Apr 20, 2024, 01:20 IST

ଛାତ୍ରୀ ଙ୍କୁ ଟେକି ନେଇ କରିଦେଲେ ଦୁ-ଷ୍କ-ର୍ମ.. ତାପରେ ଭିଡିଓ କରି କରିଦେଲେ ଭା-ଇ-ରା-ଲ..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରେମ ହେଉଚି ଏକ ପବିତ୍ର ବନ୍ଧନ।ଯାହାକୁ ଆଜିର ଯୁବପିଢି କଳଙ୍କିତ କରି ଦେଇଛନ୍ତି।କେବଳ ଟଙ୍କା ଲୋଭ ରେ ଅନେକ ଯୁବକ ଙ୍କ ସହିତ ସମ୍ପର୍କ ରଖୁଛନ୍ତି ଆଜିର ଯୁବତୀ ମାନେ।
ହେଲେ ଶେଷ ରେ ସେଭଳି ମହିଳା ଙ୍କୁ କିଭଳି ଦଶା ଭୋଗ କରିବାକୁ ପଡେ ଆଜି ଆମେ କହିବୁ ଆପଣଙ୍କୁ।ଏଭଳି।ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ।ପ୍ରେମ ପାଇଁ ଦୁଇ ପ୍ରେମିକ ଙ୍କ ଭିତରେ ଚାଲିଛି ମହାଭାରତ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ଜଣେ ମହିଳା ଦୁଇ ଦୁଇ ଜଣ ଯୁବକ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଦେଇ ଥିଲେ।ଜଣକ ସହିତ ପାର୍କ ଯାଉଥିବା ବେଳେ ଅନ୍ୟ ଜଣକ ସହିତ ସିନେମା ଦେଖିବାକୁ ଯାଉଥିଲେ।ଦୁଇ ଜଣ ଙ୍କୁ ସେ ମହିଳା ଜଣକ ସମୟ ଦେଉ ଥିଲେ।
ହେଲେ ଶେଷ ରେ ଏଭଳି କିଛି ଘଟଣା ଘଟିବ ବୋଲି ସେ କେବେ ବି ବିଶ୍ଵାସ କରି ନ ଥିଲେ।କୁହା ଯାଉଚି କି ଏବେ ତାଙ୍କୁ ତାଙ୍କ କର୍ମ ର ଫଳ ମିଳିଚି।ଏହି କଥା ଟି ଶୁଣି ସାରିବା ପରେ ଭବିଷ୍ୟତ ରେ କୌଣସି ଝିଅ ଏପରି କାମ କରିବା ପାଇଁ ଚେଷ୍ଟା କରିବେ ନାହିଁ ।
ଯୁବତୀ ଜଣକ ରାସ୍ତା ରେ ନିଜ ପ୍ରେମିକ ସହିତ ଯାଉ ଥିଲେ।ଏହି ସମୟ ରେ ଅନ୍ୟ ଜଣେ ଯୁବକ ତାଙ୍କୁ ଦେଖି ଦେଇ ଥିଲେ।ଉଭୟ କହୁଥିଲେ କି ସେ ଯୁବତୀ ଙ୍କୁ ପ୍ରେମ କରନ୍ତି ସେ।ତାଙ୍କ ସହିତ ରାତି ରାତି ଧରି କଥା ହୁଅନ୍ତି।
Gg
ଏଥିପାଇଁ ସେହି ଦୁଇ ଯୁବକ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଗଲା।ଜଣେ ଯୁବକ ମହିଳା ଙ୍କୁ ନିଜର ବୋଲି କହୁ ଥିବା ବେଳେ ଅନ୍ୟ ଜଣେ ଯୁବକ ଉକ୍ତ ମହିଳା ଙ୍କୁ ନିଜର ବୋଲି କହି ଥିଲେ।ତେବେ ମହିଳା ଜଣକ ଉଭୟ ଙ୍କ ଭିତରେ ଫସି ଯାଇ ଥିଲେ।
କିଛି ସମୟ ପରେ ରାସ୍ତା ରେ ଲୋକ ଙ୍କ ଭିଡ ଦେଖିବାକୁ ମିଳି ଥିଲା।ମହିଳା ଜଣକ ଦୁଇ ଜଣ କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ।ହେଲେ କିଛି ବି ଲାଭ ହେଲା ନାହିଁ।
ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି କୁ ସମ୍ଭାଳି ନେଇ ଥିଲେ।

Advertisement