Apr 23, 2024, 10:01 IST

ବସିଥିଲି ଅଚାନକ ରାଣୀ ର ପ୍ରେମିକ ମତେ କଲ କଲା.. ବହୁତ୍ କଷ୍ଟରେ ଛଟପଟ ହେଉଛନ୍ତି ଦୁଇଜଣ

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ।ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ରାଣୀ ପଣ୍ଡା ଓ ତାଙ୍କ ପୂର୍ବତନ ପ୍ରେମିକ ବିକ୍ରମ ଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା କରା ଯାଉଚି।ଏବେ ସୋସିଆଲ ମିଡିଆରେ ରାଣୀ ପଣ୍ଡା ଓ ବିକ୍ରମ ମଧ୍ୟରେ ଲାଗିଚି ଲଢେଇ।
ଆଠ ବର୍ଷ ର ପ୍ରେମ ସଂପର୍କ କୁ ଭୁଲି ଚାଲି ଯାଇ ଥିଲା ବିକ୍ରମ।ତେବେ ଏବେ କଣ ପାଇଁ ସେ ପୁଣି ଠାରେ ରାଣୀ ପଣ୍ଡା ଙ୍କୁ ହଇରାଣ କରୁଛନ୍ତି ବୋଲି ସମସ୍ତେ କହୁଛନ୍ତି।ତେବେ ଏହି ଘଟଣା କୁ ନେଇ ଅଭିନେତ୍ରୀ ଐଶଯ୍ୟା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।
Hh
ସେ କହିଛନ୍ତି କି ରାଣୀ ଦିଦି ମୋର ବହୁତ ଭଲ ବନ୍ଧୁ ଓ ଭଉଣୀ।ତାଙ୍କ କଷ୍ଟ ଆଉ ଦେଖି ହେଉନି।ଦୀର୍ଘ ଦିନ ଧରି ସେ ନିଜ କଷ୍ଟ କୁ ସମସ୍ତଙ୍କ ପାଖରୁ ଲୁଚେଇ ରଖିଲେ।ଆଜି ତାଙ୍କ କଷ୍ଟ କୁ ସମସ୍ତ ଙ୍କୁ ଦେଖେଇ ଦେଲେ।
ସୋସିଆଲ ମିଡିଆରେ କାନ୍ଦି କାନ୍ଦି ସେ ଲଢି ଚାଲି ଛନ୍ତି ନିଜ ପ୍ରେମ ପାଇଁ।ହେଲେ ବିକ୍ରମ ତାଙ୍କ ଆଖିର ଲୁହ କୁ ଥରେ ହେଲେ ବି ଜାଣି ପାରିଲା ନା Bbହି।ସେ ରାଣୀ ଦିଦି ଙ୍କୁ ପ୍ରେମ କରୁ ନ ଥିଲା।ଯଦି ସତ ପ୍ରେମ କରି ଥାଆନ୍ତା ତେବେ ନିଜ ପରିବାର କୁ ତାଙ୍କୁ ବୋହୂ କରି ନେଇ ଥାଆନ୍ତା।
ଯଦି ରାଣୀ ଦିଦି ନ୍ୟାୟ ରେ ଥିବେ ତେବେ ମୁଁ ତାଙ୍କ ସହିତ ରହିଛି।ତାଙ୍କୁ ଜଲଦି ନ୍ୟାୟ ମିଳୁ।ସେ ଯେପରି ଆଗକୁ ଖୁସି ରେ ରୁହନ୍ତୁ।ସେ ଆହୁରି ମଧ୍ୟ କହିଛନ୍ତି କି ମୋ ସହ ଏମିତି ଆଗରୁ ବହୁତ ଥର ହେଇଛି।ମୋତେ ବି ବହୁତ କଷ୍ଟ ହେଇଛି।ହେଲେ ମୁଁ ଘର ର ଚାରି କାନ୍ଥ ଭିତରେ ନିଜ କଷ୍ଟ କୁ ରଖି ଦିଏ।
କାହାକୁ ଜଣାଇ ବାକୁ ଦିଏନି।ତେବେ ରାଣୀ ପଣ୍ଡା ଓ ବିକ୍ରମ ଙ୍କ କାହାଣୀ ଏବେ ସମସ୍ତଙ୍କୁ ଜଣା ପଡି ଯାଇଚି।ସମସ୍ତେ ଚାହୁଁଛନ୍ତି ରାଣୀ ଙ୍କୁ ନ୍ୟାୟ ମିଳୁ।ତାଙ୍କ ଭଳି ଜଣେ ମହାନ୍ ଲୋକ ଙ୍କ ସହିତ ଏଭଳି କିଛି ଖରାପ ନ ହେଉ।
ବିକ୍ରମ ରାଣୀ ଙ୍କୁ ପାଖକୁ ଡାକି ଏହାର କିଛି ସମାଧାନ କରନ୍ତୁ ବୋଲି ଐଶର୍ଯ୍ୟା କହିଛନ୍ତି।ତେବେ ଏହି କଥା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ରହିଛି।ଉଭୟ ଙ୍କ ପ୍ରେମ କାହାଣୀ ଆଗକୁ କି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା।

Advertisement