇ ଥାଏ।
ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ସୂର୍ଯ୍ୟ ଙ୍କ ଆଲୋକ ରେ ଆଲୋକିତ ହେଉଥିଲେ।ଓ ତାଙ୍କ ଠାରୁ ଶକ୍ତି ପାଉ ଥିଲେ।କିନ୍ତୁ ସୂର୍ଯ୍ୟ ଙ୍କ କିରଣ ନ ପଡ଼ିଲେ ତାଙ୍କ ଶକ୍ତି ଶେଷ ହୋଇ ଯିବ।ଆଉ ସେ କାର୍ଯ୍ୟ କରିବ ନାହିଁ।ବୈଜ୍ଞାନିକ ମାନେ ଆଶା କରିଛନ୍ତି ଯେ ପୁନର୍ବାର ସୂର୍ଯ୍ୟ ଙ୍କ କିରଣ ପଡିଲେ ରୋଭର୍ କାମ କରିପାରେ।ଏବେ ଏଥିପାଇଁ ସମସ୍ତେ ଚିନ୍ତା ଗ୍ରସ୍ତ ଅଛନ୍ତି।

Advertisement