Aug 28, 2023, 16:58 IST

ବଉଳା କୁମ୍ଭୀର ଚିତଳ ମାଛ ହେଲେ ସାମ୍ନା ସାମ୍ନୀ ଦେଖନ୍ତୁ ହୀରାକୁଦରେ କଳିଯୁଗର ଶେଷ ସଂକେତ !

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଥିବେ ଏବେ କୁମ୍ଭୀର ମାନଙ୍କ ଆତଙ୍କ ଚାରି ଆଡେ଼ ଦେଖିବାକୁ ମିଳୁଛି।ଲୋକ ମାନେ ବହୁତ ଭୟଭୀତ ହୋଇ ଯାଇଛନ୍ତି।କୁହା ଯାଉଚି ଯେ ମାଳିକା ସତ ହେବାକୁ ଲାଗିଚି।
ମାଳିକା ରେ ମହା ପୁରୁଷ ମାନେ ଲେଖିଛନ୍ତି କଳି ଯୁଗ ଶେଷ ରେ କୁମ୍ଭୀର ଓ ଚିତୋଳ ମାଛ ଏକାଠି ହୋଇ ଯିବେ।ଓ ଲୋକ ମାନଙ୍କୁ ଖାଇବେ।ଏବେ ଲାଗୁଚି ଏଗୁଡ଼ିକ ସତ ହେବାକୁ ଯାଉଚି।ଆପଣ ମାନେ ସମସ୍ତେ କେନ୍ଦ୍ରାପଡ଼ା ଓ ଯାଜପୁର ରେ ହୋଇଥିବା କୁମ୍ଭୀର ଆତଙ୍କ ବିଷୟ ରେ ଶୁଣି ଥିବେ।ଲୋକ ମାନେ ବହୁତ ଡରି ଯାଇଛନ୍ତି।
Hirakud
ଆଉ କେହି ନଦୀ କୂଳ କୁ ଯାଉ ନାହାଁନ୍ତି।କେନ୍ଦ୍ରାପଡ଼ା ରେ ନଦୀ ରେ କୁମ୍ଭୀର ରହିଥିଲା।ଜଣେ ନୁହେଁ ଦୁଇ ଜଣ ନୁହେଁ ପାଞ୍ଚ ଜଣ କୁ ଖାଇ ଦେଇଥିଲା କୁମ୍ଭୀର।ଆଉ ଏବେ ଯାଜପୁର ଜିଲ୍ଲା ରେ ମଧ୍ୟ ସେହି ସମାନ ଘଟଣା ଘଟିଛି।
ବିରୂପା ନଦୀ କୁ ଶୌଚ ହେବାକୁ ଯାଉଥିବା ମହିଳା ଙ୍କୁ କୁମ୍ଭୀର ଟାଣି ନେଇ ଯାଇ ନଦୀ ର ଅନ୍ୟ ପରେ ମାରି ଖାଇ ଥିଲା।ଏହା କୁ ଦେଖିଲେ ଲାଗୁଚି ମାଳିକା ବଚନ ସତ ହେଉଚି।ଏବେ ନଦୀ ଚାରି ପଟେ କୁମ୍ଭୀର ଖୋଜି ବୁଲୁଛୁ ତାର ସାଥୀ ଚିତୋଲ ମାଛ କୁ ।
Viral
ତା ସାଙ୍ଗ ଯଦି ମିଳି ଯାଏ ଦୁଇ ଜଣ ଯାକ ମିଶି ଖାଇବେ ଏହି ମଣିଷ ଜାତି କୁ।ସତରେ କଣ ଏହା କଳି ଯୁଗ ଶେଷ ରେ ଆଗୁଆ ସତର୍କ ସୂଚନା ଦେଉଛନ୍ତି।କୁହା ଯାଏ କେବଳ ଭଗବାନ ଇଚ୍ଛା କଲେ ଏହି ମଣିଷ ଜାତି କୁ ରକ୍ଷା କରି ପାରିବେ।
ତାଙ୍କ ବିନା ଆଉ ଅନ୍ୟ ଗତି ନାହିଁ।ଆଜି ସମାଜ ରେ କିଭଳି ଘଟଣା ସବୁ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରତି ଟି କ୍ଷେତ୍ର ମଣିଷ ମାନେ ଅପରାଧ ଘଟାଉ ଛନ୍ତି।ଏହି ପାପ କର୍ମ ପାଇଁ ଏସବୁ ଘଟୁଛି।ଲୋକ ମାନେ କେହି କାହାରିକୁ ମାନୁ ନାହାନ୍ତି।
ଶେଷ ରେ ଏତିକି କୁହା ଯାଇ ପାରେ ଯେ ନଦୀ କୁଳ କୁ ଯାଆନ୍ତୁ ନାହିଁ।ଭଗବାନ ଇଚ୍ଛା କଲେ ସମସ୍ତ ଙ୍କୁ ବଞ୍ଚାଇ ପାରିବେ।ନଦୀ ମାନଙ୍କ ରେ ମାୟାବୀ କୁମ୍ଭୀର ଘୁରି ବୁଲୁଛି।ଲୋକ ଙ୍କୁ ଦେଖିଲେ ଟାଣି ନେଉଛି।ଭଗବାନ ଙ୍କ ଉପର ଭରଷା ରଖନ୍ତୁ ଓ ନଦୀ କୂଳ କୁ ଯାଆନ୍ତୁ ନାହିଁ।

Advertisement