Updated: Mar 27, 2024, 20:11 IST

ହୋଲି ଖେଳରେ ଘଟିଲା ବଡ ଅଘଟଣ ଦେଖନ୍ତୁ ଚାଲିଗଲା ପୁଅର ଜୀବନ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି ପୁଅ ପାଇଁ ହୋଲି ଖେଳିବା ହୋଇଛି କାଳ। ରଙ୍ଗ ଖେଳୁ ଖେଳୁ ପୁଅର ଚାଲିଯାଇଛି ଜୀବନ। ରଙ୍ଗ ଖେଳିସାରିବା ପରେ ପୋଖରୀରେ ଗାଧୋଇବା ବେଳେ ସେ ବୁଡ଼ିଯାଇଥିଲେ। 
Viral
ଆଉ ତାଙ୍କର ମୃ-ତ୍ୟୁ ଘଟିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି କଟଟ ଜିଲ୍ଲା ସାଲେପୁୁର ଛାଣିପୁର ପଞ୍ଚାୟତରେ। ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃ-ତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃ-ତ୍ୟୁ ଘଟିଛି। 
ମୃ-ତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ। ତେବେ ବନ୍ଧୁଗଣ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ଛାଣିପୁର ପଞ୍ଚାୟତରେ।
ମୃ-ତ ଯୁବକ ଜଣଙ୍କ ହେଉଛି ସୋରଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ। ଆଶିଷଙ୍କ ବୟସ ହେଉଛି ୧୭ ବର୍ଷ। ଆଶିଷ +୨ ବିଜ୍ଞାନ ଛାତ୍ର ଅଟନ୍ତି। ଆଉ ସେହି ୧୭ ବର୍ଷର ପୁଅକୁ ହରାଇ ମାଆ ଦୁଃଖରେ ଭାଙ୍ଗି ପଡ଼ିଛି। 
ଆଶିଷ ପୋଖରୀରେ ବୁଡି ଯାଉଥିବାର ଦେଖି ଗାଁ ଲୋକେ ହଠାତ ଦୌଡି ଆସିଥିଲେ ପୋଖରୀ ନିକଟକୁ। ଆଉ ତା'ପରେ ସଙ୍ଗେ ସଙ୍ଗେ ଆଶିଷକୁ ଉଦ୍ଧାର ମଧ୍ୟ କରିଥିଲେ।
ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଚିକିତ୍ସା ପାଇଁ କିନ୍ତୁ ସେଠାରେ ଡାକ୍ତର ଆଶିଷକୁ ମୃ-ତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃ-ତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement