Apr 1, 2024, 10:21 IST

କେତେ ଖୁସି ରେ ପୁଅ ଯାଇଥିଲା ବାହାରକୁ ହେଲେ ଠିକ୍ ଖରା ବେଳଟା ରେ ଶ-ବ ହୋଇ ଫେରିଲା..

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଦୁଃଖ ପ୍ରକାଶ କରିବେ।ଖାଲି ହୋଇଗଲା ଘର। କୋଳ ଶୂନ୍ୟ ହେଲା ମା।ବାପା ମା ଙ୍କ ର ଭରସା ଭାଙ୍ଗି ଗଲା।
ଯେଉଁ ଦୁଆରେ ବସି ପୁଅର ଫେରିବା ବାଟ କୁ ମା ଅପେକ୍ଷା କରି ବସିଥାଏ,ଆଜି ସେଠାରେ ବସି ପୁଅର ମୃ-ତ-ଦେ-ହ କୁ ଚାହିଁ ବସିଛନ୍ତି।ଏଭଳି ଖବର ଶୁଣିବା ପରେ ନିସ୍ତବ୍ଧ ହୋଇ ଯାଇଛି ପୁରା ଗ୍ରାମ।କାନ୍ଦି କାନ୍ଦି ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।
Hh
ମୃ-ତ ଯୁବକ ଙ୍କ ମା ଏସବୁ ବିଶ୍ୱାସ କରି ପାରୁ ନାହାଁନ୍ତି।ଯେଉଁ ପୁଅ ଘରର ପେଟ ପୋଷିବା ପାଇଁ ଘରୁ ଗୋଡ଼ କାଢ଼ିଥିଲା ଆଜି ସବୁଦିନ ପାଇଁ ଆରପାରି କୁ ଚାଲି ଯାଇଛି।
ପଦ୍ମପୁର ଉପଖଣ୍ଡ ପାଇକାମାଳ ପଞ୍ଚାୟତ ଟେମରୀ ଗ୍ରାମରେ ଏଭଳି ଘଟଣା ଘଟିଛି।ଛତିଶଗଡ଼ ଓଡ଼ିଶା ସୀମାନ୍ତବର୍ତ୍ତି ଅଞ୍ଚଳ ରୁ ପ୍ରତିବର୍ଷ ରୁ ବହୁ ସଂଖ୍ୟକ ଯୁବକ ଦାଦନ ଖଟିବାକୁ ଯାଇଥାନ୍ତି।
ଯାହାକୁ ନେଇ ୨୭ ବର୍ଷୀୟ ଧନୁର୍ଯ୍ ତାମିଲନାଡୁ ର ଏକ କପଡା କାରଖାନା ରେ କାମ କରିବାକୁ ଯାଇଥିଲେ।ପ୍ରାୟ ୮ ଦିନ ପୂର୍ବରୁ କାରଖାନା ର ବୟଲର ଫାଟି ଦୁର୍ଘଟଣା ରେ ପୋଡ଼ି ହୋଇ ଯାଇଥିଲେ ଧନୁର୍ଯ୍।ପରେ ସଙ୍ଗେ ସଙ୍ଗେ ତାଙ୍କୁ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।
Hh
କିନ୍ତୁ ତାଙ୍କର ଦେ-ହା-ନ୍ତ ହୋଇ ଯାଇଥିଲା।ପରେ ଶନିବାର ଦିନ ସକାଳୁ ଘରକୁ ପହଞ୍ଚି ଥିଲା ଧନୁର୍ଯ୍ୟ ଙ୍କ ମୃ-ତ-ଦେ-ହ।ମୃ-ତ ଯୁବକ ଙ୍କ ମା ନୁରାବତି ବଛା କହିଛନ୍ତି ଯେ ପାଞ୍ଚ ମାସ ହେଲାଣି ଯାଇଥିଲେ।
ବର୍ତମାନ ନିଜ ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଏବଂ ତାଙ୍କୁ ସାହାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି।ଗ୍ରାମବାସୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖିବା ପରେ ଦୁଃଖ ପ୍ରକାଶ କରିଛନ୍ତି।

Advertisement