Apr 15, 2024, 10:02 IST

ଟ୍ରେନରେ ଝିଅ ଦେହରେ ଲାଗିଲା ପୁଅ ଆଉ ଟ୍ରେନ ଭିତରେ ରଖିଲେ ସଂପର୍କ !!

Ff

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଆଜିର ଯୁବ ପିଢ଼ି ପ୍ରେମ ଭଳି ଏକ ପବିତ୍ର ସମ୍ପର୍କ କୁ କଳଙ୍କିତ କରି ଦେଉଛନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଟ୍ରେନ ଭିତରେ ଖୁଲମ୍ ଖୁଲା ପ୍ରେମ କରୁଛନ୍ତି ଯୁବକ ଯୁବତୀ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀ ର ମେଟ୍ରୋ ଟ୍ରେନ ଭିତରେ।
Df
ଯାହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ସୂଚନା ଅନୁସାରେ କିଛି ଦିନ ତଳେ ଦିଲ୍ଲୀ ରେ ମେଟ୍ରୋ ଟ୍ରେନ ରେ ଦୁଇ ପ୍ରେମୀ ଯୁଗଳ ଯାଉ ଥିଲେ।ସେମାନେ ପାଖରେ ବସିଥିବା ଲୋକ ମାନଙ୍କୁ ଖାତିର ନ କରି ପରସ୍ପର ସହିତ ରୋମାନ୍ସ କରି ଥିଲେ।
ମେଟ୍ରୋ ବାହାରେ ରହିଥିଲେ ଅନେକ ଲୋକ।ଯେଉଁ ମାନେ ଏ ସବୁ କୁ ଦେଖୁ ଥିଲେ।ହେଲେ କେହି କିଛି ବି କହି ପାରୁ ନ ଥିଲେ।କିଏ ଗୋଡ ହାତ ଲମ୍ବାଇ ମେଟ୍ରୋ ରେ ବସି ଥିବା ବେଳେ କିଏ ସେଠାରେ ଶୋଇ ପଡି ଥିଲା।
Gg
ହେଲେ ସମସ୍ତଙ୍କ ନଜର ଏହି ପ୍ରେମୀ ଯୁଗଳ ଙ୍କ ଉପରେ ପଡ଼ି ଥିଲା।ସେମାନଙ୍କ ପାଇଁ ଏହି ମେଟ୍ରୋ ଟ୍ରେନ ଟି ଗୋଟିଏ ଓଏ ରୁମ୍ ଥିଲା।ଯେଉଁ ଠାରେ ସେମାନେ କାହାକୁ ଖାତିର ନ କରି ପରସ୍ପର କୁ ପ୍ରେମ କରୁ ଥିଲେ।
କିଛି ଲୋକ ମାନେ ପାଖରେ ଠିଆ ହୋଇ ଏ ସବୁ କୁ ଦେଖୁ ଥିଲେ।ହେଲେ କିଛି ବି କହି ପାରୁ ନ ଥିଲେ।ତେବେ ବର୍ତ୍ତମାନ ସମୟ ରେ ଆଜିର ଯୁବ ପିଢ଼ି କାହାକୁ ବି ଖାତିର କରୁ ନାହାନ୍ତି।ଏଭଳି କିଛି କାମ କରି ଦେଉଛନ୍ତି ଯାହାକୁ ଆମ ସମାଜ କୁ ଖରାପ କରୁଚି।
ମେଟ୍ରୋ ରେ ବସିଥିବା ଅନେକ ଲୋକ ଏହି ଘଟଣା କୁ ତାଙ୍କ ଫୋନ୍ ରେ ଭିଡିଓ କରି ଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।କିଛି ଲୋକ କହିଛନ୍ତି କି ଏଭଳି ପିଲା ଙ୍କୁ ସଙ୍ଗେ ସଙ୍ଗେ ପୋଲିସ ରେ ଦେଇ ଦେବା କଥା।ଯାହା ଦ୍ଵାରା ଭବିଷ୍ୟତ ରେ ଆଉ କେହି ଏପରି କାମ କରିବେ ନାହି।

Advertisement