Mar 25, 2024, 12:42 IST

ମୋ ଭଳିଆ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ..ସ୍ବାମୀ ଅଲଗା ଝିଅ ଆଣି ଘର ଭିତରେ ପୁରେଇଲା..

Jj

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ଗ୍ରାମ ର ଜଣେ ମହିଳା ଙ୍କ ସହିତ ସମ୍ପର୍କ ରଖୁଛନ୍ତି।
ଆଉ ଏପଟେ ମହିଳା ଙ୍କ ଦାଦା ଶଶୁର ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ହୋଟେଲ କୁ ଡାକୁଛନ୍ତି।ମହିଳା ଜଣଙ୍କ ଭଲ ପାଇ ବିବାହ କରିଥିଲେ।କିନ୍ତୁ ବର୍ତମାନ ସ୍ବାମୀ ଛାଡ଼ି ଚାଲି ଗଲା ପରେ ଦାଦା ଶଶୁର ତାଙ୍କ ସହିତ ସମ୍ପର୍କ ରଖିବେ ବୋଲି ବାଧ୍ୟ କରୁଛନ୍ତି।
Bb
ଏହା ଶୁଣିଲେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।ମହିଳାଙ୍କ ସ୍ବାମୀ ଙ୍କ ନାମ ହେଉଛି ରୁପକ ମହାନ୍ତି।ଆଉ ସ୍ତ୍ରୀ ଙ୍କ ନାମ ହେଉଛି ରାଜ୍ ନନ୍ଦିନୀ ମହାନ୍ତି।ଗତ ୮ ବର୍ଷ ତଳେ ରୂପକ ,ରାଜ ନନ୍ଦିନୀ ଙ୍କୁ ବିବାହ କରିଥିଲେ।
ସେ ପୁଣି ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା।କିନ୍ତୁ ଏବେ ରୂପକ ନିଜ ସ୍ତ୍ରୀ ଙ୍କୁ ଛାଡି ଗାଁ ର ଭାଉଜ ଙ୍କ ପ୍ରେମ ରେ ପଡ଼ି ଯାଇଛନ୍ତି।ଆଉ ପର ସ୍ତ୍ରୀ ବୋହୂ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।
Hh
ଆଉ ସବୁଦିନ ଘରେ ନିଶା ଖାଇ ସ୍ତ୍ରୀ ରାଜ୍ ନନ୍ଦିନୀ ଙ୍କୁ ନି-ର୍ଯା-ତ-ନା ଦେବା ସହିତ ଶେଷ ରେ ଏବେ ସ୍ତ୍ରୀ ଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଛନ୍ତି।ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ସ୍ବାମୀ ରୂପକ ସ୍ତ୍ରୀ ଙ୍କୁ ଘରୁ ବାହାର କରିଦେବା ପରେ ମହିଳାଙ୍କ ସାନ ଶଶୁର ମହିଳାଙ୍କୁ ଖରାପ ସମ୍ପର୍କ ରଖିବାକୁ ହୋଟେଲ ଡାକୁଛନ୍ତି।
ଏହି ପ୍ରେମ କାହାଣୀ କଟକ ମେଡ଼ିକାଲ ରୁ ଆରମ୍ଭ ହୋଇଥିଲା।ଗତ ୮ ବର୍ଷ ତଳେ ରୂପକ ଅଣ୍ଟା ଯନ୍ତ୍ରଣା ହେଉଥିବା ଯୋଗୁଁ କଟକ ମେଡ଼ିକାଲ କୁ ଆସିଥିଲେ।
କଟକ ମେଡ଼ିକାଲ ରେ ରାଜ୍ ନନ୍ଦିନୀ ମଧ୍ୟ ଜଣେ ମେଡ଼ିକାଲ କର୍ମଚାରୀ ଭାବରେ କାମ କରୁଥିଲେ।ଏହାପରେ ଦୁହେଁ ପରସ୍ପର କୁ ଭଲ ପାଇ ଯାଇଥିଲେ ଏବଂ ବିବାହ କରିଥିଲେ।ଏହାପରେ ଏଭଳି ଘଟଣା ଘଟିଛି।

Advertisement