Updated: Apr 9, 2024, 14:20 IST

ସରକାରୀ ମେଡିକାଲ୍ ରେ ଡାକ୍ତର ଆଉ ନର୍ସ ଙ୍କ ଅ-ଶ୍ଳୀ-ଳ ଭିଡ଼ିଓ ଭା-ଇ-ରା-ଲ.. ଗର୍ଭ ନିରୋଧ ଖାଇ ଡାକ୍ତର ରଖୁଥିଲେ ନର୍ସ ଙ୍କ ସହ ସେ-କ୍ସ..

Vv

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆମ ସମାଜ ରେ ଡାକ୍ତର ଙ୍କୁ ଭଗବାନ ସଦୃଶ୍ୟ ମନେ କରା ଯାଏ।ଅନେକ ରୋଗୀ ଙ୍କ ସେ ଜୀବନ ବଞ୍ଚାଇ ଥାଆନ୍ତି। ଯଦି ସେହି ଡାକ୍ତର ନର୍ସ ଙ୍କ ସହିତ କିଛି ଖରାପ କାମ କରନ୍ତି ତେବେ ରୋଗୀ ଙ୍କ ଅବସ୍ଥା କୁ କିଏ ବୁଝିବ।
ତେବେ ଆଜି ଆମେ ସେଭଳି ଜଣେ ଡାକ୍ତର ନର୍ସ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଡାକ୍ତର ଓ ନର୍ସ ଙ୍କ ଭିତରେ ଲାଗିଚି ଝଗଡ଼ା।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।
Vg
ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର କାନପୁର ଠାରେ।ସେଠାରେ ଗତ କିଛି ଦିନ ତଳେ ଏକ ମେଡିକାଲ ର ଭିଡିଓ ଭାଇରାଲ ହୋଇ ଥିଲା।ଏହି ଭିଡିଓ ରେ ଡାକ୍ତର ଜଣକ ଚୌକି ଉପରେ ବସି ନର୍ସ ଙ୍କ ସହିତ ଜୋର୍ ରେ ଝଗଡ଼ା କରୁ ଥିଲେ।
ତାଙ୍କ ସହିତ ଖରାପ ବ୍ୟବହାର କରୁ ଥିଲେ।ସେଥିପାଇଁ ନର୍ସ ଜଣକ ଡାକ୍ତର ଙ୍କୁ ଗାଲ କୁ ଗୋଟିଏ ଚାପୁଡା ମାରିଛନ୍ତି। ଯାହାକୁ ନେଇ ଡାକ୍ତର ଜଣକ ମଧ୍ୟ ବହୁତ ରାଗୀ ଯାଇଛନ୍ତି।ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଦେଖିବାକୁ ମିଳୁଛି।
Hh
ନର୍ସ ଙ୍କ କହିବା ଅନୁଯାୟୀ ସେ ନିଜେ ସକାଳୁ ସଞ୍ଜ ଯାଏଁ କାମ କରୁଛନ୍ତି।ଡାକ୍ତରଖାନା ରେ ରୋଗୀ ଙ୍କ ସଂଖ୍ୟା ଅଧିକ ଥିଲା।ଲୋକ ମାନଙ୍କୁ ଇଞ୍ଜେକସନ ଦେବା ତାଙ୍କର ସେବା କରିବା ଏସବୁ କାମ ଆମେ କରୁ ଥିଲୁ।
ହେଲେ ଡାକ୍ତର ଜଣକ କେବଳ ଆସି ଚୌକି ରେ ବସି ଯାଉ ଥିଲେ।ସେ ନର୍ସ ମାନଙ୍କୁ ବିନା କଥା ରେ ଗାଳି ଦେଉ ଥିଲେ।ଏହାକୁ ଆମେ ସହି ପାରି ନ ଥିଲୁ।ଏ ନେଇ ସେମାନେ ଡାକ୍ତର ଙ୍କ ସହିତ କଥା ହୋଇ ଥିଲେ।ହେଲେ ଡାକ୍ତର ଜଣକ ତାଙ୍କୁ ଖରାପ ବ୍ୟବହାର ଦେଖାଇ ଥିଲେ।
ଏଥିରେ ମହିଳା ନର୍ସ ଜଣକ ବହୁତ ରାଗି ଯାଇ ଥିଲେ।ନିଜ ରାଗ କୁ କଣ୍ଟ୍ରୋଲ କରି ନ ପାରି ସେ ଡାକ୍ତର ଙ୍କ ଗାଲ କୁ ଗୋଟିଏ ଚାପୁଡା ପକାଇ ଥିଲେ।ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାକୁ ଲାଗୁଚି।ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement