Apr 6, 2024, 12:10 IST

ଏମିତି ଜଘନ୍ୟ କାଣ୍ତ ଆପଣ ଜାଣିଲେ ମୁଣ୍ଡ ରେ ହାତ ଦେବେ ନିଜର ସ୍ତ୍ରୀ କୁ ଏହି ସାମାନ୍ୟ ଭୁଲ୍ ପାଇଁ ଦେଲା ମୃ-ତ୍ୟୁ ଦଣ୍ଡ

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମିକ ଆସିଲା ଆଉ ସବୁଦିନ ଭଳି ସେ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା। ଏହାପରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ନେଇ ଝଗଡା ହେବା ପରେ ମଧୁସ୍ମିତା ଙ୍କୁ ସବୁଦିନ ପାଇଁ ଶୁଆଇ ଦେଇ ଘର ବାହାର ପଟୁ ଚାବି ପକାଇ ଦେଇ ଚାଲିଗଲା।
ଅନ୍ୟ ପେଟ ସ୍ୱାମୀ ଚିନ୍ତା ମଗ୍ନ ହୋଇ ପଡ଼ିଥିଲେ କି ତାଙ୍କର ସ୍ତ୍ରୀ ମଧୁସ୍କିତା କଣ ପାଇଁ ତାଙ୍କର ଫୋନ ଉଠାଉ ନାହାଁନ୍ତି।ଯେତେବେଳେ ସବୁ ସତ ଜାଣିଲେ ସେତେବେଳେ ତାଙ୍କର ସବୁ ହୋସ ଉଡିଗଲା।
Jj
ବନ୍ଦ ଘର ଭିତରୁ ମହିଳାଙ୍କ ମୃ-ତ ଦେହ ଉଦ୍ଧାର ଏବେ ସାରା ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଏବେ ମୂଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ। ସୁଚନା ମୁତାବକ ମୃ-ତ-କ ମହିଳା ଜଣକ ମଧୁସ୍ମିତା ନାୟକ ଅଟନ୍ତି।
ସ୍ୱାମୀ ମହେଶ୍ୱର ନାୟକ ଙ୍କ ଘର ତିହିଡି ଥାନା ଅନ୍ତର୍ଗତ ଗୋଳା ପୋଖରୀ ରେ। ସ୍ୱାମୀ ମହେଶ୍ୱର ନାୟକ ମୁମ୍ବାଇ ରେ ରହି ଚାକିରୀ କରୁଥିବା ବେଳେ ସ୍ତ୍ରୀ ମଧୁସ୍ମିତା ଅପର୍ତିବିନ୍ଧା ନିଉ କଲୋନୀ ରେ ଗତ ଛଅ ମାସ ହେବ ଭଡ଼ା ଘରେ ରହୁଥିଲେ।
Bh
ସ୍ୱାମୀ ବିଗତ ୧୪ ଦିନ ହେବ ନିଜ ସ୍ତ୍ରୀ ମଧୁସ୍ମିତା ଙ୍କୁ ଫୋନ କରୁଥିବା ବେଳେ ସ୍ତ୍ରୀ ମଧୁସ୍ମିତା ତାଙ୍କର ଫୋନ ଆଦୌ ଉଠାଉ ନଥିଲେ। ସନ୍ଦେହ ହେବାରୁ ପାଖ ପଡୋଶୀ ଙ୍କୁ ମଧ୍ଯ ଫୋନ କରିଥିଲେ ସ୍ୱାମୀ।ହେଲେ ବାହାରୁ ଘରେ ଚାବି ପଡ଼ିଥିବା କଥା କହିଥିଲେ ପଡୋଶୀ ଜଣକ।
ସ୍ୱାମୀ ଆସି ମାର୍ଚ୍ଚ ୩୦ ତାରିଖରେ ପୋଲିସ ଓ ମ୍ୟାଜିଷ୍ଟେଟ ଙ୍କ ଉପସ୍ଥିତି ରେ କବାଟ ଭାଙ୍ଗି ମୃ-ତ ଦେହକୁ ଉଦ୍ଧାର କରିବା ସହିତ ଟାଉନ୍ ଥାନା ପୋଲିସ କର୍ମଚାରୀ ମାନେ ମଧ୍ୟ ତଦନ୍ତ କରୁଥିଲେ। ଏହାପରେ ପୋଲିସ୍ ଏହି ଜଘନ୍ୟ ହ-ତ୍ୟା-କା-ଣ୍ଡ ପଛର ରହସ୍ୟ ଉନ୍ମୋଚନ କରୁଥିଲା।
ଏହି ଘଟଣା ସହ ଜଡ଼ିତ ଥିବା ସେହି ଅପରାଧୀ ପ୍ରେମିକ କୁ ଗିରଫ କରି ପୋଲିସ ତାକୁ କୋର୍ଟ କୁ ଚାଲାଣ କରିଛି। ଏହା ସମ୍ପର୍କରେ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଖବର ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି।

Advertisement