ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ନାରୀ ଦୁଷ୍କର୍ମ ହେଉ କିମ୍ବା ଅଶ୍ଳିଳ ଭିଡ଼ିଓର ଫଟୋ ଭାଇରାଲ ଘଟଣା, ଏହା ବଢ଼ିବାରେ ଲାଗିଛି। ଆମ ରାଜ୍ୟ ନୁହେଁ ବରଂ ସାରା ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି।

ଦୈନଦିନ ଏହିପରି କଦର୍ଯ୍ୟ କାଣ୍ଡ କରୁଛନ୍ତି କିଛି ନଷ୍ଟ ଚରିତ୍ର ଓ ମାନସିକ ବିକୃତ ଲୋକ ମାନେ। ଏହାରି ମଧ୍ୟରେ ଆଜି ସେହିପରି ଏକ ଲଜ୍ଜାକାର ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ରିଲ୍ସ ବନେଇବା ନିଶା ଏବେ ପ୍ରତ୍ୟେକ ଲୋକଙ୍କୁ ଘାରିଛି।
ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରି ଭିନ୍ନ ଭିନ୍ନ ଭିଡିଓ ଅପଲୋଡ଼ କରି ନିଜକୁ ଫେମସ୍ କରିବାକୁ ଚେଷ୍ଟା ଚଳାଇଛନ୍ତି। ଜଣେ ଶିକ୍ଷୟିତ୍ରୀ ଇନଷ୍ଟାଗ୍ରାମରେ ନିଜର ଫୋଲରସ୍ ବଢେଇବା ପାଇଁ ଏଭଳି କିଛି କରିଛନ୍ତି

ଯାହା ସମସ୍ତ ଶିକ୍ଷକ ସମାଜ ଉପରେ କଳଙ୍କ ବୋଳି ଦେଇଛି। ସୂଚନା ଅନୁଯାୟୀ ଜଣେ ଶିକ୍ଷୟିତ୍ରୀ ନିଜର ଅ-ଶ୍ଳି-ଳ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓ ଅପଲୋଡ଼ ହେବାର କିଛି ସମୟ ପରେ ଏହା ଭାଇରାଲ ହୋଇଯାଇଛି।
ହେଲେ ଯେଉଁ ସ୍କୁଲରେ ଏହି ଶିକ୍ଷୟିତ୍ରୀ ଜଣକ ପାଠ ପଢ଼ାଉଛନ୍ତି। ସେହି ସ୍କୁଲର କିଛି ଛାତ୍ରଙ୍କ ଅଭିଭାବକ ମାନେ ଏହାକୁ ନେଇ ଅଭିଯୋଗ କରିଛନ୍ତି। ଏହା ସହିତ ଶିକ୍ଷୟିତ୍ରୀ ଜଣଙ୍କୁ ସ୍କୁଲରୁ ବାହାର କରିବାକୁ ଦାବି କରିଛନ୍ତି ଅଭିଭାବକ ମାନେ।

ଏହି ଘଟଣା ଇଟାବାର ଇକାଦିନଗର ପଞ୍ଚାୟତ ଅଞ୍ଚଳର। ସେଠାରେ ଥିବା ଏକ ପ୍ରାଥମିକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କର ରିଲ୍ସ ବନେଇବା ବହୁତ ସୌକ ଥିଲା।
ଶିକ୍ଷୟିତ୍ରୀ ଜଣକ ଫଲୋରସ ବଢେଇବା ପାଇଁ ନିଜେ ନିଜର ଆସିଲା ଅ-ଶ୍ଳି-ଳ ଭିଡିଓ ସୁଟିଂ କରି ଏନଷ୍ଟାଗ୍ରମରେ ଅପଲୋଡ଼ କରିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଅଭିଭାବକ ମାନେ କହିଛନ୍ତି ଯେ, ଯଦି ସ୍କୁଲର ଶିକ୍ଷୟତ୍ରୀ ଏଭଳି କାମ କରୁଛନ୍ତି।
ତେବେ ତାହାର ପ୍ରଭାବ ନିଶ୍ଚିନ୍ତ ଭାବେ ଛାତ୍ରଙ୍କ ଉପରେ ପଡ଼ିବ। ଏହି ଭିଡିଓକୁ ଶିକ୍ଷାଧିକାରୀ ଦେଖିବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।