Updated: Apr 22, 2024, 01:54 IST

ଅଧା ରାତି ରେ ଜୋର୍ ରେ ସ୍ତ୍ରୀ ଚିତ୍କାର କରୁଥିଲା ନୃ-ଶଂ-ସ ସ୍ବାମୀ କରୁଥିଲା ଏମିତି ନାରକୀୟ କାଣ୍ତ

Hy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କୁଲ୍ ଲାଟିନ ଭିତରୁ ମିଳିଲା ମହିଳାଙ୍କ ମୃ-ତ-ଦେହ। ଗାଁ ଲୋକ ସେଠାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ମୃ-ତ-ଦେହ କୁ ତା ଭିତରୁ ଟାଣି ଟାଣି ବାହାର କରାଯାଉଥିଲା।
ଏହାପରେ ଯାଇ ଜଣା ପଡ଼ିଥିଲା କି ସେଠାକୁ ମହିଳାଙ୍କ ମୃ-ତ-ଦେହ କେମିତି ଆସିଥିଲା ବୋଲି। ଏହି ମହିଳା ଜଣକ ନାମ ହେଉଛି ବିନୋଦିନୀ ବେହେରା। ବୟସ ମଧ୍ୟ ପାଖାପାଖି ତାଙ୍କର ୫୦ ରୁ ୬୦ ବର୍ଷ ହେବ।
Hh
ବିନୋଦିନୀ ଙ୍କ ସ୍ଵାମୀଙ୍କ ନାମ ଥିଲା ଅଲେଖ ବେହେରା। ବିନୋଦିନୀ ମଧ୍ୟ ସବୁଦିନ ସକାଳୁ ଉଠି ଠାକୁରଙ୍କ ପାଇଁ ଫୁଲ ତୋଳି ଥାଆନ୍ତି। ସେଦିନ ମଧ୍ୟ ବିନୋଦିନୀ ଫୁଲ ତୋଳିବା ପାଇଁ ଗାଁ ରେ ଥିବା ସେହି ସ୍କୁଲ୍ କୁ ଯାଇଥିଲେ।
ଆଉ ସେହି ସ୍କୁଲ୍ ଲାଟିନ ରୁ ହିଁ ତାଙ୍କର ମୃ-ତ-ଦେହ ଉଦ୍ଧାର କରାଯାଇଛି। ବିନୋଦିନୀ ଫୁଲ ତୋଳୁ ଥିବା ସମୟରେ ଦୁଇଜଣ ଯୁବକ ଆସି ତାଙ୍କ ମୁଣ୍ଡ କୁ ଲୁହା ରଡ଼ ରେ ଆକ୍ରମଣ କରିଥିଲେ।
ଦୁଇଜଣ ଯୁବକଙ୍କ ଏଭଳି ଆକ୍ରମଣ ଦ୍ବାରା ବିନୋଦିନୀ ସେଠାରେ ହିଁ ମୃ-ତ୍ୟୁ ବରଣ କରିଥିଲେ।ଏହାପରେ ବିନୋଦିନୀ ଙ୍କ ମୃ-ତ-ଦେହ କୁ ଲାଟିନ ଭିତରେ ରଖି ଦେଇ ବିନୋଦିନୀ ସେଠାରୁ ଫେରାର ହୋଇ ଯାଇଥିଲେ।
Hh
ପରେ ଗାଁ ରେ ଚହଳ ପଡ଼ିଥିଲା କି ସ୍କୁଲ୍ ଲାଟିନ ଭିତରେ ବିନୋଦିନୀ ଙ୍କ ମୃ-ତ-ଦେହ ପଡିଛି ବୋଲି। ପୋଲିସ ପାଖରେ ବିନୋଦିନୀ ଙ୍କ ସ୍ଵାମୀ ମଧ୍ୟ ଏକ ଲିଖିତ ଭାବରେ ଅଭିଯୋଗ କରିଥିଲେ। ସ୍ୱାମୀ ଅଲେଖ ର ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଥିଲା।
ହେଲେ ପୋଲିସ୍ ର ତଦନ୍ତ ପରେ ଜଣା ପଡିଥିଲା କି ବିନୋଦିନୀ ର ହ-ତ୍ୟା ଆଉ କେହି ନୁହେଁ ବରଂ ନିଜେ ସେହି ଅଲେଖ ହିଁ କରି ଦେଇଥିଲା।ଏହାକୁ ଶୁଣିବା ପରେ ପୂରା ଗାଁ ରେ ମଧ୍ୟ ଚହଳ ପଡି ଯାଇଥିଲା।
ଅଲେଖ ମଧ୍ୟ ତାର ସହଯୋଗୀ ସହ ମିଶି ନିଜ ସ୍ତ୍ରୀ କୁ ହ-ତ୍ୟା କରିଛି ବୋଲି ସେ ନିଜ ମୁହଁରେ ମାନି ନେଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି ଯାଜପୁର ଜିଲ୍ଲା ର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ।

Advertisement