Updated: Jan 31, 2024, 20:02 IST

ଆସିଲା ବଡ ଖବର ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା ଦେଖନ୍ତୁ ଆଉ ରୁହନ୍ତୁ ସଚେତନ

Rain

ନମସ୍କାର ପାଠକ ବନ୍ଧୁ।ଆସିବାକୁ ଯାଉଚି ପୁଣି ଗୋଟିଏ ବଡ ଲଘୁଚାପ।ପୁଣି ବର୍ଷା ଘଡଘଡି ତାଣ୍ଡବ ରେ ଜନ ଜୀବନ ବିପର୍ଯ୍ୟସ୍ତ ହେବ।ବର୍ତ୍ତମାନ ର ସବୁଠାରୁ ବଡ ଖବର।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ କୁହୁଡି କିପରି ପଡ଼ୁଚି।
ଲୋକ ମାନେ ରାସ୍ତା ରେ ଯିବା ଆସିବା ପାଇଁ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।ଏହି ଦୁଇ ଦିନ ତଳେ ଯେପରି ମେଘୁଆ ପାଗ ହୋଇଥିଲା ।ପୁଣି ଥରେ ସେପରି ପାଗ ହେବାକୁ ଯାଉଛି।ବର୍ଷା ର ପରିମାଣ ବଢି ଚାଲିବ।ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବେ ବୋଲି କୁହା ଯାଉଚି।
Rain
ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଏକ ବଡ ଲଘୁଚାପ ସୃଷ୍ଟି ହୋଇ ଥିଲା।ରାଜ୍ୟର ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇ ଥିଲା।କିଛି ସ୍ଥାନ ରେ ପାଗ ଥଣ୍ଡା ରହିଥିଲା।ଏବେ ପୁଣି ଥରେ ସେପରି ପାଗ ହେବାକୁ ଯାଉଛି।
ଏଥିପାଇଁ ଆପଣ ମାନେ ସମସ୍ତେ ସଚେତନ ହୋଇ ଯାଆନ୍ତୁ।ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଚି କି ପୁଣି ଥରେ ବର୍ଷା ଆସିବାକୁ ଯାଉଛି।ରାଜ୍ୟରେ ଶୀତ ପଡ଼ିବ। ଶୀତ ସହିତ ରାଜ୍ୟରେ କୋହଲା ପାଗ ରହିବ।ସୂର୍ଯ୍ୟ ଦେଖା ଦେବେନି।ଦିନ ସାରା କିଛି ସ୍ଥାନ ରେ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି।
Viral
ଆଜି ସକାଳେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଘନ କୁହୁଡି ଦେଖା ଯାଇଥିଲା।ବାଲେଶ୍ଵର,ଭଦ୍ରକ,ପୁରୀ କଟକ,ଯାଜପୁର,କେନ୍ଦ୍ରାପଡ଼ା ଠାରେ ଆଜି ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଛନ୍ତି।ଲୋକ ମାନେ କୁହୁଡି ରେ ବାହାରକୁ ବାହାରି ପାରି ନାହାନ୍ତି।
ଏବେ ଠାରୁ ସୂଚନା ମିଳିଛି କି ଆସନ୍ତା ଫେବୃୟାରୀ ୧ ତାରିଖ ରୁ ରାଜ୍ୟ ରେ ବର୍ଷା ହେବାର ସମ୍ଭାବନା ରହିଛି।ଏହି ବର୍ଷା ର ପ୍ରଭାବ ଫେବୃଆରୀ ଚାରି ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଏହା ପରେ ପାଗ ରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେବ।
ଫେବୃଆରୀ ଏକ ତାରିଖ ରୁ ଝାରସୁଗୁଡା,ମୟୂରଭଞ୍ଜ କେନ୍ଦୁଝର,ସୁନ୍ଦରଗଡ଼,ଭଦ୍ରକ,ଯାଜପୁର,ଢେଙ୍କାନାଳ ଓ ଅନୁଗୁଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ।ଏହାର ପ୍ରଭାବ କିଛି ସ୍ଥାନ ରେ ରହିବ।ତେଣୁ ଆପଣ ମାନେ ଆଗୁଆ ସଚେତନ ହୋଇ ଯାଆନ୍ତୁ।ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisement