ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଇସ୍ରୋ ପକ୍ଷରୁ ବର୍ତ୍ତମାନ୍ ସମୟରେ ଚନ୍ଦ୍ରଜାନ ସଫଳ ହୋଇ ଅଛି। ଏହା ପରେ ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି ସୂର୍ଯ୍ୟ ମିଶନ ଏହାକୁ ନେଇ ଚାରିଆଡ଼େ ମଧ୍ଯ ଖୁବ ଚର୍ଚ୍ଚା ଜୋର୍ ଧରିଛି।
କୁହା ଯାଉଛି କି ପରବର୍ତ୍ତୀ ସମୟରେ ଇସ୍ରୋ ମଙ୍ଗଳ ଗ୍ରହ କୁ ମଣିଷ ପଠାଇବ।ଆଉ ଏହା ଏତେ ସହଜ ନୁହେଁ ବୋଲି ନାସା ର ଜଣେ ବୈଜ୍ଞାନିକ କହିଛନ୍ତି।
ବଲିଉଡ ଫିଲ୍ମ୍ ରେ ମଙ୍ଗଳ ଯାନ ସମ୍ପର୍କରେ ଅନେକ କିଛି ଦେଖା ଯାଇଥିଲା। କାହାଣୀ ମାଧ୍ୟମରେ ସେଠାକୁ ମଣିଷ ପଠା ଯାଇଛି ବୋଲି ମଧ୍ୟ ଏହା କାହାଣୀ ମାଧ୍ୟମରେ ଦେଖା ଯାଇଥିଲା।
ହେଲେ ମଙ୍ଗଳ ଗ୍ରହ ରେ ମଣିଷ ରହିବ ଅସମ୍ଭବ। କାରଣ ମଙ୍ଗଳ ଗ୍ରହରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଛି। ଭାରତ ସହ ଭିନ୍ନଭିନ୍ନ ଦେଶ ମଧ୍ୟ ଏହି ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବାରେ ଲାଗି ପଡିଛନ୍ତି।
ହେଲେ କେହି ମଧ୍ଯ ଏହି ଲାଲ୍ ଗ୍ରହକୁ ମଣିଷ ପଠାଇବାରେ ସକ୍ଷମ ହୋଇ ନାହାଁନ୍ତି। ସ୍ପେସ ର ପୂର୍ବତନ ସିଇଓ ଏଲେନ୍ ମସ୍କ କହିଛନ୍ତି କି ୨୫୦ ସୁଦ୍ଧା ଏକ କୋଟି ଲୋକ ମଙ୍ଗଳ ଗ୍ରହର ପହଞ୍ଚି ଥିବେ।
ହେଲେ ନାସା ବୈଜ୍ଞାନିକ କହିଛନ୍ତି କି ବର୍ତ୍ତମାନ୍ ଟେକ୍ନୋଲୋଜି ସହିତ ମହାକାଶ ରେ ମଙ୍ଗଳ ଗ୍ରହକୁ ମଧ୍ୟ ଯାତ୍ରା କରିବା ଅସମ୍ଭବ ଅଟେ। ମଙ୍ଗଳ ଗ୍ରହରେ ଯାତ୍ରୀ ମାନଙ୍କୁ ରକ୍ଷା କରିବା ମଧ୍ୟ ଖୁବ ଅସମ୍ଭବ ଅଟେ। ଆଉ ଏହା ସାଧାରଣ ଲୋକ ଙ୍କ ନିକଟରେ ସମ୍ଭବ ନୁହେଁ।
ମଙ୍ଗଳ ଗ୍ରହ ର ସୌର ବିକିରଣ ଫଳରେ ପହଞ୍ଚିବା ପୁର୍ବରୁ ସେ ଲୋକଙ୍କୁ ମଧ୍ୟ ମାରିଦେବ। ଆଉ ଏହାକୁ ନେଇ ଏବେ ବୈଜ୍ଞାନିକ ମାନେ ଚିନ୍ତା ରେ ପଡି ଯାଇଛନ୍ତି। ସେମାନେ ଏହା ଏବେ ଭାବିବାର ଲାଗି ପଡିଛନ୍ତି କି ବାସ୍ତବରେ କଣ କଲେ ଏହି ମଙ୍ଗଳ ଯାନ ଅଭିଯାନ ସଫଳ ପରୀକ୍ଷଣ ହୋଇ ପାରିବ। ତେବେ ଆପଣ ମାନଙ୍କୁ କଣ ଲାଗୁଛି ଆଗକୁ ଏହା ସଫଳ ହେବ? ଆପଣଙ୍କ ମତାମତ ଆପଣ ଆମକୁ କମେଣ୍ଟ ମାଧ୍ଯମରେ ଜଣାଇବାକୁ ଅନୁରୋଧ।