Oct 16, 2023, 10:53 IST

ମୋ ଦେହ ରେ ଇଞ୍ଜେକସନ ଦେବାକୁ କହି ମୋ ଦେହ କୁ ଉପୋଭୋଗ କଲା ସେ ଡାକ୍ତର ..

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟରେ ବାପା ମାନେ ନିଜ ଝିଅ କୁ ବାହାର କୁ ଛାଡିବା ପାଇଁ ଡରୁଛନ୍ତି।ଆଜିର ସମାଜ ରେ କାହାରି ଉପରେ ମଧ୍ୟ ବିଶ୍ଵାସ କରିବା ଉଚିତ।ଆଜି ଆମେ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଆସି ଯିବ।
Special report
ଆମେ ଦେହ ଖରାପ ହେଲେ କୌଣସି ଏକ ମେଡ଼ିସିନ୍ ଷ୍ଟୋର କୁ ଯାଇ ମେଡ଼ିସିନ୍ ଆଣି ଥାଉ।ହେଲେ ଯେତେବେଳେ ସେହି ମେଡିସିନ ଷ୍ଟୋର ର କର୍ମକର୍ତ୍ତା ମାନେ ଖରାପ କାମ କରି ଥାଆନ୍ତି।ସେତେବେଳେ ଝିଅ ମାନଂକ ଅବସ୍ଥା କଣ ହେଉ ଥିବ ଆପଣ ମାନେ ଭାବନ୍ତୁ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ବାର ଅଞ୍ଚଳ ରେ।ଏଠାରେ ୧୨ ବର୍ଷ ର ଝିଅ ଟି ପ୍ରବଳ ଜ୍ଵର ରେ ପୀଡ଼ିତ ଥିଲା।ଠିକ୍ ରୂପେ ଚାଲି ପାରୁ ନ ଥିଲା।ଦୁର୍ବଳ ହୋଇ ଯାଇଥିଲା।
ସେଥିପାଇଁ ନିକଟସ୍ଥ ଜଗନ୍ନାଥ ମେଡ଼ିସିନ୍ ଷ୍ଟୋର ରୁ ମେଡ଼ିସିନ୍ ଆଣିବା ପାଇଁ ଯାଇଥିଲା।ସେଠାରେ କାମ କରୁଥିଲା ଜଣେ ଯୁବକ ତାର ନାମ ହେଉଛି ପ୍ରଶାନ୍ତ।ସେ ଝିଅ ଟି ର ପ୍ରଥମେ ଜ୍ଵର ମାପି ଥିଲା ଓ କହିଥିଲା କି ଜ୍ଵର ବଢିବାରେ ଲାଗିଛି।ମୁ ଏବେ ଏକ ଇଞ୍ଜେକସନ ଦେଇ ଦଉଚି।
Special report
ଏହା ପରେ ଝିଅ ଟି କୁ ଏକ ରୁମ୍ ଭିତର କୁ ଯିବା ପାଇଁ କହିଥିଲା।ଝିଅ ଟି କିଛି ବୁଝି ନ ପାରି ପ୍ରଶାନ୍ତ ସହିତ ରୁମ୍ ଭିତର କୁ ଚାଲି ଯାଇ ଥିଲା।ସେଠାରେ ପ୍ରଶାନ୍ତ କବାଟ ଦେଇ ଝିଅ ଟି କୁ ଦୁ-ଷ୍କ-ର୍ମ କରିବାକୁ ଲାଗିଲା।
ଝିଅ ଟି ଯେତେ ବାରଣ କରିଥିଲା ମଧ୍ୟ ସେ ଶୁଣି ନ ଥିଲା।ଏହା ବଦଳ ରେ ଝିଅ ଟି କୁ ଖରାପ ଭାଷା ରେ ଗାଳି ଗୁଲଜ କରୁ ଥିଲା।ତାର ଇଚ୍ଛା ପୂରଣ ହେବା ପରେ ସେ ଝିଅ ଟି କୁ ଛାଡି ଦେଇଥିଲା।ଲୋକ ଲଜ୍ଜା କୁ ଭୟ କରି ଝିଅ ଟି କାହାରି ପାଖରେ କିଛି କହି ନ ପାରି କାନ୍ଦିବାକୁ ଲାଗିଲା।
ଘରକୁ ଆସି ନିଜ ମା କୁ ସବୁ କଥା ଜଣାଇ ଥିଲା।ଏହା ପରେ ତାର ପରିବାର ଲୋକେ ତାକୁ ନେଇ ଥାନା ରେ ପହଞ୍ଚି ଥିଲେ।ସେଠାରେ ପ୍ରଶାନ୍ତ ନାମ ରେ ଅଭିଯୋଗ କଲେ।ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ପ୍ରଶାନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଛନ୍ତି।

Advertisement