Apr 5, 2024, 14:42 IST

ଛଟପଟ ହୋଇ ମ-ରି-ଗଲେ ଛାତ୍ରୀ ଦେଖନ୍ତୁ ଧାଇଁ ପଳାଇଗଲେ ଦିଦି ଦେଖନ୍ତୁ Exclusive Visual

Tty

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ପ୍ରଧାନଶିକ୍ଷୟତ୍ରୀଙ୍କ ପାଇଁ ଛାତ୍ରୀଙ୍କ ଜୀବନ ଚାଲିଗଲା। ପ୍ରଧାନଶିକ୍ଷୟତ୍ରୀଙ୍କ ନାଁରେ ଆସିଛି ସଂଘାତିକ ଅଭିଯୋଗ। କନ୍ଧମାଳ ଜିଲ୍ଲା ସ୍କୁଲରେ କଟ୍ରୀଙ୍ଗିଆ ପଞ୍ଚାୟତର ବେଲପତ୍ର ଜନଜାତି ବାଳିକା ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କର ଜୀବନ ଯାଇଛି। ଛାତ୍ରୀଙ୍କର ନାମ ହେଉଛି ଶୁଭଲକ୍ଷ୍ମୀ ଦେହୁରୀ। 
ଶୁଭଲକ୍ଷ୍ମୀଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ଆଉ ଯେତେବେଳେ ସେହି କଥା ଶୁଭଲକ୍ଷ୍ମୀଙ୍କ ପରିବାର ଲୋକ ଜାଣିଥିଲେ ସେତେବେଳେ ସେବାଶ୍ରମ ସ୍କୁଲକୁ ଯାଇଥିଲେ। ଝିଅର ଦେହ ଅତ୍ୟଧିକ ଖରାପ ହେଇଥିବାରୁ ଝିଅର ପରିବାର ଲୋକେ ପ୍ରଧାନଶିକ୍ଷୟତ୍ରୀ ରୁପଶ୍ରୀ ଦିଗାଲଙ୍କୁ କହିଥିଲେ ଯେ, "ସେ ଝିଅକୁ ତାଙ୍କ ଘରକୁ ନେଇଯିବେ ବୋଲି"।
Bh
ହେଲେ ରୂପଶ୍ରୀ ଦିଗାଲ ଝିଅ ଶୁଭଲକ୍ଷ୍ମୀକୁ ଛାଡିନଥିଲେ। ଶୁଭଲକ୍ଷ୍ମୀଙ୍କ ବାପା ମାଙ୍କୁ ସ୍କୁଲରୁ ଫେରାଇ ଦେଇଥିଲେ ପ୍ରଧାନଶିକ୍ଷୟତ୍ରୀ ରୂପଶ୍ରୀ ଦିଗାଲ। ତା'ପରେ ଶୁଭଲକ୍ଷ୍ମୀଙ୍କ ଦେହ ଅଧିକ ଅସୁସ୍ଥ ହେବାକୁ ଲାଗିଥିଲା। 
ଆଉ ଶେଷରେ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କୁ ଡାକ୍ତରଖାନା ନେବା ସମୟରେ ତାଙ୍କର ଜୀବନ ଚାଲିଯାଇଥିଲା। ମୃ-ତ-କ ଝିଅର ଭାଇ ଅଭିଯୋଗ କରିଛନ୍ତି ଯେ, ପ୍ରଧାନଶିକ୍ଷୟତ୍ରୀ ରୂପଶ୍ରୀ ଦିଗାଲଙ୍କ ପାଇଁ ତାଙ୍କ ଭଉଣୀ ଶୁଭଲକ୍ଷ୍ମୀଙ୍କ ଜୀବନ ଯାଇଛି।
ତେବେ ମୃ-ତ-କ ଶୁଭଲକ୍ଷ୍ମୀଙ୍କ ଭାଇ ସଂଘାତିକ ଅଭିଯୋଗ ଆଣିବା ପରେ ପ୍ରଧାନଶିକ୍ଷୟତ୍ରୀ ରୂପଶ୍ରୀ ଦିଗାଲ କୌଣସି ଉତ୍ତର ଦେଇନଥିଲେ। ମୃ-ତ ଶୁଭଲକ୍ଷ୍ମୀଙ୍କ ଭାଇ କହିଛନ୍ତି ଯେ, ଏହି ଘଟଣା ଉପରେ ସଠିକ ଭାବରେ ତଦନ୍ତ କରି ଦୋଷୀଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ।

Advertisement