Mar 18, 2024, 11:45 IST

କେତେ ଖୁସି ରେ ଯୁବକ ଭାବୁଥିଲା ବାହା ହୋଇ ସ୍ତ୍ରୀ ଆଣିବି..ହେଲେ ଅଧା ରାସ୍ତା ରୁ ଯୁବକ କୁ ଉଠେଇ ଆଣିଲା ପୋ-ଲି-ସ...

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା।
Gg
ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯାଉଥିବାବେଳେ ବରକୁ ଉଠାଇ ଆଣିଛି ପୋଲିସ। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ପୋଲିସ ବରକୁ ଉଠାଇ ଆଣିଥିବା ଦେଖିବାକୁ ମିଳିଛି।
ବର ଜଣକ ହେଲେ ବିଷ୍ଣୁ ପିଙ୍ଗର। ତାଙ୍କ ଘର ଗୋବିନ୍ଦପୁର ଥାନା ବାଡ଼ା ଖୋଖୋପଡ଼ା ଗାଁରେ। ସଞ୍ଜୁ ନାମକ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିବାବେଳେ ଦୀର୍ଘଦିନ ହେବ ତାଙ୍କ ଘରକୁ ଯିବାକୁ ଆସିବା କରୁଥିଲେ।
ଏପରିକି ସେମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି। କିନ୍ତୁ ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ସଞ୍ଜୁ ବିଷ୍ଣୁଙ୍କ ନାମରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ବିଷ୍ଣୁଙ୍କୁ ଉଠାଇ ଆଣିଥିବା କୁହାଯାଇଛି।
Ty
ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ସଲଙ୍ଗାବୁଡ଼ ଗାଁର ସଞ୍ଜୁ କେର୍କେଟାଙ୍କୁ ଭଲ ପାଉଥିଲେ ବାମଡ଼ା ଖୋଖୋପଡ଼ାର ବିଷ୍ଣୁ ପିଙ୍ଗ।
ତେବେ ଉଭୟଙ୍କ ପ୍ରେମ ସମ୍ପର୍କର ସନ୍ତକ ହେଉଛି ତାଙ୍କର ଶିଶୁକନ୍ୟା। ଏହାସତ୍ୱେ ବିଷ୍ଣୁ, ସଂଜୁଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ବିବାହ ହେଉଥିବା ଖବର ପାଇ ଥାନାରେ ଏତଲା ଦେଇଥିଲେ ସଂଜୁ ।
ଆଉ ବିବାହ ପାଇଁ ବରଯାତ୍ରୀ ଯାଉଥିବା ବେଳେ ବିଷ୍ଣୁଙ୍କୁ ଅଧାବାଟରୁ ଉଠାଇ ନେଇଛି ପୁଲିସ । ବିଷ୍ଣୁଙ୍କ ସହ ସଜା ହୋଇଥିବା ବରଯାତ୍ରୀ କାର୍ ମଧ୍ୟ ଜବତ କରିଛି ପୁଲିସ । ତେବେ ବିଷ୍ଣୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

Advertisement