Updated: Sep 10, 2023, 13:26 IST

ଭାରତ ର ଉନ୍ନତି ଦେଖି ଇର୍ଷା ରେ ଜଳିଲା ପାକିସ୍ତାନ ! କହିଲା ଏସବୁ ମିଛ, ଭାରତ ର ଲୋକେ ଖାଇବାକୁ ପାଉ ନାହାଁନ୍ତି କେବଳ ମିଡ଼ିଆ ମିଛ ଦେଖାଉଛି

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ G20 ସମ୍ମେଳନ ରେ ସାଇଡ ଇଫେକ୍ଟ ଦେଖିବାକୁ ମିଳିଛି ।G20 ସମ୍ମେଳନି ଦେଖି ନିଜ ସରକାର ଙ୍କ ଉପରେ ବର୍ଷି ଛନ୍ତି ପାକିସ୍ତାନୀ ମାନେ।
ସେ କହିଛନ୍ତି କି ଭାରତ ରୁ ପାକିସ୍ତାନ କିଛି ଶିଖିବା ଉଚିତ୍। ଏହି ସମ୍ମିଳନୀ କୁ ଦେଖିବା ପରେ ପାକିସ୍ତାନୀ ଜନତା ମାନେ ନିଜ ନିଜର ସରକାର ଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। କହିଛନ୍ତି କି ଏହି ଦେଶ ଭୋକ ରେ ଆଉଟୁ ପାଉଟୁ।
Modi ji
ସେଥିପାଇଁ ଏହି କଙ୍ଗାଳ ଦେଶକୁ କେହି ହେଲେ ମଧ୍ଯ ଆସୁ ନାହାଁନ୍ତି। ପାକିସ୍ତାନ କିଛି ଶିଖିବାକୁ ହେଲେ ନିଜର ପଡୋଶୀ ଦେଶ ଠାରୁ କିଛି ଶିଖିବା ଉଚିତ। ନିକଟରେ ଏହି ସମ୍ମିଳନୀ ଆୟୋଜନ ହେବା ନେଇ ପାକିସ୍ତାନ ର ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଥିଲେ।
ଏହି ସମ୍ମିଳନୀ ରୁ ପାକିସ୍ତାନ ର କିଛି ଯାଏ ଆସେ ନାହିଁ ବୋଲି କହିଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଖାନ। ହେଲେ ଏବେ ତାଙ୍କ ଉପରେ ହିଁ ନିଜ ଦେଶର ଲୋକ ବର୍ଷୀ ଛନ୍ତି।
Modiji
ଭାରତରେ G20 ର ଭବ୍ୟ ଆୟୋଜନ କୁ ଦେଖି ସମ୍ପୁର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ପାକିସ୍ତାନୀ। ଏହାକୁ ଦେଖି କହିଛନ୍ତି କି ଏହି କଙ୍ଗାଳ ଦେଶକୁ କେହି ହେଲେ ମଧ୍ଯ ଆସିବେ ନାହିଁ।
ହେଲେ ଏହା ଦେଖିବାର କଥା କି ଭାରତ କିଭଳି G20 ସମ୍ମେଳନ ର ଆୟୋଜନ କରିଛି। ଭାରତ ବହୁତ୍ ଆଗକୁ ଗଲାଣି ଆଉ ଆହୁରି ମଧ୍ୟ ସେ ଆଗକୁ ଯିବ। ଆଉ ଏଭଳି ପରିସ୍ଥିତି ରେ ପାକିସ୍ତାନ କୁ ନିଜ ସ୍ଥିତି ସୁଧାରିବାକୁ ହେଲେ,
ପାକିସ୍ତାନ ଠାରୁ ତାକୁ ନିଶ୍ଚିତ ଭାବରେ କିଛି ନା କିଛି ଶିଖିବାକୁ ହେବ। ଅନ୍ୟ ଏକ ପାକିସ୍ତାନୀ କହିଥିଲେ କି ସେମାନେ ମୋଦୀ ଙ୍କ ଏକ ଭାଷଣ ଦେଖିଥିଲେ ଯେଉଁଥିରେ କି ମୋଦି କହିଥିଲେ ସେ ପାକିସ୍ତାନ ସହ ଆଲୋଚନା କରିବେ। ଆଉ କହିଥିଲେ କି ପାକିସ୍ତାନ ରେ ଭଲ ନେତୃତ୍ୱ ନାହିଁ ଭାରତ ଏବେ ଚନ୍ଦ୍ରରେ ପହଞ୍ଚି ଲାଣି। ହେଲେ ପାକିସ୍ତାନ ରେ ଏବେ ବି ଝଗଡ଼ା ଶେଷ ହେବାର ନାଁ ହିଁ ନେଉ ନାହିଁ।

Advertisement