Mar 17, 2024, 12:55 IST

ଘର ଭିତରେ ପୋ-ଡ଼ି-ଗଲି, ମ-ରି-ଗଲି ଚିତ୍କାର ଆସୁଥିଲା... କବାଟ ଭାଙ୍ଗି ଦେଖିଲାରୁ ଜଣା ପଡିଲା ସ୍ତ୍ରୀ ଲୋକ ଟି ସହ...

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Fg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ମୃ-ତ ମହିଳା ଜଣଙ୍କ ନାଁ ହେଉଛି ଅର୍ଚ୍ଚନା ବେହେରା। ସୂଚନା ଅନୁସାରେ କିଛିବର୍ଷ ପୂର୍ବରୁ ଅର୍ଚ୍ଚନାଙ୍କ ସହିତ ଭାସ୍କରଙ୍କ ବିବାହ ହୋଇଥିଲା। ଏହାର କିଛିବର୍ଷ ପରେ ଦୁହିଁଙ୍କର ଦୁଇଟି ପୁତ୍ର ସନ୍ତାନ ହୋଇଥିଲେ। 
Hh
ସେମାନଙ୍କର ଭରଣ ପୋଷଣ ମେଣ୍ଟେଇବା ପାଇଁ ଭାସ୍କର ବାହାର ରାଜ୍ୟରେ କାମ କରୁଥିବା ବେଳେ ଏକା ନିଜ ଘରେ ଛୁଆ ପିଲାଙ୍କ ସହିତ ରହୁଥିଲେ। କିନ୍ତୁ ଭାସ୍କର ଘରକୁ ଫେରିବା ପରେ ସ୍ତ୍ରୀ ଅର୍ଚ୍ଚନାଙ୍କ ସହିତ ସବୁବେଳେ ଝଗଡ଼ା ଲାଗି ରହୁଥିଲା।
ଆଜି ସକାଳେ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗି ରହିଥିଲା। ଏହାର କିଛି ସମୟ ପରେ ହଠାତ ଘର ଭିତରୁ ବାହାରିଥିଲା ଧୂଆଁ, ଫଳରେ ସ୍ଥାନୀୟ ଲୋକେ ପୋଲିସ ଅବିଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। 
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ଘର ଭିତରେ ମହିଳା ଜଣଙ୍କ ମୃ-ତ ଶରୀରକୁ ଦେଖିଥିଲେ। ଘଟଣାସ୍ଥଳରେ ଭୋଗରାଇ ଥାନା ପୋଲିସ ପହଞ୍ଚି ପୋଡ଼ି ଯାଇଥିବା ମୃ-ତଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟୀଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ଏହି ଘଟଣା ପରେ ମୃ-ତ ମହିଳାଙ୍କ ଶାଶୂଘର ଲୋକେ ଫେରାର ହୋଇଯାଇଥିବା ବେଳେ ସ୍ବାମୀ ଭାସ୍କର ବେହେରା ଭୋଗରାଇ ଥାନାରେ ନିଜର ଭୁଲ ଆତ୍ମସମର୍ପଣ କରିଛନ୍ତି।

Advertisement