Updated: Mar 5, 2024, 12:12 IST

ମୋ ସ୍ତ୍ରୀ କୁ ମୁ ରାତି ରେ ଧରି ଶୋଇବି..ମୋର ଯୌତୁକ କଣ ହେବ, ସେସବୁ ଦିଅନି

Hhh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଜାଣିଥିବେ ଯେ ଆଜି କାଲି କା ସମୟରେ ମଧ୍ୟ ଏମିତି ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ଯୌତୁକ ପାଇଁ ନାରୀ ମାନଙ୍କୁ ନି-ର୍ଯା-ତ-ନା ଦେଉଛନ୍ତି।
ସେହି ଯୌତୁକ ପାଇଁ ନବ ବଧୁ ମାନଙ୍କୁ ବାହା ହୋଇସାରିବା ପରେ ଜୀବନରୁ ମଧ୍ୟ ମାରି ଦେଉଛନ୍ତି।ଯେଉଁଥି ପାଇଁ ଆଜିକାଲି କା ବାପା ମା ମାନେ ଝିଅ ଜନ୍ମ ହେବା ପରେ ପରେ ହିଁ ଝିଅ ପାଇଁ ଯୌତୁକ କଣ ଦେବେ ଯୋଗାଡ କରିବା ଆରମ୍ଭ କରି ଦେଉଛନ୍ତି।
Yu
ସହେ ଭାଗ ରୁ ନବେ ଭାଗ ଲୋକ ଯୌତୁକ ଲୋଭି ହୋଇଥିବା ବେଳେ ୧୦ ଭାଗ ଲୋକ ଏମିତି ବି ଅଛନ୍ତି ଯେଉଁ ମାନେ ବିନା ଯୌତୁକ ରେ ବାହା ହେବାକୁ ପସନ୍ଦ କରିଥାନ୍ତି।ଆଉ ସେହି ୧୦ ଭାଗ ଲୋକ ଙ୍କ ଭିତରୁ ଆସୁଛନ୍ତି ଜଣେ ଯୁବକ।
ଯିଏକି ବାହା ବେଦୀ ଉପରୁ ୨୧ ଲକ୍ଷ ଟଙ୍କା ଫେରାଇ ଚର୍ଚ୍ଚା ରେ ଆସିଛନ୍ତି।ଯୁବକ ଙ୍କ ନାମ ହେଉଛି ସୀମନ୍ତ ଚୋହ୍ୱାନ।ବୟସ ପାଖାପାଖି ୨୫ ବର୍ଷ ହେବ।ସେଦିନ ବାହା ବେଦୀ ରେ କନିଆଁ ଘର ଲୋକେ ବର କୁ ସମସ୍ତଙ୍କ ସାମ୍ନାରେ ୨୧ ଲକ୍ଷ ଟଙ୍କା ଦେଇଥିଲେ।
Ujj
ହେଲେ ବର ସୀମନ୍ତ ସମସ୍ତଙ୍କ ସାମ୍ନାରେ ସେ ସବୁତକ ଟଙ୍କା କୁ କନିଆଁ ବାପା ଙ୍କୁ ଫେରାଇ ଦେଇ ମାତ୍ର ୧୦୧ ଟଙ୍କା ଉପହାର ସ୍ବରୂପ ରଖିଥିଲେ।ବର ସୀମନ୍ତ ପ୍ରଥମ ରୁ ହିଁ ବିନା ଯୌତୁକ ରେ ବାହା ହେବା ପାଇଁ ଚାହିଁ ଥିଲେ।ଆଉ ତାଙ୍କ ପାଇଁ ଝିଅ ଟେ ଘର କୁ ଆଣିବା ହିଁ ସବୁଠାରୁ ମୂଲ୍ୟବାନ ଉପହାର ଥିଲା।
ତେଣୁ ସେ ଟଙ୍କା ନେବାକୁ ଚାହିଁ ନଥିଲେ ବୋଲି ବରର ବାପା ମଧ୍ୟ ଏକଥା କହିଛନ୍ତି।ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଏହା ଦେଖି ବହୁତ ଖୁସି ହୋଇଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement