Updated: Mar 13, 2024, 22:18 IST

ବିବାଦ ଛାଡୁନି ପିଛା ଦେଖନ୍ତୁ ପୁଣି ହ୍ୟୁମାନ ସାଗରଙ୍କ ନାଁ ରେ ଆସିଲା ଏପରି ତଥ୍ୟ

Human Sagar

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ତଥା ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି । ଆଉ ଏହାସହ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଜାଣିଥିବେ । ଏହି କଣ୍ଠଶିଳ୍ପୀ ଜଣକ ଅନେକ ସୁନ୍ଦର ସୁନ୍ଦର ଗୀତ ଗାଇଛନ୍ତି । ଏବେ ଏହି କଣ୍ଠଶିଳ୍ପୀ ଜଣଙ୍କୁ ନେଇ କିଛି ଖବର ଆସିଛି । 
Viral
ଏହି ଗୀତିକାର ଜଣକ ଗୀତ ରଚୟିତା ପ୍ରମୋଦ ପରିଡ଼ାଙ୍କୁ ମାରଧର କରିଥିଲେ । ତାଙ୍କୁ ମାରିବେ ବୋଲି ଧମକ ବି ଦେଇଥିଲେ । ଏବେ ଏହି ଘଟଣା ଆପଣମାନେ ସମସ୍ତେ ଜାଣିଥିବେ । କିଛିଦିନ ତଳେ ଆପଣମାନେ ଶୁଣିଥିବେ କି ଜଣେ ଗୀତ ରଚୟିତା ଯିଏ କି ହେଉଛନ୍ତି ପ୍ରମୋଦ ପରିଡ଼ା ।
ପ୍ରମୋଦ ପରିଡ଼ାଙ୍କୁ ମାରଧର କରିଥିଲେ । ଗୀତିକାର ହ୍ୟୁମାନ ସାଗର ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ । ଆଉ ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।
Viral
ବାଦାମବାଡ଼ି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପ୍ରମୋଦ ପରିଡ଼ା । ପ୍ରମୋଦ ପରିଡ଼ା କହିଛନ୍ତି ସେ ତାଙ୍କ ଅଫିସରେ ଥିଲେ । ଆଉ ଅଫିସରେ ଥିବା ବେଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ କୁମାର ଆଉ ତାଙ୍କ ବାଉନ୍ସର ତାଙ୍କ ପାଖକୁ ଆସିଥିଲେ ।
୨୦ ତାରିଖ ଫେବୃଆରୀ ମାସ ଦିନ ଦ୍ବିପ୍ରହର ୨ ଟା ସମୟରେ ତାଙ୍କୁ ଅପହରଣ କରି ନେଇଥିଲେ । ଆଉ ଭୟାନକ ଆକ୍ରମଣ ମଧ୍ୟ କରିଥିଲେ । ଆଉ ସେହି ସମୟରେ ହ୍ୟୁମାନ ସାଗର ହ୍ୱାଟସଅପ୍ କଲରେ ଥିଲେ । ଆଉ ତାଙ୍କୁ ମାରିଦେବାକୁ ସେ କହିଥିଲେ ।
ହ୍ୟୁମାନ ସାଗର ପରିବାର ଚିନ୍ତା ଆଉ ନିଶା କାରଣରୁ ସେ ଗୀତକୁ ସମୟ ଦେଉ ନଥିଲେ ଆଉ ସେଥିପାଇଁ ପ୍ରମୋଦ ପରିଡ଼ା ଅନ୍ୟ ସ୍ଥାନରେ କାମ କରୁଥିଲେ । ଆଉ ଏହି କାରଣରୁ ତାଙ୍କୁ ସେମାନେ ମାଡ ମାରିଛନ୍ତି । ଆଉ ତାଙ୍କୁ ଜୀବନରୁ ମାରି ଦେବାକୁ କହିଛନ୍ତି ।
ହ୍ୟୁମାନ ସାଗର ଯେଉଁଠାରେ ପହଞ୍ଚିଛନ୍ତି ତାହା ପଛରେ ଏହି ପ୍ରମୋଦ ପରିଡ଼ାଙ୍କର ହାତ ଅଛି । ଏବେ ଗୀତ ରଚୟିତା ପ୍ରମୋଦ ପରିଡ଼ା ଥାନାରେ ଅଭିଯୋଗ କରିଛନ୍ତି ଆଉ ଏହି ଅଭିଯୋଗ ଆଧାରରେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି । ଏବେ ତାଙ୍କୁ ନ୍ୟାୟ ମିଳୁଛି ନ ନାହିଁ ତାକୁ ହିଁ ଅପେକ୍ଷା ।

Advertisement