Updated: Apr 1, 2024, 21:15 IST

ଆସିଲା ବଡ ଖବର ଏଥର ହାର୍ଦିକ ପାଣ୍ଡ୍ୟାଙ୍କୁ ଯିଏ ମାରିବ କାମେଣ୍ଟ ସିଏ ଖାଇବ ଷ୍ଟାଡିୟମ୍ ରୁ ତଡ଼ା ଦେଖନ୍ତୁ ଉଠିଲା ଚର୍ଚ୍ଚା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସମାଜରେ ଯାହା କିଛି ବି ଘଟଣା ଘଟୁଛି ବା କୌଣସି ସେଲିବ୍ରେଟିଙ୍କୁ କିଛି କୁହାଯାଇଥାଏ ତାହେଲେ ଆପଣମାନେ ତାହା ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
ଏବେ କ୍ରିକେଟ ଜଗତକୁ ନେଇ କିଛି ଖବର ଆସିଛି । ଆଉ ଆପଣମାନେ ସମସ୍ତେ ତ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ଖେଳ ଖେଳନ୍ତି । 
Hardhik
ତାଙ୍କୁ ନିକଟରେ ଅନେକ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଆଉ ଏବେ ଏହାକୁ ନେଇ କିଛି ଖବର ଆସିଛି । ବର୍ତ୍ତମାନ ହାର୍ଦିକ ପାଣ୍ଡ୍ୟାଙ୍କୁ ଆଉ କେହି କରିପାରିବେନି ଟ୍ରୋଲ । ଯଦି କେହି ତାଙ୍କୁ ଟ୍ରୋଲ୍ କରିବାକୁ ଚେଷ୍ଟା କରିବେ ତାହେଲେ ଭୟଙ୍କର ଶାସ୍ତି ମିଳିବ ।
MCA ବନ୍ଦୀ କରିବା ସହିତ ତାଙ୍କୁ ଷ୍ଟାଡିୟମରୁ ତଡ଼ି ଦିଆଯିବ । ଏମିତିକି ମ୍ୟାଚ୍ ଦେଖିବାକୁ ବି ମିଳିବନି ସ୍ଥାନ । ଏବେ ତ ଆଇପିଏଲ ଚାଲୁଛି । ଆଉ ଆଜି ମୁମ୍ବାଇ ଇଣ୍ଡିଆନ୍ସ୍ ଏବଂ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳ ହେବ ।
Hardik
ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା । ଆଉ ଏବେ ତାଙ୍କ ଅଧିନାୟକତ୍ୱରେ ଦୁଇଟି ମ୍ୟାଚ ହାରି ସାରିଛି ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସ । ଯାହାକୁ ନେଇ ମୁମ୍ୱାଇ ଇଣ୍ଡିଆନ୍ସର ଫ୍ୟାନ୍ସମାନେ ରାଗି ଯାଇଥିବା ବେଳେ ଆଜି ଖେଳ ଉପରେ ସମସ୍ତଙ୍କ ନଜର ରହିଛି ।
ଏସବୁ ଭିତରେ ଚିନ୍ତା ବଢ଼ାଉଛି ହାର୍ଦିକ ପାଣ୍ଡ୍ୟାଙ୍କ ଟ୍ରୋଲିଂ । ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା । ଫ୍ୟାନ୍ସମାନେ ତାଙ୍କୁ ନେଇ ଅନେକ କଥା କହୁଛନ୍ତି । ସେ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠାରେ ତାଙ୍କୁ ଅନେକ କଥା କୁହାଯାଉଛି ।
ଏହାକୁ ନେଇ ଚିନ୍ତାରେ ଅଛନ୍ତି ହାର୍ଦିକ ପାଣ୍ଡ୍ୟା । ଏବେ ଏହି ଘଟଣାକୁ ନେଇ କ୍ରିକେଟର ଅଶ୍ଵିନୀ କହିଛନ୍ତି କୌଣସି ଦେଶରେ କ୍ରିକେଟରମାନଙ୍କୁ ଏଭଳି ଟ୍ରୋଲ କରାଯାଏ ନାହିଁ । ଆଉ ଏହା ଏକ ଖରାପ କଥା ।
ଏସବୁ ବନ୍ଦ କରିବାକୁ ସେ କହିଛନ୍ତି । ଏବେ ହାର୍ଦିକ ପାଣ୍ଡ୍ୟାଙ୍କୁ ଯିଏ ଟ୍ରୋଲ କରିବ ସେ ଭୟଙ୍କର ଶାସ୍ତି ପାଇବ । ଆଉ ଏବେ ଏହାକୁ ନେଇ ଆସିଛି ଏହି ଖବର । ଆଜି ହେବାକୁ ଥିବା ମ୍ୟାଚରେ ଯଦି କେହି ମୁମ୍ୱାଇ ଇଣ୍ଡିଆନ୍ସ ଖେଳୁଥିବା ବେଳେ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ଟ୍ରୋଲ କରନ୍ତି ତାହେଲେ ସେ ଶାସ୍ତି ପାଇବେ ।

Advertisement