Updated: Nov 26, 2023, 00:06 IST

ମାତ୍ର ୩୭ ଦିନରେ ବଦଳିଗଲା ଜନ୍ହ ଭଳି ସୁନ୍ଦର ଚେହେରା ଦେଖନ୍ତୁ କଣ କହିଲେ ଖୁସି କଣ ହେଇଗଲା ଏମିତି ତାଙ୍କ ସହ ଜାଣନ୍ତୁ ପୁରା ଘଟଣା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଆପଣମାନେ ଅନେକ ଭିଡିଓ ଦେଖିଥିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ସମ୍ପର୍କରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆଉ ଏବେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଘଟଣା ହେଉଛି କି ଖୁସି ଯିଏ କି ସବୁବେଳେ ହସୁଥିଲେ ସେ ଆଜି କଥା ହୋଇ ପାରୁ ନାହାଁନ୍ତି । 
Instagram
ଖୁସି ଆଉ ଅର୍ଜୁନ ଇନଷ୍ଟାଗ୍ରାମରେ ଭିଡିଓ କରିଥାନ୍ତି । ସେମାନେ ଲୋକମାନଙ୍କୁ ତାଙ୍କ ଭିଡିଓ ମାଧ୍ୟମରେ ବୁଝାଇଥାଆନ୍ତି । ଆଉ ସେ ସବୁବେଳେ ଲୋକମାନଙ୍କୁ ହସାଇ ଥାଆନ୍ତି ଆଉ ଅନେକ କଥା କହିଥାନ୍ତି ।
ଏବେ ଏହି ଖୁସି ଏଭଳି ଅବସ୍ଥାରେ ଅଛନ୍ତି ଯାହାକୁ ଦେଖିଲେ ଆପଣ ବି ଦୁଃଖିତ ହୋଇଯିବେ । ଖୁସିକୁ କଣ ଗୋଟିଏ ରୋଗ ହୋଇଛି । ଆଉ ଏହି ରୋଗରେ ଏବେ ସେ ଚିକିତ୍ସିତ ହେଉଛନ୍ତି । ସେମାନେ ବହୁତ ଖୁସିରେ ରହୁଥିଲେ । ଖୁସି କଥା କହି କହି ଲୋକମାନଙ୍କ ମନ କିଣି ନେଉଥିଲେ । 
Instagram viral
ସେ ଏବେ କଥା କହି ପାରୁନାହାଁନ୍ତି । ଖୁସି ଆଉ ଅର୍ଜୁନ ବିବାହ କରିଥିଲେ ଆଉ ତାଙ୍କ ଘରକୁ ଏକ ନୂଆ ଅତିଥି ମଧ୍ଯ ଆସିବାକୁ ଯାଉଥିଲା । ସେଥିପାଇଁ ସେମାନେ ବହୁତ୍ ଖୁସି ଥିଲେ । କିନ୍ତୁ ଖୁସି ସହ ଏଭଳି କିଛି ଘଟିଥିଲା ଯାହା ଆପଣମାନେ ଶୁଣିଲେ ବି କାନ୍ଦି ପକାଇବେ ।
ଖୁସି ଏବେ ଆଉ ଖୁସି ନାହାଁନ୍ତି । ୩୭ ଦିନ ପୂର୍ବରୁ ଖୁସି ବହୁତ ଖୁସିରେ ଥିଲେ ଆଉ ଏବେ ତାଙ୍କର ଦେହ ଖରାପ୍ ହେବା ପରେ ସେ ଏବେ ଦୁଃଖରେ ଅଛନ୍ତି । ଏବେ ତାଙ୍କ ଖୁସି ଉପରେ କିଏ ନଜର ଦେଇ ଦେଇଛି । ଖୁସି ୩୭ ଦିନ ଆଇସିୟୁରେ ରହିବା ପରେ ଆଜି ବାହାରିଛନ୍ତି ।
Khusi
ସେ ତାଙ୍କ ସ୍ୱାମୀଙ୍କୁ ଏହି ଦେହ ଖରାପ୍ ହେବା ପରେ ଜାଣିଲେ । ତାଙ୍କ ସ୍ଵାମୀ ତାଙ୍କୁ ବହୁତ ଭଲ ପାଉଛନ୍ତି ଆଉ ସେଥିପାଇଁ ସେ ଭଗବାନଙ୍କୁ ଡାକୁଥିଲେ କି ତାଙ୍କ ସ୍ତ୍ରୀ ଭଲ ହୋଇଯାଉ । ଭଗବାନ ଖୁସିକୁ ଭଲ କରି ଦେବାରୁ ସେ ବହୁତ ଖୁସି ଅଛନ୍ତି । ସାକ୍ଷାତକାରରେ ଖୁସି ଏହିସବୁ କଥା କହିଛନ୍ତି ।
ଏବେ ଏହି ଭିଡିଓ ସାମ୍ନାକୁ ଆସିଲା ପରେ ଜଣାପଡିଛି କି ଖୁସି ଆଉ ଅର୍ଜୁନ ପରସ୍ପରକୁ ବହୁତ୍ ଭଲ ପାଆନ୍ତି । ଅର୍ଜୁନ ପୁଣି ଥରେ ଖୁସିକୁ ପାଇ ବହୁତ ଖୁସିରେ ଅଛନ୍ତି । ଖୁସି ଏବେ ଭଲ ଅଛନ୍ତି । ଏହି ୩୭ ଦିନ ଭିତରେ ଖୁସିର ଚେହେରା ବି ବଦଳି ଯାଇଛି ।

Advertisement